ଓଡିଶା

‘ବାପ ସାଙ୍ଗରେ ତ ଝିଅ ଛୋଟ କପଡା ପିନ୍ଧି ରାସ୍ତାରେ ବୁଲୁଛି, ଇଏ ତ କଳାକାର, ସେ କେବଳ ତାଙ୍କର…’ Rani ଙ୍କୁ ସପୋର୍ଟ କରି କଣ କହିଲେ Byomkesh

ବନ୍ଧୁଗଣ, ବହୁ ଚର୍ଚ୍ଚିତ ଭଦ୍ରକରେ ହୋଇଥିବା ଅଶ-ଳିଳ ଯାତ୍ରାପାର୍ଟି ର ନୃତ୍ୟ କୁ ନେଇ ନିଜର ଏକ ସ୍ଵତନ୍ତ୍ର ମତ ରଖିଛନ୍ତି ଆଇନଜୀବୀ ବ୍ୟୋମକେଶ, ତେବେ ଆସନ୍ତୁ ଜାଣିନେବା ସେ କ’ଣ କହୁଛନ୍ତି ? ବ୍ୟୋମକେଶ କହିଛନ୍ତି ଯେ ବର୍ତ୍ତମାନ ପ୍ରତୀଟି ଜାଗାରେ ଅଶ-ଳିଳ ନୃତ୍ୟ ପରିବେଷଣ କରାଯାଉଛି । ଯାତ୍ରା ପେଣ୍ଡାଲ ଠାରୁ ଆରମ୍ଭ କରି ମେଲୋଡିରେ ସବୁଆଡେ ଚାଲିଛି । ତେବେ ବର୍ତ୍ତମାନ ରାସ୍ତାଘାଟରେ ଯେଉଁଭଳି ଭାବରେ ଲୋକେ ଡ୍ରେସ ପିନ୍ଧୁଛନ୍ତି ସେମାନଙ୍କ ଠାରୁ ଏମାନେ ଅଧିକ ଭଲ ପିନ୍ଧୁଛନ୍ତି ବୋଲି କହିଛନ୍ତି ବ୍ୟୋମକେଶ ।

ସେ ଏହା ମଧ୍ୟ କହିଛନ୍ତି ଯେ ପେଟ ପାଇଁ ଦେହରେ କପଡା ପିନ୍ଧି ନାଚୁଛନ୍ତି । ଏହାସହିତ ଆଜିକାଲି ବହୁତ ଭଲ ଭଲ ପୋଷାକ ମଧ୍ୟ ଆସିଲାଣି, ଦୂରରୁ ତାହା ଦେଖାଯିବ ଯେ ସେ ବିଶେଷ ପୋଷାକ ପିନ୍ଧି ନାହାଁନ୍ତି, ମାଗତ୍ର ପାଖରୁ ଗଲେ ଜାଣିପାରିବେ ଯେ ସେ ସ୍କିନ କଲରର ପୋଷାକ ପିନ୍ଧିଛନ୍ତି । ମାତ୍ର ଜଣେ କଳାକାର ଙ୍କୁ ଚପଲ ପକାଇବା ଉଚିତ ନୁହେଁ ।

ମାତ୍ର ଯାତ୍ରାରେ ରାନୀ ପ୍ରିୟଦର୍ଶନୀ କାହାକୁ ଚିହ୍ନି ନାହାନ୍ତି ତଥା ଜାଣିନାହାଁନ୍ତି ସେ ଯାତ୍ରା ରେ ରହି ମନୋରଞ୍ଜନ କରୁଥିଲେ, ଏବଂ ସବୁଠାରୁ ବଡ କଥା ହେଉଛି ଯେ ଯିଏ ନୃତ୍ୟ ପରିବେଷଣ କରୁଥିଲେ ସେ ଜଣେ ମହିଳା ଏବଂ ମହିଳା ଙ୍କ ଭୂଷଣ ହେଉଛି ଲାଜ, ତେବେ ତାଙ୍କୁ କ’ଣ ଲାଜ ଲାଗିବନାହିଁ ଅଶ-ଳିଳ ନୃତ୍ୟ ପରିବେଷଣ କରିଲେ ?  ମାତ୍ର ଲୋକମାନେ ଯେଉଁ କଷ୍ଟୟୁମରେ ତାଙ୍କୁ ଦେଖିବାକୁ ଚାହୁଁଛନ୍ତି ସେମାନେ ସେହିଭଳି ଭାବରେ ନାଚୁଛନ୍ତି ।

ଯଦି ସେହିଭଳି କଷ୍ଟୟୁମରେ ସେମାନେ ନାଚିବେ ନାହିଁ ତେବେ ଯାତ୍ରା କୁ ମଧ୍ୟ ଲୋକେ ଦେଖିବା ନିମନ୍ତେ ଯିବେ ନାହିଁ । ଏଥି ନିମନ୍ତେ ତାହାର ନାମ କୁହାଯାଉଅଛି ଆଇଟମ ସଙ୍ଗ । ବ୍ୟୋମକେଶ ଉକ୍ତ ମହିଳା ଯିଏ କି ଚପଲ ଫୋପାଡିଥିଲେ ସ୍ଟେଜ ଉପରକୁ ତାଙ୍କୁ ଏହା ମଧ୍ୟ କହିଥିଲେ ଯେ ଯଦି ଆପଣଙ୍କୁ ଖରାପ ଲାଗୁଛି ତେବେ ଆପଣ ଆଖି ବୁଝିଦେବେ । ଯେଉଁ ଗୀତଟିରେ ରାନୀ ନୃତ୍ୟ ପରିବେଷଣ କରିଥିଲେ ସେହି ଗୀତରେ ସେଭଳି କିଛି ଅଶ-ଳିଳତା ନଥିଲା ।

ମାତ୍ର ତାହାଠାରୁ ହଜାର ଗୁଣର ଅଶ-ଳିଳତା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ଯଦି ଏହିଭଳି ନୃତ୍ୟ ଦେଖିବାରେ ଖରାପ ଲାଗୁଛି, ଅଥବା ଆପଣ ଜଣେ ସୁସ୍ଥ ସାମାଜିକ କର୍ମୀ ତେବେ ଆପଣ ନିଶ୍ଚିତ ଭାବରେ ଯାଇ ଯାତ୍ରାପାଟି ର ମ୍ୟାନେଜର ଙ୍କୁ ଅନୁରୋଧ କରିପାରିବେ ଯେ ଆପଣ ଏହିଭଳି ନୃତ୍ୟ ପରିବେଷଣ କରନ୍ତୁ ନାହିଁ, ଏହା ସୋ-ସି-ଆ-ଲ ମି-ଡି-ଆ ଉପରେ ଏକ ବ୍ୟାଡ ଇମ୍ପାକ୍ଟ ପକାଉଛି ବୋଲି । ମାତ୍ର ଜଣଙ୍କୁ ଚପଲ ଫୋପାଡିବା ସଠିକ ନୁହେଁ ବୋଲି ଆଇନଜୀବୀ ବ୍ୟୋମକେଶ କହିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button