ମନୋରଞ୍ଜନ

ଓଲିଉଡରେ ପୁଣି ଥରେ ଗଭୀର ଶୋକର ଛାୟା, ଏହି କିଛି ସମୟ ପୂର୍ବରୁ ସବୁ ଦିନ ପାଇଁ ଆର ପାରିକୁ ଚାଲିଗଲେ ଓଡିଶାର ଏହି ବରିଷ୍ଠ ଅଭିନେତା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତା ବା କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥାନ୍ତି । ହେଲେ ବନ୍ଧୁଗଣ ଏହି କିଛି ସମୟ ହେବ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ପୁଣି ଏକ ଦୁଃଖମୟ ଖବର ଆସିଛି । ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖ ଅନୁଭବ କରିବେ ।

ବନ୍ଧୁଗଣ ଏହି ଖବରଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜିଆମେ ଆପଣ ମାନଙ୍କୁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଏହି କିଛି ସମୟ ହେବ ଖବର ମିଳିଛି ଯେ, ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ କଳାକାର ରବି ମିଶ୍ର ପର ଲୋକକୁ ଚାଲିଯାଇଛନ୍ତି । ସେ ବର୍ତ୍ତମାନ ଆମ ମଧ୍ୟରେ ନାହାନ୍ତି । ବନ୍ଧୁଗଣ ଏହି ଖବର ବିଷୟରେ ଜାଣି ସମଗ୍ର ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଦୁଃଖ ଅନୁଭବ କରିଛି । ମିଡିଆ ରିପୋର୍ଟସ ଅନୁସାରେ ଖବର ମିଳିଛି ଯେ, ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନେଇଥିଲେ ହେଲେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଅସୁସ୍ଥ ହେବାରୁ ସେ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ରବିଙ୍କୁ ବହୁତ ଓଡିଆ ଫିଲ୍ମରେ ଦେଖିଥିବେ । ସେ ଆମ ଓଡିଆର କେତେକ ସୁପର ହିଟ ଫିଲ୍ମରେ ଅଭିନୟ କରିବା ସହ କେତେକ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ସେ ନିଜର ସୁନ୍ଦର ଅଭିନୟକୁ ପଦର୍ଶନ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ରବି ନିଜ ଅଭିନୟ କାରିୟରକୁ ତ୍ୟାଗ କରିନଥିଲେ, Zee SARTHAK ରେ ପ୍ରସାରିତ ହେଉଥିବା ‘ହେ ପ୍ରଭୁ’ ଧାରାବାହିକରେ ଏକ ବରିଷ୍ଠ ଅଭିନେତା ରୂପେ ସେ ଅଭିନୟ କରିଥିଲେ ।

ବନ୍ଧୁଗଣ ଏହି ସିରିଏଲରେ ସେ ଜେଜେର ଭୂମିକା ପଦର୍ଶନ କରି ଲୋକମାମଙ୍କର ବହୁତ ମନୋରଞ୍ଜନ କରୁଥିଲେ । ହେଲେ ବନ୍ଧୁଗଣ ହଠାତ ତାଙ୍କ ଶରୀର ଅସୁସ୍ଥ ହେବାରୁ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । କିନ୍ତୁ ବନ୍ଧୁଗଣ ଚିକିତ୍ସା ହେବା ସମୟରେ ତାଙ୍କ ଶରୀର ଅଧିକ ଅସୁସ୍ଥ ହେବାରୁ ସେ ପର ଲୋକକୁ ଚାଲିଯାଇଛନ୍ତି । ବର୍ତ୍ତମାନ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରବିଙ୍କୁ ଝୁରୁଛି । ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନେ ଏହି ଖବର ବିଷୟରେ ଜାଣି ବହୁତ ଦୁଃଖ ଅନୁଭବ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button