ମନୋରଞ୍ଜନ

ବହୁତ ଜଲ୍ଦି ଏହି ଝିଅଙ୍କୁ ବିବାହ କରିବାକୁ ଯାଉଛନ୍ତି Varun Dhawan, ଯିଏ ସୁନ୍ଦରତାରେ କୌଣସି ହିରୋଇନ ଙ୍କ ଠାରୁ ନୁହଁନ୍ତି କମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ବଲିଉଡର ଅଧିକାଂଶ ଅଭିନେତା ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି, କାରଣ ତାଙ୍କର ଏକ ନୂଆ ଫିଲ୍ମ ଏହି କିଛି ଦିନ ହେବ ରିଲିଜ ହୋଇଛି । ବନ୍ଧୁଗଣ ସେହି ଅଭିନେତା ଜଣକ ହେଉଛନ୍ତି ବରୁନ ଧବନ ।

ଆପଣ ମାନେ ସାମସ୍ତେ ବରୁନଙ୍କର ବହୁତ ଫିଲ୍ମ ଦେଖିଥିବେ । ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରୁନ ବହୁତ କମ ସମୟ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେ ନିଜର ଅଭିନୟ ଓ ନିଜ ଷ୍ଟାଇଲ ପାଇଁ ବହୁତ ଲୋକପ୍ରିୟତା ହାସଲ କରିସାରିଛନ୍ତି ।

ବରୁନ ହେଉଛନ୍ତି ଡାଇରେକ୍ଟର ଡେଭିଡ ଧବନଙ୍କ ପୁଅ । ବନ୍ଧୁଗଣ ଏହି କିଛି ଦିନ ତଳେ ବରୁନଙ୍କ ଫିଲ୍ମ ‘କୁଲି ନମ୍ବର ୧’ ରିଲିଜ ହୋଇଛି, ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବରୁନଙ୍କ ପରିବାର ସଦସ୍ୟଙ୍କୁ ନିଶ୍ଚୟ ଦେଖିଥିବେ, ହେଲେ ଆପଣ ମାନେ କଣ ତାଙ୍କର ଗାର୍ଲଫ୍ରେଣ୍ଡଙ୍କୁ ଦେଖିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବରୁନଙ୍କ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବରୁନଙ୍କ ଜନ୍ମ ୨୪ ଏପ୍ରିଲ ୧୯୮୭ ମସିହାରେ ମୁମ୍ବାଇ ସହରରେ ହୋଇଥିଲା । ବନ୍ଧୁଗଣ ବରୁନ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରୁ ନିଜର ଡେବ୍ୟୁ କରିଥିଲେ । ବନ୍ଧୁଗଣ ବରୁନଙ୍କର ଏହି ଫିଲ୍ମଟି ସୁପର ହିଟ ହୋଇଯାଇଥିଲା । ଏହି ଫିଲ୍ମ ପରେ ବରୁନ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ବନ୍ଧୁଗଣ ଆକ୍ଟର ହେବା ପୂର୍ବରୁ ବରୁନ ଶାହରୁଖଙ୍କ ଫିଲ୍ମ ‘ମାଇ ନେମ ଇସ ଖାନ’ରେ ଆସିଷ୍ଟାଣ୍ଟ ଡାଇରେକ୍ଟର ରୂପେ କାମ କରିଥିଲେ । ବନ୍ଧୁଗଣ ବରୁନ ଧବନ ଭରଟିତ କ୍ରିକେଟର ସଚିନ ତେନ୍ଦୁଲକରଙ୍କର ବହୁତ ବଡ ଫ୍ୟାନ ଅଟନ୍ତି ଓ ଏହି ଦୁଇଜଣଙ୍କ ଜନ୍ମ ଦିନ ମଧ୍ୟ ଗୋଟିଏ ଦିନରେ ପଡିଛି । ତା ହେଲେ ବର୍ତ୍ତମାନ ଆସନ୍ତୁ ଜାଣିବା ବରୁନଙ୍କ ଗାର୍ଲଫ୍ରେଣ୍ଡ ବିଷୟରେ ।

ବନ୍ଧୁଗଣ ବରୁନଙ୍କର ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ନତସା ଦଲାଲ । ବନ୍ଧୁଗଣ ଏହି ଦୁଇଜଣ ପରସ୍ପରକୁ ବହୁତ ସମୟ ହେବ ହେବ ଡେଟ କରୁଛନ୍ତି । କିଛି ସ୍ଥାନରେ ମଧ୍ୟ ଏହି ଦୁଇଜଣ ଏକା ସହ ନଜର ଆସିଛନ୍ତି । ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ, ଏହି ଦୁଇଜଣ ବହୁତ ଶୀଘ୍ର ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button