ମନୋରଞ୍ଜନ

ଯଦି Virat ଙ୍କ ମା’ ରାଜି ହେଇ ଯାଇଥାନ୍ତେ ତ ଆଜି Anushka ଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦରୀ ଏହି ଝିଅ ହେଇଥାନ୍ତେ Viraat ଙ୍କ ପତ୍ନୀ, ଜାଣନ୍ତୁ କିଏ ଏହି ସୁନ୍ଦରୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରେକେଟ ଟିମରେ ଥିବା ସମସ୍ତ ଖେଳାଳି ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଖେଳାଳି ମାନେ ନିଜ ପର୍ଶନାଳ ଲାଇଫ ଓ ନିଜ ଖେଳ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଭାରତୀୟ କ୍ରେକେଟ ଟିମର କ୍ଯାପଟେନ ବିରାଟ କୋହିଲି । ବିରାଟ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ଏହି କିଛି ଦିନ ତଳେ ବିରାଟ ଓ ଅନୁସ୍କା ଏକ ଝିଅର ମତାପିତା ହୋଇ ବହୁତ ଖୁସି ଅନୁଭବ କରୁଛନ୍ତି । ବନ୍ଧୁଗଣ ବିରାଟ ଓ ଅନୁସ୍କାଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏହି ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ମଧ୍ୟ ହେଉଛି ।

ହେଲେ ବନ୍ଧୁଗଣ ଗୋଟେ ସମୟରେ ଯଦି ବିରାଟଙ୍କ ମା ରାଜି ହୋଇଯାଇଥାନ୍ତେ ତା ହେଲେ ଅନୁସ୍କାଙ୍କ ଠାରୁ ସୁନ୍ଦର ଝିଅ ଆଜି ବିରାଟଙ୍କ ସ୍ତ୍ରୀ ହୋଇଥାନ୍ତେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଝିଅ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଇଂଲଣ୍ଡ କ୍ରିକେଟ ଟିମର ମହିଳା ଖେଳାଳି ସାରା ଟୟଲର । ମିଡିଆ ରିପୋର୍ଟ ଅନୁସାରେ ସାରା ବିରାଟଙ୍କ ସ୍ତ୍ରୀ ହେବାକୁ ଯାଉଥିଲେ । ବନ୍ଧୁଗଣ ସାରା ଟୟଲର ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ଆପଣ ତାଙ୍କ ଫଟୋ ଦେଖି ଜାଣିପାରୁଥିବେ ଯେ, ସେ ଅନୁସ୍କାଙ୍କ ଠାରୁ ଅଧିକ ସୁନ୍ଦର ନଜର ଆସନ୍ତି ।

ବନ୍ଧୁଗଣ ଗୋଟେ ସମୟରେ ୨୦ ବର୍ଷର ସାରା ନିଜର ଟ୍ବିଟର ଆକାଉଣ୍ଟ ଜରିଆରେ ବିରାଟ କୋହିଲିଙ୍କୁ ପ୍ରପୋଜ କରିଥିଲେ । ସାରା ବିରାଟଙ୍କର ବହୁତ ବଡ ଫ୍ୟାନ୍ସ ଅଟନ୍ତି ଓ ସେ ବିରାଟଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି । ହେଲେ ବନ୍ଧୁଗଣ ସାରାର ସେହି ଟ୍ବିଟର ଉତ୍ତର ବିରାଟ ଦେବା ପୂର୍ବରୁ ତାଙ୍କ ମା ଦେଇଦେଇଥିଲେ । ବିରାଟଙ୍କ ମା ଟ୍ବିଟର ମାଧ୍ୟମରେ କହିଥିଲେ, ବିରାଟ ବର୍ତ୍ତମାନ ବିବାହ ପାଇଁ ପ୍ରସ୍ତୁତ ନାହାନ୍ତି ଓ ବିରାଟ ବର୍ତ୍ତମାନ ନିଜ ଖେଳ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ବନ୍ଧୁଗଣ ଏହିପରି ଭାବରେ ବିରାଟ ଓ ସାରାଙ୍କ ସମ୍ପର୍କ ହେବା ପୂର୍ବରୁ ଭାଙ୍ଗି ଯାଇଥିଲା । ଯଦି ବନ୍ଧୁଗଣ ସେହି ସମୟରେ ବିରାଟଙ୍କ ମା ରାଜି ହୋଇଥାନ୍ତେ ତା ହେଲେ ଆଜି ଅନୁସ୍କାଙ୍କ ଜାଗାରେ ସାରା ବିରାଟଙ୍କ ସ୍ତ୍ରୀ ହୋଇଥାନ୍ତେ । ବିରାଟ ଓ ଅନୁସ୍କାଙ୍କ ବିବାହ ଅବସରରେ ସାରା ମଧ୍ୟ ସେମାନଙ୍କୁ ଶୁଭେଛା ଜଣାଇଥିଲେ । ବନ୍ଧୁଗଣ ଆଜି ମଧ୍ୟ ସାରାଙ୍କ ମନରେ ବିରାଟ ଅଛନ୍ତି ସେଥିପାଇଁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button