ବିଚାର

ବିଛଣା ଉପରେ ପଡ଼ିଥିବା ଚାଦର ଆପଣଙ୍କୁ କାଙ୍ଗାଳ କରି ଦେଇପାରେ, କେବେ ବି କରନ୍ତୁ ନାହିଁ ଆପଣ ଏହି ଭୁଲ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ, ଯେଉଁ ବ୍ୟକ୍ତି ମାନେ ବିଛଣାରେ ଏଭଳି କିଛି ଭୁଲ କରିଥାନ୍ତି ଯାହାଦ୍ୱାରା ସେମାନେ ଜୀବନ ରେ ଦାରିଦ୍ର୍ୟତା ର ଶିକାର ହୋଇଥାନ୍ତି।ବନ୍ଧୁଗଣ ଆପଣ ରାତିରେ ଯେଉଁ ବିଛଣାରେ ଶୋଉଛନ୍ତି ସେହି ବିଛଣା କୁ ସକାଳୁ ଉଠିବା ପରେ ଯଦି ଆପଣ ସେହିପରି ଅସ୍ତବ୍ୟସ୍ତ ଅବସ୍ଥାରେ ଛାଡ଼ି ଦେବେ ତାହେଲେ ରାହୁ ସମ୍ବନ୍ଧୀୟ ଦୋଷ ହୋଇଥାଏ।

ସକାଳୁ ଉଠିବା ପରେ ଅଜାଣତରେ ଆମ ଦ୍ୱାରା ଏଭଳି କିଛି ଭୁଲ ହୋଇଯାଇଥାଏ ଯାହା ଆମ ସ୍ୱାସ୍ଥ୍ୟ ତଥା ଜୀବନ ଶୈଳୀ ଉପରେ ପ୍ରଭାବ ପକାଇଥାଏ। ସଫଳ ଏବଂ ଧନବାନ ହେବା ନିମନ୍ତେ ଏଭଳି କିଛି କାର୍ଯ୍ୟ ରହିଛି ଯାହା କରିବା ଅନୁଚିତ ଅଟେ।ତେବେ ଆମେ ଆପଣଙ୍କୁ ଏଭଳି ୩ଟି କାମ ସମ୍ବନ୍ଧରେ କହିବୁ ଯାହା ଭୁଲ ରେ ମଧ୍ୟ ବିଛଣାରେ କରିବା ଆଦୋୖ ଉଚିତ ନୁହେଁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ କିଛି ବ୍ୟକ୍ତି ଙ୍କୁ ସକାଳୁ ଉଠିବା ପରେ ପ୍ରଥମେ ଚା’ ପିଇବାର ଅଭ୍ୟାସ ରହିଛି ଏବଂ ସେମାନେ ବିଛଣାରେ ବସି ହିଁ ଚା’ ପିଇଥାନ୍ତି। ଏଭଳି କରିବା ସମ୍ପୂର୍ଣ୍ଣ ଭାବରେ ଅନୁଚିତ ଅଟେ।ଶାସ୍ତ୍ର ଅନୁସାରେ ଏହି ଅଭ୍ୟାସ ବହୁତ ଖରାପ ଅଟେ। ଏପରି କରିବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।ତେଣୁ ଏହି ଅଭ୍ୟାସ କୁ ତୁରନ୍ତ ବଦଳାଇ ଦିଅନ୍ତୁ। ଏହାସହିତ କେବେବି ବିଛଣାରେ ଖାଦ୍ୟ ଖାଇବା ଉଚିତ ନୁହେଁ।

ବିଛଣାରେ ବସି ଖାଦ୍ୟ ଖାଇବା ଦ୍ଵାରା ବିଛଣା ଅସନା ଓ ଅପରିଷ୍କାର ହୋଇଥାଏ।ଏହା ଅଶୁଭ ଅଟେ। ଏପରି କରିବା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।

୨.ବନ୍ଧୁଗଣ କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ସକାଳୁ ଉଠିବା ପରେ ନିଜ ବିଛଣାକୁ ସେମିତି ହିଁ ଛାଡ଼ି ଦେଇଥାନ୍ତି ଏବଂ ତାହା ଦିନ ସାରା ସେହିଭଳି ରହିଥାଏ। ଏପରି କରିବା ଦ୍ୱାରା ରାହୁ ସମ୍ବନ୍ଧୀୟ ଦୋଷ ସୃଷ୍ଟି ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ।ବିଭିନ୍ନ ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇଥାଏ। ତେଣୁ ଯଦି ଆପଣ ଜୀବନ ରେ ସଫଳ ହେବାକୁ ଚାହାନ୍ତି ତେବେ ସର୍ବଦା ସକାଳୁ ଉଠିବା ପରେ ପ୍ରଥମେ ନିଜର ବିଛଣାକୁ ସଠିକ ଭାବରେ ସଜାଡ଼ିବା ଉଚିତ।

୩. ବନ୍ଧୁଗଣ ଆପଣ ଯେଉଁ ବିଛଣାରେ ଶୁଅନ୍ତି ତା’ର ତକିଆ କଭର ଓ ବେଡ଼ସିଟ କୁ ସପ୍ତାହ କୁ ଥରେ ଧୋଇବା ଉଚିତ ଏବଂ ସଫା ସୁତୁରା ତକିଆ କଭର ଓ ବେଡ଼ସିଟ ବ୍ୟବହାର କରିବା ଉଚିତ। ନଚେତ ଆପଣଙ୍କ ଉପରେ ଭଗବାନ ଶନିଦେବ ଙ୍କ କୁଦୃଷ୍ଟି ପଡ଼ିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button