ନାରୀ ମାନଙ୍କ ଶରୀରରେ ଥିବା କିଛି ଚିହ୍ନ ତଥା କଳାଜାଇ ଏବଂ କିଛି ଅଙ୍ଗର ଗଠନରୁ ତାଙ୍କ ବିଷୟରେ ଅନେକ କିଛି ଜାଣି ହୁଏ । ପୌରଣିକ ଶାସ୍ତ୍ର ତଥା ସାମୁଦ୍ରିକ ଶାସ୍ତ୍ରରେ ନାରୀଙ୍କ ଶରୀର ଗଠନକୁ ନେଇ ଅନେକ ପ୍ରକାର ବିଷୟ ଉଲ୍ଲେଖ ରହିଛି । ଶାସ୍ତ୍ରାନୁସାରେ ନାରୀଙ୍କ କଳାଜାଇ ଏବଂ ଅଙ୍ଗ ଗଠନରୁ କେଉଁ ଝିଅ ଭାଗ୍ୟଶାଳୀ ହୋଇଥାନ୍ତି ତାହା ଜାଣି ହୋଇଥାଏ । ଏହାକୁ ନେଇ ଆଜି ଆମେ ଆପଣଙ୍କୁ ଭାଗ୍ୟଶାଳୀ ଝିଅଙ୍କ କେତେକ ଲକ୍ଷଣ ବିଷୟରେ କହିବାକୁ ଯାଉଛି । ଯେଉଁ ମହିଳାଙ୍କ କାନ ସାମାନ୍ଯ ଲାଲ ହୋଇଥାଏ ଏବଂ ତଳ ଆଡକୁ ମୁନିଆ ଓ ଉପର ଆଡକୁ ଓସାରିଆ ଓ ମୋଟା ହୋଇଥାଏ ଏପରି କନ୍ୟା ସୁଲକ୍ଷଣୀ ହୋଇଥାନ୍ତି । ଯେଉଁ କନ୍ୟାଙ୍କର ଗୋଡ ଆଙ୍ଗୁଠି ଟିକେ ଉପରକୁ ଉଠିକରି ଲଗାଲଗି ଓ ମୋଟା ହୋଇଥାଏ, ସେହି ଝିଅମାନେ ସମୃଦ୍ଧିଶାଳୀ ହୋଇଥାନ୍ତି । ଭାଗ୍ୟଶାଳୀ କନ୍ୟାଙ୍କର ହାତ ଲମ୍ବା ହୋଇଥାଏ । ଯେଉଁ କନ୍ୟାଙ୍କର ନାଭି ଗଭୀର ହୋଇଥାଏ ସେମାନେ ମଧ୍ୟ ଖୁବ ଭାଗ୍ଯଶାଳୀ ହୋଇଥାନ୍ତି । ଭାଗ୍ୟଶାଳୀ କନ୍ୟା ମାନଙ୍କର ଆଖିର ଧଳାଭାଗଟି ଜନ୍ମରୁ ହିଁ କ୍ଷୀର ପରି ଧଳା ହୋଇଥାଏ ଓ ଏହାସହ ଟିକେ ଲାଲିମା ସର୍ବଦା ରହିଥାଏ । ଯେଉଁ ମହିଳାଙ୍କ ପାଦର ତଳ ଭାଗଟି ଚିକ୍କଣ ହୋଇଥାଏ, ସେମାନେ ନିଜ ପରିବାର ପାଇଁ ଶୁଭ ହୋଇଥାନ୍ତି । ଏହାର ବିପରୀତ ଯେଉଁ କନ୍ୟାମାନଙ୍କ ପାଦ ଗୋଇଠି ସର୍ବଦା ଫାଟୁଥାଏ, ସେମାନେ ଦୁଃଖରେ ଜୀବନ ଯାପନ କରନ୍ତି । ଯେଉଁ ମହିଳାଙ୍କ କପାଳ ଟିକେ ବାହାର ଆଡକୁ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ସେହିପରି ଯେଉଁ ମହିଳା ମାନଙ୍କର ଭ୍ରୂଲତା ମଧ୍ୟରେ କଳାଜାଇ ରହିଥାଏ, ସେମାନଙ୍କୁ ମଧ୍ୟ ଶୁଭ ବୋଲି ବିଚାର କରାଯାଏ । ଚିକ୍କଣ ଓ ଲାଲ ଜିଭ ଥିବା ମହିଳାମାନେ ସର୍ବଦା ସୌଭାଗ୍ୟଶାଳୀ ହୋଇଥାନ୍ତି । ମହିଳାଙ୍କ ନାଭିର ତଳଭାଗକୁ କଳାଜାଇ କିମ୍ବା କୌଣସି ଚିହ୍ନ ଥିଲେ ଏହା ଭାଗ୍ୟଶାଳୀ ମହିଳା ହେବାର ସଂକେତ ଦେଇଥାଏ । ଛୋଟ ବେକ ଥିବା କନ୍ୟା ମାନେ ମଧ୍ୟ ପ୍ରାୟତଃ ସୌଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ କନ୍ୟା ମାନଙ୍କର ଓଠ ସର୍ବଦା ଲାଲ ରହିଥାଏ, ସେମାନେ ଯେଉଁ ସ୍ଥାନରେ ମଧ୍ୟ ରୁହନ୍ତି ସେଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ପାଦରେ ଫୁଲ, ଚକ୍ର ଓ ଶଙ୍ଖ ଆଦି ଶୁଭ ଚିହ୍ନ ଥିବା କନ୍ୟା କୌଣସି ଉଚ୍ଚ ଅଧିକାରୀଙ୍କ ପତ୍ନୀ ହେବାର ସଂକେତ ଦେଇଥାଏ । ମହିଳାଙ୍କ ସିଧା ଏବଂ ଆଗକୁ ଟିକେ ବଡ ହୋଇ ରହିଥିବା ନାକଟି ଐଶ୍ଵର୍ଯ୍ୟର ସଂକେତ ଦେଇଥାଏ । ଯେଉଁ ମହିଳାଙ୍କ ଗୋଇଠିରେ ସର୍ପ ଆକାରର ଚିହ୍ନ ରହିଥାଏ, ସେମାନେ ଭାଗ୍ୟଶାଳୀ ଓ ଧନୀ ହୋଇଥାନ୍ତି ଏବଂ ସେମାନଙ୍କ ଉପରେ ଈଶ୍ବରଙ୍କ କୃପା ସର୍ବଦା ରହିଥାଏ । ତେବେ ଏହିସବୁ ଥିଲା ଭାଗ୍ୟଶାଳୀ କନ୍ୟା ମାନଙ୍କର ଲକ୍ଷଣ ।

ମଣିଷ ଜୀବନ ବହୁତ ଦୁର୍ଲଭ ଜୀବନ ଅଟେ । ଆପଣମାନେ ଜାଣି ରଖନ୍ତୁ କି ଆପଣମାନେ ଯଦି ଏହାକୁ ଯେତିକି ଭଲରେ ବିତାଇବେ ତେବେ ଆପଣଙ୍କ ଜୀବନସାରା ଏକ ଭଲ ସ୍ମୃତି ରହିବ । ଆମ ମାନଙ୍କ ମଧ୍ୟରୁ କିଛି ଲୋକମାନେ ଏହାକୁ ନ କରି ଅନ୍ୟ ମାନଙ୍କ ସହ ନିଜକୁ ସବୁ ବେଳେ କମ୍ପେୟାର କରିବା ପାଇ ଚାହିଁ ଥାନ୍ତି ସେମାନେ ସବୁ ବେଳେ କହି ଥାନ୍ତି କି ଆମେ ମାନେ ଯାହାଭି କରୁଚେ ତାହା ଠିକ କରୁଚେ । ଆପଣମାନେ କେବେହେଲେ ଭାବି ଛନ୍ତି ମରି ଯାଇଥିବା ଆତ୍ମା ଆମକୁ କେତେ ହଇରାଣ କରି ନେଇ ଥାଏ ।

କିନ୍ତୁ ଆପଣମାନେ କଣ ଜାଣି ନାହାଁନ୍ତି କି ଆମ ପାଖରେ ଶରୀର ଓ ଆତ୍ମା ଉଭୟ ଅଛି ତେବେ ଆମେ କେଉଁ ଭଳି ଭାବେ ଏହାକୁ ବ୍ୟବହାର କରିବା ଓ କିଭଳି ନିଜକୁ ଉପରକୁ ଉଠାଇବା ପାଇଁ ଚେଷ୍ଟା କରିବା । ଏହା କଣ ଆପଣ ଭାବିଛନ୍ତି କେବେଭି ? ତେବେ ଆସନ୍ତ ଆଜି ଜାଣିବା ଆମେ କଣ କରୁଚେ କଣ ଆମେ ଜାଣିବା ନିହାତି ଭାବେ ଦରକାର ହୋଇଥାଏ । ଆପଣମାନେ ଜାଣି ଥିବେ କି କିଛି ଲୋକମାନେ ଜୀବନର ମାନେ ନ ଜଣାଇକି ଏହାକୁ କାଟିବା ପାଇଁ ଚାହିଁ ଥାନ୍ତି ଆପଣ କଣ ଏହାକୁ ଜାଣିବା ପାଇଁ ଚାହାଁନ୍ତି ନି କି ?
ଆପଣମାନେ ଜାଣି ରଖନ୍ତୁ କି ଆଜି ଆମେ ଯେଉଁ କାହାଣୀ କହିବା ସେଇ ମଧ୍ୟରୁ ଆପଣ ଜାଣି ନେବେ କି ଆପଣଙ୍କ ଜୀବନ ର ଲକ୍ଷ କଣ ହେବା ଦରକାର । ଆଜି ଆମେ କହିବା କି ଭଗବାନ ଯେଉଁ ଶରୀର ଆମକୁ ଦେଇଛନ୍ତି ଓ ଜୀବନ ଦେଇଛନ୍ତି ଆମେ ଏହାକୁ ଉପଭୋଗ କରିବା ନିହାତି ଭାବେ ଭଲ ହୋଇଥାଏ ।

ଏକ ଗ୍ରାମରେ ଏକ ସାଧୁ ରହୁଥିଲେ ସେ ମହାନ ଥିଲେ ବୋଲି ଗ୍ରାମ ବଶିଙ୍କ ବିଶ୍ଵାଶ ଥିଲା । ଗ୍ରାମ ବାଶି ମାନେ ଯାହା ଅସୁବିଧା ହେଲେ ତାଙ୍କ ପାଖକୁ ଯାଇ ତାଙ୍କୁ ପଚାରୁ ଥିଲେ କିନ୍ତୁ କିଛି କହିବା ଅପେକ୍ଷା ସେ ଏକ କଥା କହୁଥିଲେ କି ମାହାନ ରାଜ କୁ ଜାଣ । ଏହା କେହି ବୁଝି ପାରୁ ନଥିଲେ । ତାଙ୍କ ପାଖକୁ କେହି ଆଉ ଗଲେନି ସେମାନେ ସେଟାକୁ ଯିବା ବନ୍ଦ କରି ଦେଲେ । ଏହା ପରେ ସେମମାନଙ୍କ ଗାଁ ରେ କିଛି ଅସୁବିଧା ହେବା ଆରମଭ ହୋଇଗଲା ସେମାନେ ଖୋଜି ଖୋଜି ଏକ ସାଧୁ ଙ୍କୁ ଡାକିଲେ ।
ସେ ଏକ ଯଜ୍ଞ କରିବା ପାଇଁ କହିଲେ ଏହା ପରେ ସେ କହିଲେ କି ଆପଣ ଙ୍କ ଗ୍ରାର ସବୁ ଲୋକମାନେ ଏହି ଜାଗାରେ ରହିବା ନିହାତି ଦରକାର ଏହା ସହ ସଭିଏଁ ଭୋଗ ଖାଇବେ ଯଜ୍ଞ ସାରିବା ପରେ । କିଛି ଦିନ ପରେ ସେହି ମହାତ୍ମା ଏଠାକୁ ଆସିଲେ ଓ ଗ୍ରାମରେ ସେ ପୂଜା କରିବା ଆରମ୍ଭ କରି ଦେଲେ । ଯେତେବେଳେ ସେ ଭୋଗ ନାଟିବା ଆରମ୍ଭ କରିଲେ ସେ ଦେଖିଲେ କି ତାଙ୍କ ଗୁରୁ ସେଇ ଜାଗାରେ ଅଛନ୍ତି ସେ ଯାଇକି ନିଜ ଗୁରୁଙ୍କୁ ପାଦ ତଳେ ପଡିଗଲେ ଓ ପ୍ରଣାମ କରି ଆଶୀର୍ବାଦ ନେଲେ ଗ୍ରାମ ବାଶି ମାନେ ପଚାରିବାରୁ ସେ କହିଲେ କି ହଁ ସେ ତାଙ୍କ ଗୁରୁ ।

କିଛି ସମୟ ପରେ ସେ କହିଲେ ଏହି ମହାତ୍ମା ଯାହା କହିଛନ୍ତି ଯଦି ଆପଣ ତାହା ବୁଝି ପାରୁଛନ୍ତି ତେବେ ଆମକୁ ଦୟା କରି ଏହା ଆମକୁ କୁହନ୍ତୁ । ଏହା ପରେ ସେ କହିଲେ ମୋ ଗୁରୁ କେବଳ ଏକ କଥା କହୁଛନ୍ତି ସେ କହୁଛନ୍ତି କି ଆପଣମାନେ ମହାନ ରାଜ କୁ ଯାନନତୁ ମାନେ ଆପଣମାନେ ନିଜ ଜୀବନର ମୂଳ ରହସ୍ୟ କୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ ।



