ରାଶିଫଳ

Jyotish Shastra – ଏହି ୪ଟି ରାଶିର ଝିଅ ମାନେ ହେଇଥାନ୍ତି ସାକ୍ଷାତ ମା ଲକ୍ଷ୍ମୀ, ଯାହାଙ୍କ ପାଦ ପଡିଲେ ଧନ ଦୌଲତ ରେ ଭରିଯାଏ ଘର

ପ୍ରାୟତଃ ଆପଣମାନେ ଲୋକମାନନକୁ ଏହା କହୁଥିବାର ଶୁଣିଥିବେ କି କୌଣସି ପୁରୁଷର ସଫଳତା ପଛରେ ଗୋଟିଏ ନାରୀର ହାତ ଥାଏ । ଏହା ବିଲକୁଲ ସତ ଅଟେ । ମହିଳାମାନେ ଘର ପରିବାରର ଯତ୍ନ ନେଇଥାନ୍ତି ଯାହା ଦ୍ଵାରା ପୁରୁଷ ମାନେ ନିଜ କ୍ଯାରିୟର ଉପରେ ଧ୍ୟାନ ଦେଇଥାନ୍ତି । ଏମିତି ରେ ଏହା ବିଲକୁଲ ସତ ଅଟେ କି ଯଦି ଗୋଟିଏ ମହିଳା ଚାହିଁବ ତେବେ ସେ ଘରକୁ ସ୍ଵର୍ଗ କରି ଦେଇପାରେ ଓ ଚାହିଁଲେ ନର୍କ ମଧ୍ୟ କରି ଦେଇପାରେ । ସେଥିପାଇଁ ଏହା ପୁରା ପୁରି ମହିଳାଙ୍କ ଉପରେ ନିର୍ଭର କରିଥାଏ ।

ଶାସ୍ତ୍ର ଅନୁସାରେ ଯେଉଁଭଳି ଭାବରେ ବ୍ଯକ୍ତିର ନାମ ବ୍ଯକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ ଠିକ ସେହିପରି ବ୍ଯକ୍ତିର ରାଶି ମଧ୍ୟ ତାହାର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ଆଜି ମୁଁ ଆପଣଙ୍କୁ ସେହି ରାଶିର ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛି ଯେଉଁମାନଙ୍କ ପାଦ ଘରେ ପଡିଲେ ଘର ସ୍ଵର୍ଗ ହୋଇ ଯାଇଥାଏ । ସେମାନଙ୍କର ଚରଣରେ ଲକ୍ଷ୍ମୀ ଙ୍କର କୃପା ବର୍ଷିଥାଏ ।

କର୍କଟ ରାଶି

କର୍କଟ ରାଶିର ମହିଳା ମାନଙ୍କର ସ୍ଵାମୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କର ପାଦ ଘରେ ପଡିବା ପରେ ସ୍ବାମୀଙ୍କର ଭାଗ୍ୟ ଉଦୟ ହୋଇଥାଏ । ଏମାନେ ଆସିବା ଦ୍ଵାରା ଶଶୁର ଘରର ବି ଭାଗ୍ୟ ବଦଳି ଯାଇଥାଏ । କାରଣ ଏମାନେ ଭାଗ୍ଯରେ ଧନୀ ହୋଇଥାନ୍ତି ।

ସିଂହ ରାଶି

ସିଂହ ରାଶିର ମହିଳାମାନେ ବହୁତ ଅଧିକ ବୁଦ୍ଧିମାନ ଅଟନ୍ତି । ଯେଉଁ ଘରେ ଏହି ରାଶିର ମହିଳା ମାନେ ଥାଆନ୍ତି ସେହି ଘରେ କୌଣସି ଜିନିଷର ଅଭାବ ଅସୁବିଧା ହୋଇ ନଥାଏ । ଏହି ରାଶିର ମହିଳାମାନେ ଗୁରୁଜନ ମାନଙ୍କର ସମ୍ମାନ କରିଥାନ୍ତି ଓ ଘର ପରିବାରର ଧ୍ୟାନ ରଖିଥାନ୍ତି । ନିଜର ସ୍ଵଭାବ ଦ୍ଵାରା ଏମାନେ ସମସ୍ତଙ୍କର ହୃଦୟ କିଣି ନିଅନ୍ତି ।

ବିଛା ରାଶି

ଏହି ରାଶିର ମହିଳାମାନେ ବହୁତ ଅଧିକ ଶାନ୍ତ ହୋଇଥାନ୍ତି କିନ୍ତୁ ଯେତେବେଳେ ପରିବାର କଥା ଆସିଥାଏ ତେବେ ସେମାନେ କାଳୀ ରୂପ ଧାରଣ କରି ନିଅନ୍ତି । ଏମାନେ ନିଜ ପରିବାର ପାଇଁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି । ଏମାନେ କାହା ମନରେ କଷ୍ଟ ଦେବାକୁ ଚାହାଁନ୍ତି ନାହିଁ ।

ଧନୁ ରାଶି

ଧନୁ ରାଶିର ମହିଳାମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । କମ ଟଙ୍କାରେ ବି ଘରକୁ ଭଲ ଭାବରେ ମ୍ୟାନେଜ କରି ନିଅନ୍ତି । ନିଜର ବୁଦ୍ଧିମତା ଦ୍ଵାରା ଏମାନେ ସବୁବେଳେ ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିଥାନ୍ତି । ପରିବାରର ସମସ୍ତଙ୍କୁ ସାଥିରେ ନେଇ ଚାଲିବା ଏମାନଙ୍କର ସ୍ଵଭାବ ଅଟେ । ଏମିତିରେ ଏହି ରାଶିର ମହିଳାମାନେ ଘରକୁ ସ୍ଵର୍ଗ କରିଦେଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button