ମନୋରଞ୍ଜନ

ମୋ ଭାଗ୍ୟ ଆଜି ତୃପ୍ତି ପ୍ରଥମ ଥର ପାଇଁ ମୋ ଫିଲ୍ମ ଦେଖିବାକୁ ଆସିଛି, ଏତେ ସବୁ ହେବା ପରେ ବି ସେ ମତେ…’ Trupti ଙ୍କ ପାଇଁ କଣ କହିଲେ Babushan

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଲିଉଡ ଅଭିନେତା ବାବୁଶାନ ଙ୍କ ପାଇଁ ଆଜି ବହୁତ ଖୁଶିର ମୂହୁର୍ତ୍ତ । କାରଣ ତାଙ୍କ ସ୍ତ୍ରୀ ଫିଲ୍ମ ହଲରେ ତାଙ୍କ ପାଖରେ ବସିଛନ୍ତି ଆଉ ଅନ୍ୟ ପଟରେ ତାଙ୍କ ମା’ ଅପରାଜିତା ବସିଛନ୍ତି । ଆଜି ଗୋଟିଏ ପାଖରେ ମା’ ଏବଂ ଅନ୍ୟ ପାଖରେ ସ୍ତ୍ରୀ ଅଛନ୍ତି । ଯେଉଁ ତୃପ୍ତି ଙ୍କ ସହିତ ତାଙ୍କର ମନମାଳିନ୍ୟ ହୋଇଥିଲା ସେହି ତୃପ୍ତି ଆଜି ପଛ କଥାକୁ ଭୁଲି  ଯାଇ ଆଜି ତାଙ୍କ ସ୍ଵାମୀ ବାବୁଶାନ ଙ୍କ ପାଖରେ ବସିଛନ୍ତି ।

ଆଉ ତାଙ୍କ ଫିଲ୍ମ କୁ ଦେଖୁଛନ୍ତି । ଏହି ଫିଲ୍ମ ରେ ତାଙ୍କ ସ୍ଵାମୀ ବାବୁଶାନ ଏଭଳି ଏକ ଚମତ୍କାର ଅଭିନୟ କରିଛନ୍ତି ଯାହା ଓଡିଶା ସିନେମା ଇତିହାସରେ ବିରଳ ଅଟେ । ଏହି ଚଳଚିତ୍ର ରେ ନା ଅଛି କୌଣସି ହିରୋଇନ ନା ଏଥିରେ ଅଛି କୌଣସି ଫାଇଟ ସିନ । ଏହି ଚଳଚିତ୍ର ରେ ରହିଛି ଗୋଟିଏ ଗୁରୁତ୍ଵପୂର୍ଣ୍ଣ ବିଷୟ ଏବଂ ଏହା ହେଉଛି ଓଡିଶା ର ଉପାନ୍ତର ଅଞ୍ଚଳରେ ଗୋଟିଏ ଡାକ୍ତର ର ସଂଘର୍ଷ ।

ନିଜ ପେସେଣ୍ଟ ଙ୍କ ଜୀବନ ବଞ୍ଚାଇବା ନିମନ୍ତେ ଗୋଟିଏ ଡାକ୍ତର କିଭଳି ପରିଶ୍ରମ କରୁଛି ତାହା ଦର୍ଶାଯାଇଛି । ଏହାକୁ ପ୍ରତ୍ୟକ ଓଡିଆ ଦେଖିବା ନିହାତି ଭାବରେ ଆବଶ୍ୟକ ରହିଛି । ତେବେ ଆଜି ଫିଲ୍ମ ହଲରେ ଦେଖିବାକାଉ ମିଳିଥିଲା ବାବୁସାନ-ତୃପ୍ତି ଏବଂ ଅପରାଜିତା ଙ୍କୁ । ବାବୁଶାନ ମି-ଡି-ଆ କୁ ନିଜର ପ୍ରତିକ୍ରିୟା ଦେଇ କହିଥିଲେ କିଛି ଏଭଳି କଥା । ବାବୁଶାନ କହିଥିଲେ ଯେ ତାଙ୍କ ଭାଗ୍ୟ ଯେ ତାଙ୍କ ସ୍ତ୍ରୀ ତୃପ୍ତି ପ୍ରଥମ ଥର ତାଙ୍କ ଫିଲ୍ମ ଦେଖିବାକୁ ଫିଲ୍ମ ହଲ କୁ ଯାଇଛନ୍ତି ।

ଏହା ସହିତ ବାବୁଶାନ କହିଥିଲେ ଯେ ତାଙ୍କ ହିରୋଇନ ତାଙ୍କ ପାଖରେ ହଲରେ ଅଛନ୍ତି ବୋଲି । ତେବେ ଏହିଭଳି ଭାବରେ ସ୍ଵାମୀ ସ୍ତ୍ରୀ ଙ୍କ କେମେଷ୍ଟ୍ରୀ ବହୁତ ଭଲ ଜମିଥିଲା । ବାବୁଶାନ ଙ୍କ ସ୍ତ୍ରୀ ଆଜି ସବୁ ବିପଦରୁ ବାବୁଶାନ ଙ୍କୁ ମୁକ୍ତ କରିଛନ୍ତି ।

କେବଳ ତୃପ୍ତି ଙ୍କ ପାଇଁ ଆଜି ବାବୁଶାନ ସୁନାପିଲା ପାଲଟି ଯାଇଛନ୍ତି । ଆଶା ଅଛି ଯେ ବାବୁଶାନ ଙ୍କ ଚଳଚିତ୍ର “ଦମନ” ପାଇଁ ମିଳିବ ଦର୍ଶକ ମାନଙ୍କ ଭଲପାଇବା ଏବଂ ବାବୁଶାନ ଏହିଭଳି ଭାବରେ ଗୋଟିଏ ପରେ ଗୋଟିଏ ଚଳଚିତ୍ର କରି ଆଗକୁ ଅତ୍ୟଧିକ ସଫଳ ହେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button