ଓଡିଶା

Odia Jokes- ଗୋଟିଏ ଝିଅର ବାହାଘର ପେଟ୍ରୋଲ ଭରୁଥିବା ଲୋକ ସହ ହୋଇଗଲା, ଚଉଠି ରାତି ପରେ ଝିଅ ର ସାଙ୍ଗମାନେ ପଚାରିଲେ କଣ ମଜା ଆସିଲା ନା..

ବନ୍ଧୁଗଣ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ସମସ୍ତ ମଣିଷ ନିଜ କର୍ମ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ଯାହାଫଳରେ ସେମାନେ ନିଜ ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଇପାରୁ ନାହାନ୍ତି । କିନ୍ତୁ ବନ୍ଧୁଗଣ ପ୍ରତ୍ୟକ ମଣିଷଙ୍କୁ ଖୁସିରେ ରହିବା ଉଚିତ । ଯଦି ସେମାନଙ୍କର ମନ ଖୁସି ରହିବ ତା ହେଲେ ସେମାନେ ସମସ୍ତ କାର୍ଯ୍ୟକୁ ଖୁସିର ସହ ପୂରଣ କରିବେ । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆଜିଆମେ ଆସିଛୁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ ଓ ଆପଣଙ୍କ ମନୋରଞ୍ଜନ ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

୧. ସ୍ତ୍ରୀ ରୋଷେଇ ଘରେ ରୁଟି ବନାଉ ଥିବା ସମୟରେ ସ୍ଵାମୀ ସ୍ତ୍ରୀ ପାଖକୁ ଯାଇ କହିଲା…

ସ୍ଵାମୀ- ତମେ ଏ କଣ କରୁଛ ? ଆରେ ଏମିତି ଓଲଟାଅ ନାହିଁ ଏମିତି କରିଲେ ରୁଟି ଜଳି ଯିବ ! ଜଲ୍ଦି କର ରୁଟି ଜଳି ଯିବ !

ସ୍ତ୍ରୀ ରାଗିକି- ତମେ ମତେ ଶିଖେଇବ ରୁଟି କେମିତି ବନେଇବି ?

ସ୍ଵାମୀ ହସିକି- ଆରେ ମୁ ତ ଖାଲି ଏତିକି କହୁଛି, ମୁ ଯେତେବେଳେ ଡ୍ରାଇଭିଙ୍ଗ କରି ଅଫିସକୁ ଯାଏ ତମେ ସେତେବେଳେ ମତେ କୁହ ତ ମତେ କେମିତି ଲାଗେ…

୨. ସ୍ତ୍ରୀ ସ୍ଵାମୀକୁ ମେସେଜ କରିଲା- ତମକୁ ଆମ ପଡୋଶୀ ସ୍ତ୍ରୀ ଲୋକ କେମିତି ଲାଗନ୍ତି ?

ସ୍ତ୍ରୀ କୁ ଖୁସି କରେଇବା ପାଇଁ ସ୍ଵାମୀ ମେସେଜରେ କହିଲା- ପୁରା ମାଙ୍କେଡି ପରି ଲାଗନ୍ତି ।

ସ୍ତ୍ରୀ- ଠିକ ଅଛି ।

୩. ଅଫିସକୁ ଆସିଥିବା ନୂଆ ସେକ୍ରେଟେରୀ ସାରଙ୍କୁ ପଚାରିଲା…

ସେକ୍ରେଟେରୀ- ସାର, ଆପଣଙ୍କ ସ୍ତ୍ରୀ ମତେ ଏତେ ସନ୍ଦେହ ନଜରରେ କାହିଁକି ଅନାନ୍ତି ?

ସେହି ସମୟରେ ସାର ଟିକେ ରିଲାକ୍ସ ହେଇ କହିଲା…

ସାର-କାରଣ ତୁମ ପୂର୍ବରୁ ସେ ମୋର ସେକ୍ରେଟେରୀ ଥିଲା ।

୪. ସ୍ତ୍ରୀ ଅଫିସରୁ ବହୁତ ଶୀଘ୍ର ଘରକୁ ଆସିଲା ଓ ବେଡରୁମ ଖୋଲି ଦେଖିଲା କମ୍ବଳ ଭିତରେ ଦୁଇଟି ଜାଗାରେ ୪ଟି ଗୋଡ ।

ସେତେବେଳେ ସ୍ତ୍ରୀ ଆଉ କିଛି ନ ପଚାରି ସେହି କମ୍ବଳ ଭିତରେ ଥିବା ଲୋକଙ୍କୁ କ୍ରିକେଟ ବ୍ୟାଟରେ ପିଟି ଚାଲିଲା ।

ପିଟିବା ପରେ ସ୍ତ୍ରୀ ପାଣି ପିଇବା ପାଇଁ ବାହାରକୁ ଗଲା ସେତେବେଳେ ବାଲ୍କୁନୀ ଉପରେ ତାର ସ୍ଵାମୀକୁ ମଗାଜିନ ପଢୁଥିବାର ଦେଖିଲା ।

ସ୍ଵାମୀ- ଆରେ ତୁମ ଭାଇ ଓ ଭାଉଜ ଆସିଛନ୍ତି ଆମ ଘରକୁ… ମୁ ସେମାନଙ୍କୁ ବେଡରୁମରେ ଶୋଇବାକୁ କହିଥିଲି ଯାଅ ତାଙ୍କୁ ଦେଖା କରିନିଅ !!

୫. ଅମିତାଭ ବଚ୍ଚନ ରାହୁଲଙ୍କୁ ପଚାରିଲେ…

ଅମିତାଭ- ଜୀବନରେ ସଫଳତା ପାଇବା ପାଇଁ କଣ କରିବା ଉଚିତ ?

ରାହୁଲ- ସବୁବେଳେ ମୋଜାକୁ ଧୋଇ ପିନ୍ଧିବା ଉଚିତ ।

ଅମିତାବ- ମୋଜା କାହିଁକି ?

ରାହୁଲ- କାରଣ ଏଥିପାଇଁ, କେଜାଣି କେଉଁ ଦିନ ସଫଳତା ଆମ ପାଦ ପାଖକୁ ଆସିବ ହେଲେ ଆମ ମୋଜା ଶୁଙ୍ଗି ଯଦି ପୁଣି ଫେରିଯିବ !!

୬. ସ୍ଵାମୀ ସ୍ତ୍ରୀ ଗୋଟେ କୂଅ ପାଖକୁ ଗଲେ ଯେଉଁଠି ଏକ ଟଙ୍କା ପକାଇଲେ ସମସ୍ତ ମନସ୍କାମନା ପୂରଣ ହୋଇଯିବ…

ପ୍ରଥମେ ସ୍ଵାମୀ କୂଅରେ ଏକ ଟଙ୍କା ପକାଇଲା

ଏହାପରେ ଯେତେବେଳେ ସ୍ତ୍ରୀ କୂଅରେ ଏକ ଟଙ୍କା ପକାଇବାକୁ ଗଲା ସେତେବଳେ ସେ ଖସି ପଡିଲା…

ସେହି ସମୟରେ ସ୍ତ୍ରୀକୁ କୂଅ ଭିତରେ ଦେଖି ସ୍ଵାମୀ ଆଖିରୁ ଲୁହ ଝରିଗଲା ।

ସ୍ଵାମୀ- ହେ ପ୍ରଭୁ, ତମେ ଏତେ ଶୀଘ୍ର ମୋ ମନର କଥାକୁ ଶୁଣିଦେଲ !!

୭. ଗୋଟିଏ ଝିଅର ବାହାଘର ପେଟ୍ରୋଲ ଭରୁଥିବା ଲୋକ ସହ ହୋଇଗଲା,

ଚଉଠି ରାତି ପରେ ଝିଅ ର ସାଙ୍ଗମାନେ ପଚାରିଲେ

ଚଉଠି ରାତି କେମିତି ଥିଲା ?

ମଜା ଆସିଲା ନା….

ଝିଅ କହିଲା- ବୋକା, ସାରା ରାତି ପେଟ୍ରୋଲ ପାଇପ ଧରି ଘୁରି ବୁଲିଲା କି,

କେତେ ପେଟ୍ରୋଲ ପକେଇବି….!!!!

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button