ଜୀବନଶୈଳୀ

ଅଖଣ୍ଡ ଯୌବନ ପାଇବା ପାଇଁ କଣ କରିବେ ? ଏହା ସହିତ ପଢନ୍ତୁ ଆଜିର 9 ଅନୁଚିନ୍ତା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ପ୍ରାୟତଃ ସମସ୍ତ ଲୋକ ଶାସ୍ତ୍ର କୁ ମାନିଥାନ୍ତି।ଆମେ ଆମର ଦୈନିକ କାର୍ଯ୍ୟ ମଧ୍ୟ ଶାସ୍ତ୍ର ଅନୁସା ରେ କରିଥାଉ।ଶାସ୍ତ୍ର ର ଆମ ଜୀବନ ରେ ବହୁତ ମହତ୍ତ୍ୱ ରହିଛି।ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ।ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟକ ଟି କଥା ସତ୍ୟ ହୋଇଥାଏ।ବନ୍ଧୁଗଣ ଶାସ୍ତ୍ର ରେ ଏପରି କିଛି ଅନୁଚିନ୍ତା ଵିଷୟ ରେ ଲେଖା ହୋଇଛି ଯାହା ଆମର ବହୁତ କାର୍ଯ୍ୟ ରେ ଆସିଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ଅନୁଚିନ୍ତା ସମ୍ପର୍କରେ ଯାହା ଆମର ବହୁତ ଉପକାରୀ ଅଟେ।

୧.କାର୍ତ୍ତିକ ମାସରେ ସନ୍ଧ୍ୟା ସମୟରେ ରାଶି ତେଲରେ ଠାକୁର ଘରେ ଗୋଟିଏ ଦୀପଟିଏ ଜାଳିଦିଅନ୍ତୁ କାର୍ତ୍ତିକ ମାସଟା ପୁରା ଭଲ ଯିବ ।ଏହା ଶାସ୍ତ୍ର ପୁରାଣରେ ଲେଖା ହୋଇଛି । ୨.ବନ୍ଧୁଗଣ ଘରୁ ବାହାରିବା ସମୟରେ ଯଦି ଗୋ ମାତାଙ୍କ ପିଠି କିମ୍ବା ମୁଣ୍ଡ ପାଖରେ କାଉ ବସିଥିଲେ ଏହା ବହୁତ ଶୁଭ ହୋଇଥାଏ ।କିନ୍ତୁ ଯଦି ଗୋ ମାତାଙ୍କ ଲାଞ୍ଜ ଉପରେ ବସିଥାଏ ତାହା ଅତି ଅଶୁଭ ହୋଇଥାଏ ।

୩.ଘରର ଛାତ କିମ୍ବା ଚାଳ ଦେଇ ଯଦି କଖାରୁ ଲାଉ ଅଧିକ ଫଳିଲା ତାହା ବହୁତ ଅଶୁଭ ହୋଇଥାଏ । ଯଦି ସେହି ମଧ୍ୟରୁ କିଛି ଆପଣ ମାଗଣାରେ କିଛି ବିକନ୍ତି ତେବେ ଅଶୁଭ କଟିକି ବହୁତ ଶୁଭ ହୋଇଥାଏ ।

୪.କଥାରେ କୁହନ୍ତି ସବୁ ର ମୂଳରେ ପେଟ ଯଦି ଝାଡା ପରିସ୍ରା ଠିକ ହେଉଥିବା ତାହାଲେ ବହୁତ ଭଲ ।ଯଦି ଏଥିରେ ଅସୁବିଧା ଦେଖା ଯାଏ ତାହାଲେ ଗୋମୂତ୍ର ସହିତ ଲବଣ ସହିତ ମିଶାଇ ପିଇଲେ ତାହା ଦୂର ହୋଇଯାଇ ଥାଏ।

୫.ଗ୍ରହଣ ସମୟରେ ଲବଙ୍ଗ ଓ ଗୁଜୁରାତି ପୋଡି ତା ପାଉଁଶ କୁ ଏକ ଜଗରେ ରଖନ୍ତୁ ।ପ୍ରତ୍ୟେକ ଦିନ ସେହି ପାଉଁଶ କୁ ମୁଣ୍ଡରେ ମାରି କାମକୁ ବହାରନ୍ତୁ ଅପଣଙ୍କ ସବୁ କାର୍ଯ୍ୟ ସଫଳ ହେବ ।

୬.ଚାକିରୀ କିମ୍ବା ଅତି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ଯାଉଥିବା ବେଳେ ଯଦି କାର୍ଯ୍ୟ ଅସଫଳ ହେଉଛି ତେବେ ଘରୁ ବାହାରିବା ସମୟରେ ଗାଧେଇ ସାରି ୨୧ ଥର ଗୀତା ବହିର ଶେଷ ଦୁଇ ଧାଡି ପଢ଼ିକି ଯାଆନ୍ତୁ ନିଶ୍ଚିତ ଭାବେ ସଫଳ ମିଳିବ।

୭.ଘରର ପାଣି ଟାଙ୍କି ଓ ଘରର ଟ୍ୟାପ ରୁ ଅଧିକ ସମୟରେ ପାଣି ବାହାରୁଥିବା ର ଦେଖା ଯାଏ ଏହା ବହୁତ ଖରାପ ହୋଇଥାଏ ।ଏହାଦ୍ଵାରା ଘରର ଧନ ଉପରେ ପ୍ରଭାବ ପଡିଥାଏ ।ଘରେ ଦରିଦ୍ରତା ଦେଖା ଯାଏ ।ତୁରନ୍ତ ଏହାକୁ ମରାମତି କରନ୍ତୁ ଆଉ ଲକ୍ଷ୍ୟ କରନ୍ତୁ ମରାମତି ପରେ ଦରିଦ୍ରତା ଦେଖାଯିବ ନାହିଁ ।

୮.ମଣିଷ ଅଖଣ୍ତ ଯୌବନ ପାଇବା ପାଇଁ ହେଲେ ସପ୍ତାହକୁ ତିନି ଥର ହଳଦୀ ପାଣି ପିଇବା ଉଚିତ । ପ୍ରତ୍ୟେକ ଦିନ ଗୋଟେ ଗାଜର ମଧ୍ୟ ଖାନ୍ତୁ । ଏହା ଦ୍ଵାରା ଯୌବନ କିଛି ଦିନ ଅଧିକ ରହିବ । ଏହା କରିବା ଦ୍ଵାରା ମଙ୍ଗଳ ହେବ ।

୯.ଆମେ ମନ୍ଦିର ଗଲାବେଳେ ଦୋକାନ ରୁ ଦୀପଟିଏ କିଣିକି ନେଇଯାଉଛୁ ସେଥିରେ ଥିବା ସଳିତା ସଂଖ୍ୟା ଆମେ ଜାଣିନଥାଉ ।ଦୀପଟିଏ ଜଳିବା ବେଳେ ସେଥିରେ ସଳିତା ର ସଂଖ୍ୟା ଅଯୁଗ୍ମ ହେବା ଦରକାର ଯେମିତିକି ୧,୩,୫ ଏହାଦ୍ଵାରା ଶୁଭ ହୋଇଥାଏ ।ତେଣୁ ସବୁବେଳେ ଦୀପରେ ଗୋଟିଏ କିମ୍ବା ତିନୋଟି ସଳିତା ଥିବା ଦୀପ ଜଳାନ୍ତୁ ଏହା ଅତି ଶୁଭ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button