ଜୀବନଶୈଳୀ

ପ୍ରେମିକ ଧୋକା ଦେବା ପରେ ପାଗଳୀ ହେଇ ରାସ୍ତାରେ ଗଡୁଛି ପ୍ରେମିକା, କାଦୁଅରେ ଜୁଡୁବୁଡୁ ଦେହ, ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ଏକ ଗାଡିର ଆଗ ପଟେ ହାତ ରଖି ମଡେଲ ପରି ଛିଡା ହେଇଛନ୍ତି ଯୁବତୀ । ଦେହ ସାରା ରାସ୍ତା କଡର କାଦୁଅ ପାଣି ଲାଗିଛି । ତାଙ୍କ ମୁହଁ ବି ଠିକ ସେ ଦେଖା ଯାଉନି । ଆଉ ସେ କଣ କହୁଛନ୍ତି ଟିକେ ଶୁଣନ୍ତୁ, ମୁଁ ସମ୍ବଲପୁରୀ ନନୀ, ମୁଁ ନିଜେ ଲେଖିଛି ନିଜେ ଗୀତ ଗାଇଛି । ମୁଁ ସବୁ ନିଜେ କରିଛି । ଏହି ପାଗଳୀ ଯୁବତୀଙ୍କୁ ଦେଖିଲେ ଯେମିତି ଲାଗୁଛି ତାଙ୍କ ଜୀବନରେ ବହୁତ କିଛି ଘଟି ଯାଇଛି ଆଉ ମାନସିକ ଭାରସାମ୍ୟ ବି ହରାଇ ବସିଛନ୍ତି ।

ସବୁ କିଛି ହରେଇଛନ୍ତି ହେଲେ କଥା କହିବା ଷ୍ଟାଇଲ ସେମିତି ଅଛି । ଦେଖୁ ନାହାନ୍ତି ହାତ ଠାର କେମିତି ଆଉ ଡାଇଲଗ କେମିତି । ତେବେ କୁହାଯାଉଛି ଏ କୁଆଡେ ପାଗଳୀ ହୋଇଯାଇଛନ୍ତି । କାରଣ ଏ ଦେଖନ୍ତୁ ଦୃଶ୍ୟ କେମିତି ରାସ୍ତାରେ ସେ ଗଡୁ ଛନ୍ତି । ରାସ୍ତାର କାଦୁଅ ସବୁ ଦେହରେ ଲାଗି ଯାଇଛି । ଘଣ୍ଟା ଘଣ୍ଟା ଧରି ଏଭଳି ଭାବରେ ସେ ରାସ୍ତାରେ ଗଡୁ ଛନ୍ତି ।

ଚର୍ଚ୍ଚା ହେଉଛି କୁଆଡେ ଏ ଯୁବତୀ ଜଣକ ପ୍ରେମ କରିଥିଲେ । ଆଉ ପ୍ରେମରେ ଧୋକା ପାଇବା ପରେ ଏମିତି ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ବନ୍ଧୁଗଣ ଏ କଥା କେତେ ସତ ତାହା ତ ଜଣା ନାହିଁ କିନ୍ତୁ ଯୁବତୀ ମାନସିକ  ଭାରସାମ୍ୟ ହରାଇବା ପରେ ତାଙ୍କ ଦେଖା ଶୁଣା କରିବାକୁ ଏ ଦୁନିଆରେ କେହି ନାହାନ୍ତି । ସେଥିପାଇଁ ତ ଏଭଳି ମନ ଇଛା ବୁଲୁଛନ୍ତି ଆଉ ମନ ଇଛା ରାସ୍ତାରେ ଗଡୁ ଛନ୍ତି ।

ଆଉ ଦେଖି ପାରୁଥିବେ ସେ କେମିତି ଏବେ ବଞ୍ଚୁ ଛନ୍ତି ତାଙ୍କ ଜୀବନ । ତେବେ ବନ୍ଧୁଗଣ ଏହି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେରର 349 ନମ୍ବର ଜାତୀୟ ରାଜପଥ ନିକଟରେ । ବହୁତ ସମୟ ବିତିବା ପରେ ସମାଜସେବୀ ବାପି ମହାନ୍ତି ଯୁବତୀଙ୍କୁ ଉଦ୍ଧାର କରିବା ସହ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ହସ୍ପିଟାଲ ନେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button