ଜୀବନଶୈଳୀ

Karan Mehera ଙ୍କ ମାମଲାରେ ମୁହଁ ଖୋଲିଲେ ତାଙ୍କର ଅନସ୍କ୍ରିନ ଭଉଣୀ Nidhi Uttam, କହିଲେ କିଛି ଏମିତି…ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଟିଭି ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି କରନ ମେହେରା । କିଛି ଦିନ ପୂର୍ବରୁ କରନ ମେହେରାଙ୍କ ବୈବାହିକ ଜୀବନରେ କିଛି ବାଦବିବାଦ ହେବାର ଖବର ସାମ୍ନାକୁ ଆସିଥିଲା । ହେଲେ ସେତେବେଳେ କରନ ସେହି ସବୁ କଥାକୁ ମିଛ ବୋଲି କହିଥିଲେ ।

କିନ୍ତୁ ବର୍ତ୍ତମାନ କରନ ମେହେରା ଓ ନି-ଶା ରାୱାଲଙ୍କ ବିବାହର ସତ ସମସ୍ତଙ୍କ ସାମ୍ନାରେ ଅଛି । ଏହି ଦୁଇଜଣ ପରସ୍ପରକୁ ସଠିକ ପ୍ରମାଣ କରିବା ପାଇଁ ଚେଷ୍ଟା କରୁଛନ୍ତି । ଅନ୍ୟ ପକ୍ଷରେ କେତେକ ଟିଭି କଳାକାର ମାନେ ଏହି ଦୁଇଜଣଙ୍କ ପାଇଁ କିଛି ମତ ପ୍ରଦାନ କରୁଛନ୍ତି । ବର୍ତ୍ତମାନ ଟିଭି ଅଭିନେତ୍ରୀ ନିଧି ଉତ୍ତମ ମଧ୍ୟ ଏହି ମାମଲାରେ ଉପରେ ନିଜର ମତ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି ସିରିଏଲ ‘ୟେ ରିସତା କ୍ଯା କେହେଲାତା ହେ’ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକରେ ନିଧି କରନଙ୍କ ଅନସ୍କ୍ରିନ ଭଉଣୀର ଭୂମିକା ପଦର୍ଶନ କରିଥିଲେ । ବର୍ତ୍ତମାନ ନିଧି କରନଙ୍କ ସପୋର୍ଟରେ କିଛି ମତ ପ୍ରଦାନ କରିଛନ୍ତି । ନିଧି ଏକ ଇଣ୍ଟର୍ବ୍ୟୁ ଦ୍ଵାରା କହିଛନ୍ତି ଯେ-‘ମୁ କେବେ ସ୍ଵପ୍ନରେ ଭାବି ପାରୁ ନାହିଁ କି କରନ ଏତେ ହିଂ-ସା-ତ୍ମ-କ ହୋଇପାରିବେ । ସେ ମୋର ଭାଇ ପରିକା ହେବେ ଓ ମୋର ମନେ ଅଛି ଯେତେବେଳେ ଆମେ ୟେ ରିସତା କ୍ଯା କେହେଲାତା ହେର ସୁ-ଟି-ଙ୍ଗ ଚାଲିଥିଲା ସେତେବେଳେ ସେ ସେଟରେ ଥିବା ସମସ୍ତ ମହିଳାଙ୍କର ସମ୍ମାନ କରୁଥିଲେ’ ।

ଏହାପରେ ଆଗକୁ ନିଧି କହିଛନ୍ତି-‘ ମୁ ତାଙ୍କର ଏହି ସ୍ଵଭାବ ପାଇଁ ବହୁତ ପ୍ରଶଂସା କରୁଥିଲି । ଯେତେବେଳେ କରନ ଟିଭି ସିରିଏଲ ‘ୟେ ରିସତା କ୍ୟା କେହେଲାତା ହେ’ର ସୁ-ଟି-ଙ୍ଗ କରୁଥିଲେ ସେତେବେଳେ ସେ ନି-ଶା-ଙ୍କୁ ଡେଟ କରୁଥିଲେ । ତେଣୁ ଏହି ଦୁଇଜଣଙ୍କ ସମ୍ପର୍କ ବିଷୟରେ ସେଟରେ ଥିବା ସମସ୍ତ ଲୋକଙ୍କୁ ଜଣା ଥିଲା । ମୁ ଦେଖିଛି ଯେ କରନ ନି-ଶା-ଙ୍କୁ ବହୁତ ଅଧିକ ଭଲ ପାଉଥିଲେ ଓ ନି-ଶା-ଙ୍କର ଯତ୍ନ ମଧ୍ୟ ନେଉଥିଲେ’ ।

ବନ୍ଧୁଗଣ ନିଧିଙ୍କ ମତରେ କରନଙ୍କ ବିଷୟରେ ହୀନା ଜାଣି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button