କ୍ରାଇମ

12 କି.ମି. ପର୍ଯ୍ୟନ୍ତ ସ୍ତ୍ରୀ ମୁଣ୍ଡକୁ ଧରି ଚାଲିଲା ସ୍ଵାମୀ, ଅସଲ କାରଣ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ହୋସ ଉଡିଗଲା…ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ବୃଦ୍ଧ ବୟସ୍କ ବ୍ୟକ୍ତି ନିଜ ସ୍ତ୍ରୀ କୁ ହାଆଣି, ହାତରେ କଅଟା ମୁଣ୍ଡ ଧରି ୧୨ କି.ମି ଚାଲି ଚାଲି ଥାନାରେ ପହଞ୍ଚିଛନ୍ତି । ସେହି ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ମୁଁ ବହୁତ ଦୁଖଃ କଷ୍ଟ ରେ ରାତିରେ ମୂଲଲାଗି ମୋ ଦୁଇ ପୁଅକୁ ମଣିଷ କରିଥିଲି । ଗୋଟିଏ ପୁଅ ଅର୍ମୀରେ ଅନ୍ୟଟି କେଉଁ ଏକ କମ୍ପାନୀରେ ଚାକିରୀ କରିଅଛି । କିନ୍ତୁ ଏହି ବୃଦ୍ଧ ବୟସରେ ମତେ ସ୍ତ୍ରୀ ସହିତ ଦୁଇ ପୁଅ ମଧ୍ୟ ପଚାରନ୍ତି ନାହିଁ । ଦୁଇ ପୁଅ କୁହନ୍ତି ଆମ୍ଭେ ଖାଇବାକୁ ଦେବୁନହିଁ ।

ସ୍ତ୍ରୀ ମଧ୍ୟ ତାହା କୁହନ୍ତି ଯେ ଖାଇବାକୁ ଦେବିନାହିଁ ଜାଅ, କେଉଁଠି ବାହାରେ ଖାଇବା କଥା ଖାଇବ, ମାତ୍ର ଘରେ କିଛି ମିଳିବ ନାହିଁ । ବୃଦ୍ଧ ଜଣକ କାନ୍ଦି କାନ୍ଦି କହିଛନ୍ତି ଯେ ମୁଁ ଆଜ୍ଞା ! ମୂଲ ଲାଗି ଖାଇବା ଲୋକ ବହୁତ କଷ୍ଟରେ ଛୁଆ ଦୁହିଁଙ୍କୁ ମଣିଷ କରିଥିଲି । କିନ୍ତୁ କେହି ପଚାରିଲେ ନାହିଁ । ମୋ ସ୍ତ୍ରୀ କହିଲା ତତେ କୁକୁର ଖାଉ, ତୁ କେଉଁଠି ମରିଯା’, ତୋର ଧକ୍କା ହେଇଯାଉ ।

ଏଭଳି ବାରମ୍ବାର କହି ମତେ କେହି ଖାଇବାକୁ ଦିଅନ୍ତି ନାହିଁ । ଏଣୁ ମୁଁ ସ୍ତ୍ରୀ କୁ ହାଆଣିଦେଲି । ନଚେତ ମୁଁ ହାଆଣିବା ଲୋକ ନୁହେଁ । କି ଏଭଳି କେବେ କରିନହିଁ । ତେବେ ଏହିଭଳି ବୃଦ୍ଧ ଜଣଙ୍କ କହିଛନ୍ତି । ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

ସାଧାରଣତଃ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେଲେ ଅଥବା କୌଣସି ବିଷୟ କୁ ନେଇ ଯୁକ୍ତିତର୍କ ହେଲେ ସ୍ଵାମୀ ଗୋଟେ ଦୁଇ ଚାପୁଡା ରାଗରେ ମାଆରିବା ସ୍ଵାଭାବିକ । କିନ୍ତୁ ସ୍ତ୍ରୀ ଜଣକ ଏଭଳି କହିଲା ବୋଲି ସ୍ତ୍ରୀ ଙ୍କୁ ଜୀବନରୁ ହାଆଣି ତାହାର କଅଟା ମୁଣ୍ଡ ଧରି ୧୨ କି.ମି ରାସ୍ତାରେ ଚାଲି ଚାଲି ଯିବା କେତେ ଦୂରେ ସମ୍ଭବ ?

ଏହା ସାଧାରଣ ମନୁଷ୍ୟର ପରିଚୟ ଦିଏନହିଁ । ବୋଧ ହୁଏ ବ୍ୟକ୍ତି ଜଣଙ୍କ ନିଜ ମାନସିକ ଭାରସାମ୍ୟ ହରାଇ ଏଭଳି ଚରମ ନିଷ୍ପତ୍ତି ନେଇ ସ୍ତ୍ରୀ କୁ ସବୁଦିନ ଲାଗି ଚୁପ କରିଦେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button