ଘରେ ଯଦି ଅଭାବ ଲାଗି ରାହୁଥାଏ ଏହା କଲେ ହେବ ଘରର ଅଭାବ ଦୂର- Ajira Anuchinta

ଦର୍ଶକ ବନ୍ଧୁ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ଜୀବନରେ ବହୁତ ରୋଜଗାର କରିଥାନ୍ତି କିନ୍ତୁ ତାଙ୍କୁ ଟଙ୍କା ପଇସା କେବେ ବି ଆନ୍ତେ ନାହି କି ସେମାନେ ଧନ ସଞ୍ଚୟ କରି ରଖିପାରନ୍ତି ନାହି । ଲୋକ ମାନେ କୁହନ୍ତି ମୁଁ ଏତେ ଇନକମ କରୁଛି କିନ୍ତୁ ଯେତେବେଳେ ଦେଖିଲେ ସବୁବେଳେ ଅଭାବ ଦେଖା ଯାଇଥାଏ । ଜଣେ ବ୍ୟକ୍ତି ଦିନ ରାତି କଠିନ ପରିଶ୍ରମ କରି ମଧ୍ୟ ତା ପାଖରେ ଟଙ୍କା ପଇସା ଅଭାବ ଲାଗି ରହିଥାଏ ।

ବ୍ୟକ୍ତି ଭଲ କର୍ମ କରି ହେଉ ବା ଖରାପ କର୍ମ ହେଉ ଯେତେ ବି ଟଙ୍କା ରୋଜଗାର କରିଲେ ତା ପାଖରେ ନିଅଣ୍ଟ ପଡିଥାଏ । ଯାହା ଫଳରେ ବ୍ୟକ୍ତି ଜୀବନରେ ଦାରିଦ୍ରତାର ଶିକାର ହୋଇଥାଏ । ଆଉ ଘରେ ଅଭାବ ଅନଟନ ସର୍ବଦା ଦେଖା ଯାଇଥାଏ । ଯଦି ଏମିତି ଅଭାବ ଦାରିଦତା କୌଣସି ଘରେ ଲାଗି ରହୁଥାଏ ତେବେ ମାନେ ରଖନ୍ତୁ ଗୋଟେ ଛୋଟ ବା କୁନି ପିତଳ ଢାଳ ରେ କଏନ ଭର୍ତ୍ତି କରି ଘରର ପଶ୍ଚିମ ଦିଗରେ ରଖି ଦିଅନ୍ତୁ । ପ୍ରତି ଦିନ ସେଠାକୁ ଯାଇ ପ୍ରଣାମ କରନ୍ତୁ ।

ସେହି ପିତଳ ଢାଳ ସେମିତି କିଛି ଦିନ ଯାଏଁ ଘରର ପଶ୍ଚିମ କୋଣରେ ରଖନ୍ତୁ ଆଉ ପ୍ରତି ଦିନ ସକାଳୁ ସ୍ନାନ କରି ସେଠାରେ ମୁଣ୍ଡିଆ ମାରନ୍ତୁ । ଦେଖିବେ ଆପଣଙ୍କ ଘର ଧନ ଧାନ୍ୟ ରେ ଭରପୁର ହୋଇଯିବ । ଆପଣ ଏମାନେ ଏହି ଉପାୟ କୁ ମାସେ ଦୁଇ ମାସ ପ୍ରୟୋଗ କରନ୍ତୁ । ଦେଖିବେ କୌଣସି ବା କୌଣସି ଉପରେ ଧନ ଆଗମନର ରାସ୍ତା ଖୋଲିଯିବ ଆଉ ଟଙ୍କା ର ଅଭାବ ରହିବ ନାହି । ଏହା କରିଲେ ନିଶ୍ଚୟ ମଙ୍ଗଳ ହେବ ।

ଆପଣ ମାନେ ବି ଏହି ଛୋଟ ଉପାୟ ଟି କରିଲେ ଧନ ଜନିତ ସମସ୍ଯା ସବୁ ଦିନ ପାଇଁ ଦୂର ହୋଇଯିବ । ଧନ ଆସିବାର ନୂଆ ମାର୍ଗ ଖୋଲିବ ଆଉ ଜୀବନରେ ଧନର ଭଣ୍ଡାର ଭରପୁର ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । ଆମେ ଆପଣ ମାନଙ୍କ ପାଇଁ ଏମିତି ବିଷୟ ବସ୍ତୁ ଆଗକୁ ନେଇ କରି ଆସିବୁ ।



