ସ୍ୱାସ୍ଥ୍ୟ

ପୁରୁଷଙ୍କର ସ୍ୱପ୍ନଦୋଷ ସମସ୍ୟା ଥିଲେ ଆଜିଠୁ ହିଁ ସେବନ କରନ୍ତୁ ଏହି ୫ଟି ଖାଦ୍ୟ

ପୁରୁଷମାନେ ନିଜ ସ୍ୱାସ୍ଥ୍ୟର ଯେତେ ଯତ୍ନ ନେଉଥିଲେ ମଧ୍ୟ ବେଳେ ବେଳେ ଟିକେ ଟିକେ ଅସାବଧାନତା କାରଣରୁ ସେମାନଙ୍କୁ ବିଭିନ୍ନ ରୋଗର ସାମ୍ନା କରିବାକୁ ପଡ଼ିଥାଏ। ଏହା ବ୍ୟତୀତ ପୁରୁଷଙ୍କର କିଛି ରୋଗ ବଂଶଗତ ବି ଥାଏ। ପୁରୁଷଙ୍କର ସେହିଭଳି ଏକ ଯୌନ ରୋଗ ହେଉଛି ସ୍ୱପ୍ନଦୋଷ। ଏହି ରୋଗ କାରଣରୁ ପୁରୁଷଙ୍କ ଠାରେ ନାଇଟ୍‌ଫଲର ସମସ୍ୟା ଦେଖାଯାଏ।

Men's Health Tips : पुरुषों को है स्वप्नदोष की समस्या, तो आज से ही खाना शुरू कर दें ये 5 Foods

ଏଥିପାଇଁ ବଜାରରେ ବିଭିନ୍ନ ମେଡିସିନ୍‌ ମଧ୍ୟ ମିଳୁଛି। କିନ୍ତୁ ସେହି ମେଡିସିନ୍‌ର ଅନେକ ସାଇଡ୍‌ଇଫେକ୍ଟ ବି ରହିଛି। ତେବେ ଆଜି ଆମେ ଆପଣଙ୍କୁ କିଛି ଏଭଳି ଘରୋଇ ଉପଚାର କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ସ୍ୱପ୍ନଦୋଷରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ସ୍ୱପ୍ନଦୋଷ ଦୂର ହୋଇଥାଏ…

କଦଳୀ:

Clever Uses for Bananas (Besides Eating Them) | Reader's Digest

କେବଳ ବଡିବିଲ୍ଡିଂ ପାଇଁ ନୁହେଁ କଦଳୀ ଖାଇବା ଦ୍ୱାରା ପୁରୁଷତ୍ୱ ମଧ୍ୟ ବୃଦ୍ଧିପାଏ। ସ୍ପର୍ମ ସଂଖ୍ୟା ବଢ଼ାଇବାରେ ମଧ୍ୟ କଦଳୀ ସାହାଯ୍ୟ କରେ। ସ୍ୱପ୍ନଦୋଷ ସମସ୍ୟାରୁ ମୁକ୍ତି ପାଇଁ କଦଳୀ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଏହା ନକାରାତ୍ମକ ଚିନ୍ତାଧାରାକୁ ଦୂରେଇବା ସହ ନାଇଟ୍‌ଫଲ ସମସ୍ୟା ବି ଭଲ କରିଥାଏ।

ତ୍ରିଫଳା ଚୂର୍ଣ୍ଣ:

 

ହରିଡ଼ା, ବାହାଡ଼ା ଓ ଅଁଳାକୁ ମିଶାଇ ତ୍ରିଫଳା ଚୂର୍ଣ୍ଣ ପ୍ରସ୍ତୁତ କରାଯାଏ। ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ। ରାତିରେ ତ୍ରିଫଳା ଚୂର୍ଣ୍ଣ ଓ କ୍ଷୀରକୁ ଗରମ କରି ପିଇବା ଦ୍ୱାରା ସ୍ୱପ୍ନଦୋଷରୁ ମୁକ୍ତି ମିଳିଥାଏ।

ରସୁଣ:

Garlic: Proven health benefits and uses

ପୁରୁଷଙ୍କ ପାଇଁ ରସୁଣ ସେବନ ବେଶ୍‌ ଲାଭଦାୟକ ହୋଇଥାଏ। ଏଣୁ କିଛି ପୁରୁଷ ନିୟମିତ ରସୁଣ ଖାଇଥାନ୍ତି। ଡାକ୍ତରଙ୍କ କହିବାନୁସାରେ ରାତିରେ ଶୋଇବା ପୂର୍ବରୁ ମହୁ ସହ ଭଜା ରସୁଣ ଖାଇବା ଦ୍ୱାରା ନାଇଟ୍‌ ଫଲ ସମସ୍ୟା ଦୂର ହୋଇଥାଏ।

ଡାଳିମ୍ବ:

Homemade Pomegranate Vinegar Recipe

ଡାଳିମ୍ବରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ସ୍ପର୍ମର ପରିମାଣକୁ ବଢ଼ାଇବାରେ ସାହାଯ୍ୟ କରେ। ଏହି ଆଣ୍ଟି ଅକ୍ସିଡେଣ୍ଟ ଗୁଣ ସ୍ୱପ୍ନଦୋଷ ମଧ୍ୟ ଦୂର କରେ। ଡାଳିମ୍ବକୁ ଆପଣ ଜୁସ୍‌ଭାବେ କିମ୍ବା ସିଧାସଳଖ ଚୋପା ଛଡ଼ାଇ ମଧ୍ୟ ଖାଇପାରିବେ।

ଦହି:

Curd / Dahi/ Yogurt - Shrinathdham

ସ୍ୱପ୍ନ ଦୋଷ ସମସ୍ୟାରୁ ମୁକ୍ତି ପାଇବାକୁ ପୁରୁଷମାନେ ପ୍ରତିଦିନ ସକାଳେ ଦହି ସେବନ କରିବା ଉଚିତ। ଏଥିରେ ଥିବା ଭଲ ବ୍ୟାକ୍ଟେରିଆ କେବଳ ପାଚନ ତନ୍ତ୍ରକୁ ସୁସ୍ଥ ରଖେନି ବରଂ ସେକ୍ସ ଓ ହରମୋନ୍‌ର ଆକ୍ଟିଭିଟିକୁ ବି କଣ୍ଟ୍ରୋଲ କରିଥାଏ। ଏହା ସ୍ୱପ୍ନଦୋଷ ସମସ୍ୟାକୁ ଭଲ କରିବାରେ ମଧ୍ୟ ସାହାଯ୍ୟ କରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button