ଜୀବନଶୈଳୀ

ହଳଦିରେ କେବଳ ଏହି ଗୋଟେ ଜିନିଷ ମିଶାଇ ଲଗାନ୍ତୁ, ମାତ୍ର 3 ଦିନରେ ଚେହେରା ଏତେ ଗୋରା ହେଇଯିବ ଯେ ସମସ୍ତେ ଖାଲି ବୁଲି ବୁଲି ଚାହିଁବେ- Baba Ramdev Beauty Tips

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବା କୁ ଯାଉଛୁ ଏକ ଘରୋଇ ଉପଚାର ସମ୍ବନ୍ଧରେ।ଯାହାକୁ ଆପଣ ପ୍ରୟୋଗ କଲେ ଫଳ ନିଶ୍ଚିତ ରୂପରେ ପାଇ ପାରିବେ। ବନ୍ଧୁଗଣ ଆପଣ ମାନେ ଆଜିକାଲି ଅଧିକାଂଶ ଦେଖୁଥିବେ ଯେ, ପ୍ରାୟତଃ ମହିଳା ମାନଙ୍କ ଚେହେରା ରେ ବିଭିନ୍ନ ପ୍ରକାରର ଦାଗ ଦେଖିବାକୁ ମିଳୁଛି।ଚେହେରା ରେ ବ୍ରଣ ଦ୍ୱାରା ହେଉଥିବା ଦାଗ, ଆଖି ତଳେ ଥିବା କଳା ଦାଗ, ଚେହେରା ଝୁରି ପଡିଯିବା ଭଳି ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ। ଅଧିକ ବୟସ ଯୋଗୁଁ ଚେହେରା ରେ ଝୁରି ପଡିଯାଇଥାଏ କିନ୍ତୁ ବର୍ତ୍ତମାନ କମ ବୟସ ର ମହିଳା ମାନଙ୍କର ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି।ଏହି ସବୁ ସମସ୍ୟା ଯୋଗୁଁ ଚେହେରା ର ଗୋରାପଣ ମଧ୍ୟ କମିଯାଇଥାଏ।

ତେବେ ବନ୍ଧୁଗଣ ଆପଣ ଯଦି ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାହା ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ।ଏହି ଉପଚାର କୁ ପ୍ରୟୋଗ କଲେ ଆପଣ ମାନେ ନିଶ୍ଚିତ ଭାବରେ ଏହି ସମସ୍ୟା ରୁ ମୁକ୍ତି ପାଇପାରିବେ। ଏହି ଘରୋଇ ଉପଚାର ନିମନ୍ତେ ଯେଉଁ ସବୁ ସାମଗ୍ରୀ ଆବଶ୍ୟକ ହୋଇଥାଏ ତାହା ଆପଣ ମାନଙ୍କୁ ବହୁତ ସହଜ ରେ ମିଳିଯିବ ଏବଂ ତାହା ସ୍କିନ ପାଇଁ ବହୁତ ଭଲ ଏବଂ ପ୍ରାକୃତିକ ହୋଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମେ ଯେଉଁ ସାମଗ୍ରୀ ଟି ଆବଶ୍ୟକ ତାହା ହେଉଛି ବେସନ। ବେସନ ସ୍କିନ ପାଇଁ ବହୁତ ଲାଭ ଦାୟକ ହୋଇଥାଏ।ଏହା ସ୍କିନ କୁ ଗୋରା ମଧ୍ୟ କରିଥାଏ ଏବଂ ବେସନ ସମସ୍ତଙ୍କ ଘରେ ରହିଥାଏ ତେଣୁ ଆପଣ ମାନଙ୍କୁ ସହଜରେ ମିଳିଯିବ।

୨. ବନ୍ଧୁଗଣ ଦ୍ଵିତୀୟ ସାମଗ୍ରୀ ଟି ହେଉଛି, ହଳଦୀ ଗୁଣ୍ଡ। ବନ୍ଧୁଗଣ ହଳଦୀ ସମ୍ପୂର୍ଣ୍ଣ ରୂପରେ ପ୍ରାକୃତିକ ଅଟେ। ହଳଦୀ ଚେହେରା ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ହଳଦୀ କୁ ଚେହେରା ରେ ପ୍ରୟୋଗ ଦ୍ଵାରା ଏହା ଦ୍ୱାରା ଚେହେରା କୁ ପ୍ରାକୃତିକ ଲାଭ ମିଳିଥାଏ ଏବଂ ହଳଦୀ ଚେହେରା ରେ ଥିବା ସମସ୍ତ କଳାଦାଗ କୁ ରିମୁଭ କରିଥାଏ।

୩. ବନ୍ଧୁଗଣ ତୃତୀୟ ସାମଗ୍ରୀ ଟି ହେଉଛି ଆଳୁ ରସ। ବନ୍ଧୁଗଣ ଆଳୁ ରସ ର ପ୍ରୟୋଗ କରିବା ଦ୍ୱାରା ଚେହେରା କୁ ବହୁତ ଲାଭ ମିଳିଥାଏ। ଏହାକୁ ପ୍ରୟୋଗ କରିବା ଦ୍ୱାରା ଚେହରା ରେ ଥିବା କଳାପଣ ଦୁର ହୋଇଥାଏ।

୪. ବନ୍ଧୁଗଣ ଶେଷ ସାମଗ୍ରୀ ଟି ହେଉଥିବା ଗୋଲାପ ଜଳ।ଆପଣ ଶେଷ ରେ ଏହି ମିଶ୍ରଣରେ ଗୋଲାପ ଜଳ ମିଶାନ୍ତୁ।କାରଣ ଗୋଲାପ ଜଳ ସ୍କିନକୁ ଉଜ୍ଜ୍ୱଳ ଏବଂ ନରମ କରିଥାଏ।

୫. ବନ୍ଧୁଗଣ ପ୍ରଥମେ ଏକ ପାତ୍ର ରେ ଅଳ୍ପ ବେସନ ନିଅନ୍ତୁ ଏବଂ ସେଥିରେ ଅଧ ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ। ଏହାପରେ ଏଥିରେ ଆଳୁ ରସ ମିଶାନ୍ତୁ ଏବଂ ଶେଷରେ ଏଥିରେ ଗୋଲାପ ଜଳ ମିଶାନ୍ତୁ ଏବଂ ଏହି ସବୁ ସାମଗ୍ରୀକୁ ଏକାଠି କରି ଏକ ଗାଢ଼ ପେଷ୍ଟ ତିଆରି କରନ୍ତୁ।

ବନ୍ଧୁଗଣ ଏହି ମିଶ୍ରଣ କୁ ଲଗାଇବା ପୂର୍ବରୁ ପ୍ରଥମେ ଚେହେରା କୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ପୋଛି ଦିଅନ୍ତୁ। ଏହାପରେ ଏହି ପେଷ୍ଟ କୁ ନିଜ ମୁହଁରେ ଭଲ ଭାବରେ ଲଗାନ୍ତୁ। ଏହି ପେଷ୍ଟ କୁ ୧୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ଏବଂ ପରେ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button