ମନୋରଞ୍ଜନ

ବାପ ସହ ପଙ୍ଗା ମହଙ୍ଗା ପଡିଗଲା, ହୋସ୍ ଉଡେଇ ଦେଲା ଭଳି ଘଟଣା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପଶୁ ମାନଙ୍କ ମଧ୍ୟରେ ଲଢେଇ ଅନେକ ଦିନ ହେବ ଚାଲି ଆସୁଛି । କେତେ ବେଳେ ଏହି ଲଢେଇ ଭୋକ ମେଣ୍ଟେଇବା ପାଇଁ ହୁଏ ତ କେତେବେଳେ ନିଜ ଅସ୍ତିତ୍ଵକୁ ବଞ୍ଚେଇ ରଖିବା ପାଇଁ ହୁଏ । ହେଲେ ବେଳେବେଳେ କିଛି ପଶୁ ନିଜକୁ ବଡ ଭାବି ଛୋଟ ପଶୁ ମାନଙ୍କୁ ହଇରାଣ କରିବାକୁ ଚାହିଁ ଥାନ୍ତି । ହେଲେ ଏହି ପଶୁ ମାନେ ନିଜ ଅହଂକାର ପାଇଁ ଭୁଲ ପଶୁ ସହ ପଙ୍ଗା ନେଇଯାନ୍ତି ଆଉ ପରେ ପସ୍ତାଇ ଥାନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହି ସବୁ ପଶୁଙ୍କ ବିଷୟରେ ।

୧- ପ୍ରଥମ ଭିଡିଓ ରେ ଗୋଟିଏ ସାପ ବୁଢିଆଣି ସହ ପଙ୍ଗା ନେଇ ପଶ୍ଚାତପ କରିଲା । ତେବେ ଆପଣ ଜାଣିଥିବେ କି ସାପ ଟି ଆରାମ ରେ ଗୋଟିଏ ବୁଢିଆଣି କୁ ସହଜରେ ମାରି ପାରେ କିନ୍ତୁ ଏହି ଭିଡିଓ ରେ ଦେଖିପାରିବେ କି ଗୋଟିଏ ସାପ ଏକ ବୁଢିଆଣି କୁ ମାରିବା ପାଇଁ ପାଖକୁ ଆସିଲା କିନ୍ତୁ ବୁଢିଆଣି ଟି ସାପ ର ମୁହଁକୁ ଆକ୍ରମଣ କରି ଧୀରେ ଧୀରେ ତାକୁ ଜାଲରେ ନେଇ ମାରିଦେଲା ।


୨- ଦ୍ଵିତୀୟ ଭିଡିଓ ରେ ଗୋଟିଏ ସିପାଞ୍ଜି ରାଙ୍କନ ଙ୍କ ସହ ଲାଗୁଥିଲା ଏବଂ ସେମାନଙ୍କୁ ଚିଡାଉ ଥିଲା ତେବେ କିନ୍ତୁ ହଠାତ ସେହି ରାଙ୍କନ ଶେଷ ରେ ଚିଡି ଯାଇ ସେହି ସିପାଞ୍ଜି ଙ୍କୁ କାମୁଡି ଦେଇଥିଲା ଯାହା ଫଳରେ ସିପାଞ୍ଜି ଟି ଜୋରରେ କାନ୍ଦିବାକୁ ଲାଗିଲା ଏବଂ ଚିଲେଇବାକୁ ଲାଗିଲା ।

୩- ତୃତୀୟ ଭିଡିଓ ରେ ଗୋଟିଏ ଜଙ୍ଗଲରେ ଥରେ ଏକ ଚିତା ବାଘ ଟି ନିଜକୁ ଜଙ୍ଗଲର ରାଜା ଭାବି ବୁଲୁଥିଲା କିନ୍ତୁ ହଠାତ ସେ ଦେଖିବାକୁ ପାଇଲା କି ସେ ଯେଉଁ ଖାଲ ରେ ଛିଡା ହୋଇଛି ସେହି ଉପରେ ଗୋଟାଏ ସିଂହୀ ଛିଡା ହୋଇ ରହିଛି ତେବେ ଏହା ଦେଖି ସେ ନିଜର ଜୀଵନ ବଞ୍ଚେଇବା ପାଇଁ ଦୌଡ଼ିବାକୁ ଲାଗିଲା ଏବଂ ନିଜ ଜୀଵନ ବଞ୍ଚେଇବା ରେ ସଫଳ ହୋଇଥିଲା ।


୪- ଚତୁର୍ଥ ଭିଡିଓ ରେ ଗୋଟିଏ ମଇଁଷି ଉପରେ ତିନି ଚାରି ଜଣ ସିଂହ ଏକା ସାଙ୍ଗରେ ଆକ୍ରମଣ କରିଥିଲେ କିନ୍ତୁ ମଇଁଷି ଟି ଡରି ନଯାଇ ନିଜ ର ଆତ୍ମ ରକ୍ଷା ପାଇଁ ଆକ୍ରମଣ କରିବା ଆରମ୍ଭ କରିଦେଲା ଏବଂ ଗୋଟିଏ ସିଂହ କୁ ତ ସିଏ ଶିଙ୍ଗ ରେ ଉଠେଇ ଫୋପାଡ଼ି ଦେଇଦେଲା । ତେବେ ସିଂହ କୁ ଭୁଲ ଲୋକଙ୍କ ସହ ପଙ୍ଗା ନେଇ ପଶ୍ଚତାପ ନିଶ୍ଚିତ ରହିବ ।


୫- ପଞ୍ଚମ ଭିଡିଓ ରେ ଗୋଟିଏ ଚିତାବାଘ ଦୁଇଟି ଛୋଟ ଝିଙ୍କ ଙ୍କୁ ସହଜ ଶିକାର ଭାବି ଆକ୍ରମଣ କରିବାକୁ ଲାଗିଲା କିନ୍ତୁ ଝିଙ୍କ ଦୁଇଟି ନିଜର କଣ୍ଟା କୁ ବାଘ ଆଡ଼କୁ ଫୋପାଡିବାକୁ ଲାଗିଲେ ଏବଂ ଚିତା ବାଘ ଟି ଚୁପଚାପ ପଳେଇ ଗଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button