ମନୋରଞ୍ଜନ

ଛାତ୍ର ଜଣଙ୍କ କ୍ଲାସ୍ ରୁମରେ ପାଠ ଏମିତି ଡାକିଲେ ସ୍କୁଲ ଦୋହଲିଗଲା…ଭିଡିଓ ଦେଖିଲେ ହସି ହସି ଗଡିଯିବେ…

ବନ୍ଧୁଗଣ, ସାଧାରଣତଃ ଆମ୍ଭେ ସ୍କୁଲରେ ପାଠ ପଢିବା ସମୟରେ ଏଭଳି କିଛି ଘଟଣା ଆମ୍ଭ ସହିତ ନିଶ୍ଚିତ ଭାବରେ ଘଟିଥିବ, ଆମ୍ଭକୁ ମଧ୍ୟ ଆମ୍ଭ ଦିଦି ଏମିତି କିଛି ପାଠ ମଗେଇବାକୁ କହିଥିବେ । ସେ ପଣିକିଆ ହେଉ କି ଇଂରାଜୀ ରେ ପଶୁ ପକ୍ଷୀ ଙ୍କ ନାମ ହେଉ ଯାହାକୁ କି ଆମ୍ଭେ ମଧ୍ୟ ଶ୍ରେଣୀ ଗୃହରେ ଛିଡା ହୋଇ ଜୋର ଜୋରରେ ପାଠ ମଗାଇ ଥିବା । ତେବେ ସୋ-ସି-ଆ-ଲ ମି-ଡି-ଆ ରେ କିଛି ଏଭଳି ଦୃଶ୍ୟ  ବର୍ତ୍ତମାନ ଘୁରି ବୁଲୁଛି ଯାହାକୁ ଆପଣ ମାନେ ଦେଖିଲେ ହସି ହସି ଗଡିଯିବେ ।

ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ତେବେ ଏହି ଭି-ଡି-ଓ ରେ ଛାତ୍ର ଜଣଙ୍କ କିଭଳି ଭାବରେ ପାଠ ଆଦାୟ କରୁଛି ତାହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବାସ ସହିତ ଆପଣଙ୍କ ମୁହଁରେ ହସର ସୁଅ ଛୁଟିବ । ଏହି କୁନି ଛାତ୍ର ଜଣକ ନିଜର ସବୁ ବଳ ଲଗାଇ ଅନ୍ୟ ଛାତ୍ର ମାନଙ୍କ ଠାରୁ ପାଠ ଆଦାୟ କରୁଛନ୍ତି ।

ତେବେ ଏହାକୁ ଦେଖିଲେ ମନେ ହେଉଛି ଯେ ସତେ ଯେପରି ଏମାନେ ବର୍ତ୍ତମାନ ଯୁଦ୍ଧ କରିବା ନିମନ୍ତେ ବାହାରି ଯିବେ । ଏହିଭଳି ରଡି କରି ପାଠ ମଗାଇଲେ ସେ ଯେତେ କଷ୍ଟର ପାଠ ହେଇଥାଉ ମଧ୍ୟ ତାହା ସବୁ ମନେ ରହିଯିବ । ତେବେ ଏହି ଛାତ୍ର ଜଣଙ୍କର ଜୋସ ଦେଖି ସାଥି ସହପାଠୀ ମାନେ ମଧ୍ୟ ବଳ ଦେଖାଇବାରେ କେଉଁ କଶର ଛାଡୁ ନାହାଁନ୍ତି ।

ଯିଏ ଯେତେ ଜୋରସେ ପାରୁଛନ୍ତି ପାଠ ଚିଲାଇ କହିବାରେ ଲାଗିପଡିଛନ୍ତି । ଏହି ଶିଶୁ ଜଣକ ନିଜ ଆଖି କୁ ବନ୍ଦ କରି ନିଜ ଶରୀରରେ ଯେତିକି ବଳ ଅଛି ସେତିକି ଜୋରସେ ଚିଲାଇବାରେ ଲାଗିଛନ୍ତି । ଏହି ଦୃଶ୍ୟ ଯିଏ ମଧ୍ୟ ଦେଖିବ ତାଙ୍କ ମନକୁ ଏହା ଆପେ ଆପେ ଛୁଇଁଯିବ । ହାତ କୁ ମୁଠା କରି ଦାନ୍ତ ରଗଡି ବେସ ବଡ ପାଟିରେ ପିଲା ଙ୍କୁ ଘୋଷାଉଛନ୍ତି । ମାତ୍ର ସେ କିଭଳି ଏମିତି ଘୋଷାଇବେ ନାହିଁ ? ତୁମେ ପରା ହେଉଛ କ୍ଳାସ ଲିଡର ।

ତୁମ ପାଇଁ ଯେମିତି ସବୁ ପିଲା ସ୍କୁଲ ରେ ପାଠ ପଢି ପାସ ହେବେ । ତେବେ ଦିଦି ଙ୍କର ଏହିଭଳି କଥା ପରେ ଛାତ୍ର ଜଣକ ପୁରା ଲାଗି ପଡିଛନ୍ତି । ମାତ୍ର ଏହି ଖବର ଟି କେଉଁ ଅଞ୍ଚଳର ତାହା ସଂପୂର୍ଣ୍ଣ ଭାବରେ ଜଣାନାହିଁ । କିନ୍ତୁ ଏହିଭଳି ପାଠ ମନେ ରଖିବାର ଶୈଳୀ କୁ ଦେଖି ଆମ୍ଭକୁ ଆମ୍ଭ ଛୋଟ ବେଳର ଅତୀତକୁ ଏହା ନେଇ ଯାଇଛି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button