ସ୍ୱାସ୍ଥ୍ୟ

ମାତ୍ର 3 ଥରରେ ଅଣ୍ଟା ଦରଜ, ଆଣ୍ଠୁ ଗଣ୍ଠି ଦରଜ (Joint Pain) ମୂଳରୁ ହିଁ ଶେଷ ହୋଇଯିବ- Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଲୋକମାନେ କେବଳ ଟଙ୍କା ରୋଜଗାର କରିବା ପାଇଁ ଦିନରାତି କଷ୍ଟ କରୁଛନ୍ତି । ହେଲେ ବନ୍ଧୁଗଣ ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ସେମାନେ ନିଜ ଶରୀରର ଧ୍ୟାନ ରଖିପାରୁ ନାହାନ୍ତି । ଯାହାଫଳରେ ସେମାନଙ୍କୁ ବହୁତ କମ ବର୍ଷ ବୟସରେ ଆଣ୍ଠୁ ଗଣ୍ଠି ସମସ୍ୟା, ଅଣ୍ଟା ବିନ୍ଧା ଓ ଶାରୀରିକ ଦୁର୍ବଳତା ଆଦି ସମସ୍ୟା ହେବାକୁ ଲାଗୁଛି ।ବନ୍ଧୁଗଣ ଏହି ସବୁ ସମସ୍ୟା ସାଧାରଣତଃ ଶରୀରରେ କ୍ୟାଲସିୟମର ଅଭାବ ହେଲେ ହୋଇଥାଏ ।

ବନ୍ଧୁଗଣ ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟରେ ଅଭାବ ହେତୁ ଏହି ସବୁ ସମସ୍ୟା ହୋଇଥାଏ । ସାଧାରଣତଃ ଯଦି କୌଣସି ମଣିଷକୁ ଏହି ସବୁ ସମସ୍ୟା ହେବ ତା ହେଲେ ସେ ଆଜୀବନ ଔଷଧର ସେବନ କରିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କର ଏହି ସବୁ ସମସ୍ୟା ଅଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜର ଏହି ସମସ୍ତ ସମସ୍ୟାକୁ ସଂପୂର୍ଣ୍ଣ ଦୂର କରିପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ମାନେ ବହୁତ ସହଜରେ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରଥମ ଜିନିଷର ଆବଶ୍ୟକତା ରହିଛି ମିଶ୍ରି । ବନ୍ଧୁଗଣ ଚିନୀ ଠାରୁ ଅଧିକ ଲାଭଦାୟକ ମିଶ୍ରି ଅଟେ ତେଣୁ ଆପଣ ମାନେ ଏହି ଉପଚାର ପାଇଁ ମିଶ୍ରିର ପ୍ରୟୋଗ କରନ୍ତୁ । ଏହାପରେ ବନ୍ଧୁଗଣ ଆମକୁ ଦୁତୀୟ ସାମଗ୍ରୀ ଦରକାର ବାଦାମ । ଏହାପରେ ଆପଣଙ୍କୁ ତୃତୀୟ ସାମଗ୍ରୀ ଦରକାର ବ୍ରାଉନ ଗୁଡ ।

ବନ୍ଧୁଗଣ ଆପଣ ମାନେ ପ୍ରଥମେ ରାତିରେ ଶୋଇବା ପୂର୍ବରୁ ଏକ ମୁଠା ବାଦାମକୁ ପାଣିରେ ଭିଜେଇ ରଖିଦିଅନ୍ତୁ । ସଖାଳ ସମୟରେ ଆପଣ ସେହି ଭିଜା ବାଦମକୁ ପେଶି ଅଳ୍ପ ଉଷୁମ ପାଣିରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଅଳ୍ପ ମିଶ୍ରି ଓ ଅଳ୍ପ ଗୁଡକୁ ସେହି ମିଶ୍ରଣରେ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଏହି ମିଶ୍ରଣକୁ ସଖାଳ ସମୟରେ ଖାଲି ପେଟରେ ସେବନ କରନ୍ତୁ । ଦେଖିବେ ଆପଣଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବିନ୍ଧା, ଶରୀରରେ କ୍ୟାଲସିୟମ ଅଭାବ ଓ ଦୁର୍ବଳତା ଆଦି ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦିନ ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button