ସ୍ୱାସ୍ଥ୍ୟ

ମାତ୍ର ୭ ଦିନରେ ୭ କିଲୋ ମୋଟାପା ଓ ପେଟ ର ଚର୍ବି କମାଇବାର ସବୁଠୁ ଜବରଦସ୍ତ ଉପାୟ- Health Tips

ନମସ୍କାର ବନ୍ଧୁଗଣ ଆମେ ଆଜି କାଲି ସ୍ଲିମ ଏବଂ ଜିରୋ ଫିଗର ରଖିବାକୁ ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ ।

ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ । ଏବଂ ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ । ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ ।

ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବୁ । ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଟି କଣ ଏବଂ ତାହା ଆମକୁ କିପରି ସାହାର୍ଯ୍ୟ କରି ପାରିବା । ପ୍ରଥମେ ଆପଣ କ୍ୟାଲେରି ଯୁକ୍ତ ଖାଦ୍ୟ କୁ ଖାଇବା ବନ୍ଦ କରନ୍ତୁ । ନିଜ ଡାଏଟ ଅର୍ଥାତ ଖାଦ୍ୟ ପେୟ ର ସଠିକ ଭାବେ ଯତ୍ନ ନେବା ଉଚିତ । ନିଜ ଖାଦ୍ୟ ରେ ତେଲ ମସଲା ଜାତୀୟ ଖାଦ୍ୟ ଏବଂ ବାହାର ଖାଦ୍ୟ କୁ କମ ଖାଆନ୍ତୁ ଏବଂ ସବୁଜ ପନି ପରିବା ତଥା ଫଳ ଏବଂ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।

ଏହା ସହ ଆମକୁ ଶାରୀରିକ ପରିଶ୍ରମ ମଧ୍ୟ କରିବା ଉଚିତ ଆଜିକାଲି ଲୋକମାନେ ଶାରୀରିକ ପରିଶ୍ରମ ଆଦୌ କରିବା ପସନ୍ଦ କରୁ ନାହାନ୍ତି । ଏହା ଦ୍ୱାରା ଆମ ମେଟାପୋଲିସମ ବିଗିଡି ଯାଏ ଏବଂ ଚର୍ବି ଆସିଯାଏ । ସେଥିପାଇଁ ଆପଣ ଙ୍କ ଶରୀର କୁ ଅଧିକ ଚର୍ବି ଆଣିବାକୁ ଦେଉ ନଥିବା ଖାଦ୍ୟ ଖାଇବା ଉଚିତ ।

ଆପଣ ୫ ରୁ ୬ ଅଶ୍ଵଗାନ୍ଧା ର ପତ୍ର ନେଇ ତାକୁ ହେମଦସ୍ତା ରେ କୁଟି ଗରମ ପାଣି ରେ ମିଶେଇ ସେଥିରେ ଲେମ୍ଭୁ ଏବଂ ମହୁ କୁ ମିଶ୍ରଣ କରି ପିଇବା ଦ୍ୱାରା ଆମ ଶରୀର ରେ ଥିବା ଚର୍ବି ଆଦି କୁ ବଢିବା ରେ ରୋକି ଥାଏ ଏବଂ ଶରୀର କୁ ପତଳା ମଧ୍ୟ କରିଥାଏ । ଆପଣ ନଡ଼ିଆ ପାଣି ମଧ୍ୟ ପିଇ ପାରିବେ ସକାଳେ । ପେଠା ର ଜୁସ ମଧ୍ୟ ପିଇ ପାରିବେ ଏହା ମଧ୍ୟ ଶରୀର କୁ ସତେଜ ରଖିବା ସହିତ ମୋଟାପା କୁ କମାଇ ଥାଏ ।

ସର୍ଵଦା ସୁସ୍ଥ ଏବଂ ପୃଷ୍ଟିକର ଖାଦ୍ୟ ଖାଇବା ଉଚିତ । ପନି ପରିବା ,ଡାଲି ,ରୁଟି ଆଦି ଖାଇବା ଉଚିତ । ଏହା ଦ୍ୱାରା ଆମ ପେଟ ଭରି ଯାଏ ଏବଂ ମୋଟା ମଧ୍ୟ ହେଉ ନାହିଁ । ଏହା ସହିତ ସର୍ଵଦା ସକାଳୁ ବ୍ୟାୟାମ ଯୋଗ କିମ୍ବା ଚଲାବୁଲା କରିବା ଉଚିତ ।

ଶାରୀରିକ ପରିଶ୍ରମ କରିବା ଉଚିତ । ଏହା ଦ୍ୱାରା ମଧ୍ୟ ଆମ ମୋଟାପଣ ବହୁତ କମି ଯାଇଥାଏ । ଏହି ସବୁ ସହିତ ଠିକ ଭାବରେ ଶୋଇବା ମଧ୍ୟ ଆବଶ୍ୟକ । ଏହି ସବୁ ଦ୍ୱାରା ଆମ ଶରୀର ସୁସ୍ଥ ରହିବା ସହ । ଶରୀର ସଠିକ ଏବଂ ଚର୍ବି ଆଦି ବଢି ନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button