ବିଚାର

ନିଜ ସ୍ଵାମୀଙ୍କ ଠାରୁ ସବୁବେଳେ ଦୁଃଖୀ ରହିଥାନ୍ତି ଏହି 4 ଟି ନାମର ମହିଳା- Jyotish Shastra

ନମସ୍କାର ବନ୍ଧୁଗଣ,ମିତ୍ରଗଣ ବିବାହ ବନ୍ଧନ ସଂସାର ଏକ ଅଦ୍ଭୁତ ବନ୍ଧନ ହୋଇଥାଏ।ଏକ ଅଜଣା ପୁଅ ଏବଂ ଏକ ଅଜଣା ଝିଅ ଏହି ବନ୍ଧନ ଦ୍ୱାରା ଏକାଠି ହୋଇଥାନ୍ତି ଓ ସାତ ଜନ୍ମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ଶପଥ ନେଇଥାନ୍ତି।ନିଜ ଭିତରେ ଯେତେ ପ୍ରେମ ,ବିଶ୍ୱାସ ଗଢି ଉଠିବ ଏହି ବନ୍ଧନ ସେତେ ଅଧିକ ସମୟ ଧରି ରହିବ।ଯେତେବେଳେ ଝିଅଟିଏ ନିଜ ପରିବାରଠୁ ଦୁରେଇ ନିଜ ସ୍ୱାମୀ ପାଖକୁ ଆସିଥାଏ ସେତେବେଳେ ସେ ମଧ୍ୟ ତା ସ୍ବାମୀ ପାଖରୁ କିଛି ଆଶା କରିଥାଏ।ଯେପରି ପ୍ରେମ,ବିଶ୍ୱାସ,ଏବଂ ତା ପତି ଯେପରି ତାର ଭାବନା ବୁଝିପାରୁଥିବ।

ବିବାହ ପରେ ଯେତେ ବି ଝଡଝଞ୍ଜା ଆସୁ ସ୍ୱାମୀ ସ୍ତ୍ରୀ ମିଳିମିଶି ତାହାର ସମାଧାନ କରିଥାନ୍ତି।ସମୟ ସହିତ ସେମାନଙ୍କ ର ବନ୍ଧନ ଆହୁରି ଅଧିକ ମଜବୁତ ହୋଇଥାଏ। ଏହିପରି ଭାବ ରେ ତାଙ୍କର ସମ୍ପର୍କ ବହୁତ ଭଲ ରେ ଚାଲିଥାଏ।କିନ୍ତୁ ଏମିତି ବି କିଛି ଝିଅ ଅଛନ୍ତି ଯିଏ ନିଜ ସ୍ୱାମୀ ଙ୍କ ନିକଟରୁ କେବେ ବି ସୁଖ ପାଇପାରିନଥାନ୍ତି । ସ୍ୱାମୀ ତାଙ୍କର କୌଣସି କଥା ମାନି ନଥାନ୍ତି । ତାଙ୍କ ଖୁସି ଦେଇନଥାନ୍ତି ଏବଂ ତାଙ୍କର କିଛି ବି ଭାବନା ଓ ଇଚ୍ଛା ର ଖାତିର କରନ୍ତି ନାହିଁ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ବହୁତ କିଛି କହିବାକୁ ଯାଉଛୁ । ଯାହା ଦ୍ୱାରା ଆପଣ ମଧ୍ୟ ଲାଭବାନ ହୋଇପାରିବେ । ତେବେ ଏ ସଂସାରରେ ଏମତି କିଛି ନାମ ର ଝିଅ ଅଛନ୍ତି ଯାହାଙ୍କୁ ପତି ସୁଖ ମିଳିପାରିନଥାଏ।ଯେଉଁ ସ୍ୱାମୀଠାରୁ ସେମାନେ ସୁଖ ଆଶା କରିଥାନ୍ତି ସେଠି କେବଳ ତାଙ୍କୁ ଦୁଃଖ ହିଁ ମିଳିଥାଏ।ତେବେ ଚାଲନ୍ତୁ ଦେଖିବା କିଏ ସେହି ନାମ ର ଝିଅ ଯାହାକୁ ଜୀବନରେ କେବେ ପତି ଠାରୁ ସୁଖ ମିଳିନଥାଏ।

“K” ନାମ ର ମହିଳା

“K” ନାମ ର ମହିଳା ଯାହାଙ୍କୁ ଜୀବନରେ କେବେ ମଧ୍ୟ ପତି ଙ୍କ ସୁଖ ମିଳିପାରିନଥାଏ।ଏମାନେ ନିଜ ପତି ଙ୍କୁ ବହୁତ ଭଲପାଇଥାନ୍ତି।ନିଜ ପତି ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି।ନିଜ ପତି ଙ୍କୁ ସଂସାର ର ସବୁ ସୁଖ ଦେଇଥାନ୍ତି କିନ୍ତୁ ଏହି ନାମ ର ମହିଳା ଙ୍କ ଠାରେ ଗୋଟିଏ ମାତ୍ର ଖରାପ ଗୁଣ ଥାଏ ଯାହା ତାଙ୍କ ସମ୍ପର୍କ କୁ ବହୁତ ଖରାପ କରିଦେଇଥାଏ।

ସେ ଚାହାନ୍ତି କି ତାଙ୍କର ପତି ତାଙ୍କୁ ପଚାରିକି ସବୁ କାମ କରନ୍ତୁ।ଯେଉଁଠି କୁ ବି ଯାଆନ୍ତୁ ତାଙ୍କୁ କହିକି ଯାଆନ୍ତୁ।କିନ୍ତୁ ଗୋଟେ ମଣିଷ ଏତେ ଥର ନିଜ ସ୍ତ୍ରୀ କୁ ପଚାରିକି ସବୁ କାମ କରିବା ସମ୍ଭବ ହୋଇପାରିନଥାଏ।ତେଣୁ ଯଦି ତାଙ୍କ ମଧ୍ୟ ରେ ବହୁତ ଝଗଡା ହୋଇଥାଏ ଏବଂ ପତ୍ନୀ ସବୁବୁବେଳେ ଚିଡ଼ି ଚିଡା ରହିଥାନ୍ତି।ତେଣୁ ସେ କେବେ ବି ସ୍ୱାମୀ ସୁଖ ପାଇପାରିନଥାନ୍ତି।

“P” ନାମ ର ମହିଳା

ଏହା ପରେ ଆସିଥାନ୍ତି “P” ନାମ ର ମହିଳା ମାନେ। ସେମାନେ ମଧ୍ୟ ନିଜ ପତି ଙ୍କୁ ବହୁତ ଭଲପାଇଥାନ୍ତି।ନିଜ ପତି ତଥା ନିଜ ପରିବାର ର ଖୁସି ପାଇଁ ସବୁକିଛି କରିଥାନ୍ତି । ଏମାନଙ୍କର ଏକ ଖରାପ ପ୍ରକୃତି ହେଉଛି ସେମାନେ ଚାହାନ୍ତି କି ତାଙ୍କ ପତି ତାଙ୍କ ପାଖରେ ସବୁବେଳେ ରୁହନ୍ତୁ । ସେ ନିଜ ସମସ୍ତ କାମ ଧନ୍ଦା ଛାଡି କେବଳ ତାଙ୍କୁ ଭଲ ପାଆନ୍ତୁ। କିନ୍ତୁ ବାସ୍ତବ ଜୀବନ ରେ କିଛି କାମ ନକରି କେବଳ ଭଲପାଇବା କେବେ ବି ସମ୍ଭବ ନୁହେଁ।ତେଣୁ ସେଥିପାଇଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥାଏ।ଏବଂ କେବେ ମଧ୍ୟ ନିଜର ପତି ନିକଟରୁ ସୁଖ ପାଇ ପାରନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button