ଜୀବନଶୈଳୀ

ଦେଖନ୍ତୁ Video: ଦେଖନ୍ତୁ କିପରି ଭୁବନେଶ୍ବର ରୋଡ ରେ ଭୟଙ୍କର ଆକ୍ସିଡେଣ୍ଟ ରୁ ଅଳ୍ପକେ ବର୍ତ୍ତିଲା ଜୀବନ, Video ଦେଖି ଆପଣଙ୍କ ଛାତି ବି ଥରି ଉଠିବ

ନମସ୍କାର ବନ୍ଧୁଗଣ ଆପଣ ମାନେ ଖବର କାଗଜ କିମ୍ବା ଟିଭି ରେ ନ୍ୟୁଜ ନିଶ୍ଚିତ ଦେଖୁଥିବେ ଏହା ଛଡ଼ା ବର୍ତ୍ତମାନ ମୋବାଇଲ ଫୋନ ଆଦି ରେ ମଧ୍ୟ ଆପଣ ଦେଶ ବିଦେଶ ର ଖବର ବିଷୟରେ ଜାଣି ପାରୁଥିବେ ।

ଖବର ରେ ଆପଣ ନିଶ୍ଚିତ କିଛି ଅଦ୍ଭୁତ ଘଟଣା ମାନ ନିଶ୍ଚିତ ଦେଖୁଥିବେ ଯାହା ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଚକିତ ହେଉଥିବେ ଏବଂ କିଛି ଘଟଣା ଏଭଳି ଥାଏ ଯାହା ବହୁତ ଭାଇରାଲ ମଧ୍ୟ ହୋଇଥାଏ । ଆପଣ ନୀତିଦିନ କେଉଁଠି ଦୁର୍ଘଟଣା ର ଖବର କେଉଁଠି କାହାର ମୃ-ତ୍ୟୁ ର ଖବର ଆଦି ଦେଖିଥିବେ ଯାହା ଦ୍ୱାରା ସାଧାରଣ ଲୋକମାନେ ରାସ୍ତା ରେ ଯିବା ପାଇଁ ଡ-ରି ମଧ୍ୟ ଯାଉଛନ୍ତି ।

ତେବେ ଏଭଳି ଏକ ଘ-ଟ-ଣା ବର୍ତ୍ତମାନ ଦେଖିବାକୁ ମିଳିଛି । ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଖବର ବିଷୟରେ । ତେବେ ଏହି ଘ-ଟ-ଣା ଟି ଭୁବନେଶ୍ୱର ର ରାଜରାସ୍ତା ରେ ଏକ ଅଟୋ ଟି ଯାଉଥିଲା କିନ୍ତୁ ହଠାତ ଦେଖୁ ଦେଖୁ ତାହା ଭାରସାମ୍ୟ ହରାଇ ଓଲଟି ଗଲା ।

ତେବେ ସେହି ଅଟୋ ରେ ଥିବା ଜଣେ ମହିଳା ବହୁତ ଆ-ଘା-ତ ପାଇଥିଲେ ଏବଂ ବହୁତ ଆ-ହ-ତ ହୋଇ ଯାଇଥିଲେ । ତେବେ ସେଠି ଉପସ୍ଥିତ ଥିବା କିଛି ଲୋକମାନେ ସେହି ଅଟୋ କୁ ଉଠାଇ ଥିଲେ ଏବଂ ଫ-ସି ଯା-ଇଥିବା ଏବଂ ଆ-ହ-ତ ମହିଳା ଙ୍କୁ ଉଦ୍ଧାର ମଧ୍ୟ କରିଥିଲେ । ଏହା ପରେ ଲୋକମାନେ ପିସିଆର କୁ ଫୋନ କରିଥିଲେ କିଛି ଲୋକ ସେହି ମହିଳା ଙ୍କୁ ପାଣି ଦେଇଥିଲେ ଏବଂ ତାଙ୍କୁ ଏକ ସ୍ଥାନରେ ବସାଇ ଦେଇଥିଲେ ।

ତେବେ କିଛି ସମୟ ପରେ ପିସିଆର ଭ୍ୟାନ ଆସି ସେହି ମହିଳା ଙ୍କୁ ନେଇ ଯାଇଥିଲେ ଏବଂ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ମଧ୍ୟ କରାଇ ଥିଲେ । ତେବେ ରାଜରାସ୍ତା ରେ ଏବଂ ଦିନ ର ସମୟରେ ଏହି ଭଳି ଘଟଣା ସବୁ ଲୋକ ମାନଂକୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଏହା ଛଡା ଏହି ଖବର କୁ ଦେଖିବା ଏବଂ ଜାଣିବା ପରେ ଲୋକମାନେ ନିଜ ମନ୍ତବ୍ୟ ମଧ୍ୟ ଦେଇଛନ୍ତି କିଛି ଲୋକ କହିଛନ୍ତି କି ଏହି ଭଳି ଘଟଣା ଘଟୁଥିବା ସମୟରେ ସେଠାରେ କିଛି ଲୋକ ସାହାଯ୍ୟ କିମ୍ୱା ଉଦ୍ଧାର ନ କରି ବରଂ ନିଜ ମୋବାଇଲ ରେ ସେହି ଦୃଶ୍ୟ କୁ ଉତ୍ତୋଳନ କରୁଛନ୍ତି ଏହା ଏକ ଲଜ୍ୟା ର ବିଷୟ ।

ତେବେ ଆଉ କିଛି ଲୋକ ଭୁବନେଶ୍ୱର ରାସ୍ତା ରେ ଏତେ ସ୍ପୀଡ଼ ରେ ଅଟୋ କଣ ପାଇଁ ଚଳାଉଛନ୍ତି ତାହା ମଧ୍ୟ ପ୍ରଶ୍ନ କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button