ଦେଶ ବିଦେଶ

ଲିଙ୍ଗ ବଦଳାଇ ପୁଅରୁ ଝିଅ ହେଇଗଲେ ଏହି ମଡେଲ, ଏବେ ସୁନ୍ଦରତା ଆଗରେ Bollywood ହିରୋଇନ ମାନେ ବି ହେଇଯିବେ ଫେଲ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏମିତି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସାଧାରଣତଃ ଏହି ସମସ୍ତ ମାମଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜିଆମେ ଆପଣ ମାନଙ୍କୁ ଏପରି ଏକ ମଡେଲଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଲୀଙ୍ଗକୁ ପରିବର୍ତ୍ତନ କରି ଝିଅ ହୋଇଯାଇଛନ୍ତି । ଏହି ମଡେଲ ଜଣକ ହେଉଛନ୍ତି ଗୌରବ ଅରୋରା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମଡେଲଙ୍କ ବିଷୟରେ ।

ଆପଣ ମାନେ ସମସ୍ତେ ଗୌରବଙ୍କୁ ହିନ୍ଦୀ ରିଆଲିଟି ସୋ ‘ସ୍ପ୍ଲିଟସଭିଲା ୮’ ରେ ଦେଖିଥିବେ । ଏହି ସୋରେ ଗୌରବ ବହୁତ ଭଲ ଖେଳି ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ । ଗୌରବଙ୍କର ମସ୍କୁଲର ବଡିକୁ ଦେଖିବା ପାଇଁ ଝିଅ ମାନେ ବହୁତ ପସନ୍ଦ କରନ୍ତି ।

ହେଲେ ବନ୍ଧୁଗଣ ବର୍ତ୍ତମାନ ଆପଣ ଗୌରବଙ୍କୁ ଦେଖିଲେ ସଂପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଗୌରବ ନିଜ ଲୀଙ୍ଗ ପରିବର୍ତ୍ତନ କରି ସଂପୂର୍ଣ୍ଣ ଏକ ଝିଅର ରୂପ ନେଇଯାଇଛନ୍ତି । ସେ ଏହି ରୂପ ନେଇ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି । ଗୌରବ ହିନ୍ଦୀ ରିଆଲିଟି ସୋ ‘ସ୍ପ୍ଲିଟସଭିଲା’ ରେ କହିଥିଲେ ଯେ, ସେ ଉଭୟ ପୁଅ ଓ ଝିଅଙ୍କ ଉପରେ ଆକର୍ଷିତ ହୁଅନ୍ତି । ଯାହାଫଳରେ ସମସ୍ତ ଲୋକ ବୁଝି ଯାଇଥିଲେ ଯେ, ଗୌରବ ହେଉଛନ୍ତି ସମଲିଙ୍ଗି ।

ଏହାପରେ ଗୌରବ କିଛି ମାସ ମଧ୍ୟରେ ନିଜର ଲୀଙ୍ଗ ପରିବର୍ତ୍ତନ କରି ନିଜ ନାମକୁ ଗୌରିରେ ପରିବର୍ତ୍ତନ କରିଥିଲେ ଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଗୌରବ ନିଜ ଲୀଙ୍ଗ ପରିବର୍ତ୍ତନ କରିବା ପରେ ବହୁତ ସୁନ୍ଦର ନଜର ଆସୁଛନ୍ତି । ତାଙ୍କ ସୁନ୍ଦରତା ସାମ୍ନାରେ କେତେକ ସୁନ୍ଦରୀ ଝିଅ ମାନେ ପଛରେ ରହିଯିବେ । ଗୌରି ହେବା ପରେ ସେ ଏକ ହିନ୍ଦୀ ରିଆଲିଟି ସୋ ‘ଇଣ୍ଡିଆସ ନେକ୍ସ୍ଟ ଟପ୍ ମଡେଲ’ ରେ ନଜର ଆସିଥିଲେ ।

ହେଲେ ଏହି ସୋର କେବଳ ଦୁଇଟି ଏପିସୋଡରେ ସେ ନଜର ଆସିଥିଲେ କିନ୍ତୁ ଲୋକମାନେ ତାଙ୍କର ଏହି ରୂପକୁ ବହୁତ ଅଧିକ ପସନ୍ଦ କରିଥିଲେ । ବନ୍ଧୁଗଣ ଏହି ସୋରେ ସେ ଏଲିମେନେଟ ହୋଇନଥିଲେ ସେ ନିଜେ ଏହି ସୋକୁ ଛାଡି ଚାଲିଯାଇଥିଲେ । କାରଣ ଏହି ସୋର କିଛି ମାସ ପୂର୍ବରୁ ତାଙ୍କର ସର୍ଜରୀ ହୋଇଥିଲା ଯାହାଫଳରେ ତାଙ୍କୁ କିଛି ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥିଲା ।


ଦିଲ୍ଲୀରେ ରହୁଥିବା ଏହି ମଡେଲ ଜଣକଙ୍କ ପାଇଁ ଏହି ଲୀଙ୍ଗ ପରିବର୍ତ୍ତନର ସଂଘର୍ଷ ସହଜ ନଥିଲା । ଗୌରବ ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ ନିଜ ସଂଘର୍ଷ ବିଷୟରେ କହିଥିଲେ । ବନ୍ଧୁଗଣ ଗୌରବ ଯେତେବେଳେ ୧୨ ବର୍ଷର ଥିଲେ ସେତେବେଳେ ତାଙ୍କୁ ଜଣା ପଡିଯାଇଥିଲା ଯେ ସେ ଅନ୍ୟ ଛୁଆ ମାନଙ୍କ ଠାରୁ ବହୁତ ଅଲଗା ଅଛନ୍ତି ।

ସେହି ସମୟରେ ତାଙ୍କୁ ନିଜ ଘର ଲୋକଙ୍କ ସହ ବାହାର ଲୋକଙ୍କର ମଧ୍ୟ ଅପମାନ ସହିବାକୁ ପଡିଥିଲା । ହେଲେ ବର୍ତ୍ତମାନ ସେ ନିଜ କାରିୟରକୁ ପୁଣି ଥରେ ଆରମ୍ଭ କରିଛନ୍ତି ଓ ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button