ମନୋରଞ୍ଜନ

ଓଡିଆ ହିରୋଇନ Archita ଙ୍କ ଭଉଣୀ କୌଣସି ହିରୋଇନଙ୍କ ଠାରୁ ନୁହନ୍ତି କମ, Archita ଙ୍କ ଠାରୁ ବି ଲାଗନ୍ତି ଅଧିକ ସୁନ୍ଦର, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜର ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଅର୍ଚିତା ସାହୁ । ଗତ ମାର୍ଚ୍ଚ ୧ ତାରିଖ ଦିନ ଅର୍ଚିତା ଓଡିଆ ଅଭିନେତା ସବ୍ୟସାଚୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ନିଜ ବିବାହ ପାଇଁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ଅର୍ଚିତାଙ୍କ ବିବାହ ରାଜସ୍ଥାନରେ ହୋଇଥିଲା ଓ ସଂପୂର୍ଣ୍ଣ ଓଡିଆ ରୀତିନୀତି ସହ ଏହି ବିବାହ ହୋଇଥିଲା । ଅର୍ଚିତା ଓ ସବ୍ୟ ଏକା ସହ ବହୁତ ଫିଲ୍ମରେ କାମ କରିଛନ୍ତି । ଏହା ସହିତ ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଦର୍ଶକ ମାନେ ବେସ ପସନ୍ଦ କରିଛନ୍ତି । କିନ୍ତୁ ବନ୍ଧୁଗଣ ଆପଣ ମାନେ କଣ ଅର୍ଚିତାଙ୍କର ଭଉଣୀଙ୍କ ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଅର୍ଚିତାଙ୍କ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୁନ୍ଦରତା ମାମଲାରେ କୌଣସି ହିରୋଇନଙ୍କ ଠାରୁ କମ ନୁହନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଅର୍ଚିତାଙ୍କର ବୟସ ହେଉଛି ବର୍ତ୍ତମାନ ମାତ୍ର ୩୫ ବର୍ଷ । ଅର୍ଚିତା ନିଜ ମା ଏବଂ ଭଉଣୀଙ୍କୁ ବହୁତ ଭଲ ପାନ୍ତି । ବନ୍ଧୁଗଣ ଅର୍ଚିତାଙ୍କ ଭଉଣୀଙ୍କ ନାମ ହେଉଛି ଅର୍ପିତା ସାହୁ । ଅର୍ଚିତା ନିଜ ଅର୍ପିତାଙ୍କୁ ଭଉଣୀଙ୍କୁ ବହୁତ ଭଲ ଶିକ୍ଷା ଦେଇଛନ୍ତି । ଏହା ବ୍ଯତୀତ ସେ ନିଜ ଭଉଣୀକୁ ସମସ୍ତ କ୍ଷେତ୍ରରେ ସପୋର୍ଟ ମଧ୍ୟ କରିଛନ୍ତି । ବନ୍ଧୁଗଣ ଅର୍ଚିତାଙ୍କ ବାପା ଏହି ଦୁନିଆରେ ନାହାନ୍ତି । ଅର୍ଚିତା ନିଜ ମା ଓ ନିଜ ଭଉଣୀଙ୍କ ସହ ରହୁଛନ୍ତି । ବାପା ଗଲା ପରେ ଅର୍ଚିତା ନିଜ ଘରର ସମସ୍ତ ଦଇତ୍ଵକୁ ଖୁସିରେ ଗ୍ରହଣ କରିଥିଲେ ।

ବନ୍ଧୁଗଣ ଅର୍ଚିତାଙ୍କ ଭଉଣୀ ଅର୍ପିତା ଦେଖାଯିବା ପାଇଁ ସଂପୂର୍ଣ୍ଣ ଅର୍ଚିତାଙ୍କ ପରି । ସେ ବହୁତ ସୁନ୍ଦର ଏବଂ ଷ୍ଟାଇଲିସ ନଜର ଆସନ୍ତି । ତାଙ୍କର ସୁନ୍ଦରତାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଅର୍ପିତା ଅଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେବା ପାଇଁ ଇଛା ପ୍ରକାଶ କରିଥିଲେ ହେଲେ ଅର୍ଚିତା ନିଜ ଭଉଣୀଙ୍କୁ ଅଲିଉଡକୁ ଆସିବା ପାଇଁ ମନା କରିଦେଇଥିଲେ ।

ତେଣୁ ବନ୍ଧୁଗଣ ବର୍ତ୍ତମାନର ସମୟରେ ଅର୍ଚିତାଙ୍କ ଭଉଣୀ MBA ସାରିବା ପରେ ଏକ ନୂଆ ବିଜନେସରେ ପାଦ ଦେଇଛନ୍ତି । ଅର୍ଚିତାଙ୍କ ଭଉଣୀ ବହୁତ ସରଳ ସ୍ଵଭାବର ଝିଅ ଅଟନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button