ମନୋରଞ୍ଜନ

ବିନା ବିବାହରେ ହିଁ ସ୍ଵାମୀ ସୁଖ ନେଉଛନ୍ତି Bollywood ର ଏହି 4 ଜଣ ହିରୋଇନ, ନମ୍ବର 3 ଙ୍କ ପ୍ରେମୀ ତ ତାଙ୍କ ଠାରୁ 20 ବର୍ଷ ସାନ

ବଲିଉଡ ଇଣ୍ଡଷ୍ଟ୍ରି ରେ ଏମତି ବହୁତ କିଛି ଯୋଡି ଅଛନ୍ତି ଯଉଁମାନେ ଖୁବ ଚର୍ଚ୍ଚା ରେ ରହିଥାନ୍ତି ଯାହାର କାରଣ, ସେମାନେ ବିବାହ ନକରି ମଧ୍ୟ ଏକା ସହିତ ରହିଥାନ୍ତି । ତେବେ ଆସନ୍ତୁ ଚର୍ଚ୍ଚା କରିବା ଏହି ବିଷୟରେ। ବଲିଉଡ ଇଣ୍ଡଷ୍ଟ୍ରି ରେ ଏମିତି ବହୁତ କିଛି ଫିଲ୍ମ ବନିସାରିଛି ଯାହାକି ଏହି ବିବାଦ କୁ ସାମ୍ନାକୁ ଆଣିସାରିଛି, କିଛି ଦିନ ତଳେ ଆସିଥିବା କାର୍ତିକ ଆରୀଆନ ଆଉ କୀର୍ତି ସେନନ ଙ୍କ ଫିଲ୍ମ ଲୁକାଛୁପି ରେ ମଧ୍ୟ ଏହି ଲିଭ ଇନ ରିଲେସନସିପ ବିଷୟରେ ଦେଖା ଯାଇଥିଲା,

କିନ୍ତୁ ବହୁତ କିଛି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯିଏ କି ରିଅଲ ଲାଇଫରେ ମଧ୍ୟ ଏହି ସବୁ ଜିନିଷ କରିସାରିଛନ୍ତି ଆଉ ବହୁତ ଚର୍ଚ୍ଚାରେ ମଧ୍ୟ ଆସି ସାରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି 4ଟି ସେଲିବ୍ରିଟି ଯୋଡି ଯିଏ କି ଲିଭ ଇନ ରିଲେସନସିପ ରେ ରହି ସାରିଛନ୍ତି ।

1. ଅର୍ଜୁନ କପୁର ଓ ମଲାଇକା ଅରୋରା:

ଅର୍ଜୁନ କପୁର ଓ ମଲାଇକା ଅରୋରା ଲିଭ ଇନ ରେ ବହୁତ ମଜାରେ ରହୁଛନ୍ତି । ଲକଡାଉନ ରେ ମଧ୍ୟ ଏମାନଙ୍କ ଫଟୋ କିଛି ସାମ୍ନାକୁ ଆସିଛି ଯେଉଁଥିରେ ଏଇ 2 ଜଣ କୁ ଏକା ସଙ୍ଗେ ଦେଖି ସଫା ଜଣାପଡୁଛି କି ଏମାନଙ୍କ ବିଷୟରେ ଯାହା କିଛି ଖବର ଆସୁଥିଲା ତାହା ମିଛ ନୁହେଁ । ଏହି 2 ଜଣ ବହୁତ ଆଗରୁ ସମ୍ଭନ୍ଧ ରେ ଥିଲେ । ହେଲେ 2ଜଣଙ୍କ ବିବାହ ଖବର ଆଜି ଯାଏ ଆଇ ନାହିଁ ।

2. ରଣବୀର କପୁର ଓ ଆଲିଆ ଭଟ୍ଟ:

ଏହି 2 ଜଣଙ୍କ ବିବାହ ଖବର ଚାରିଆଡେ ଶୁଣିବାକୁ ମିଳୁଛି । ଆଉ କୁହାଯାଉଛି କି ଏଇ 2 ଜଣ ଏହି ବର୍ଷ ଶେଷ ସୁଦ୍ଧା ବିବାହ ମଧ୍ୟ କରିପାରନ୍ତି । କିନ୍ତୁ ଏମନେ ବର୍ତ୍ତମାନ ଲିଭ ଇନ ରିଲେସନସିପରେ ମଧ୍ୟ ରହୁଛନ୍ତି । ଏମାନଙ୍କୁ ପ୍ରାୟତଃ ଏକା ସହିତ ବହୁତ ଥର ସ୍ପଟ ମଧ୍ୟ କର ଯାଇଛି । ଏପ୍ରିଲ ମାସରେ ରଣବିରଙ୍କ ପିତା ଋଷି କପୁରଙ୍କ ଦେହାନ୍ତ ର କିଛି ଦିନ ପରେ ରଣବିର, ଆଲିଆଙ୍କ ସହ ମିଶି ନିଜ ଫ୍ଲାଟରେ ରେ ଲିଭ ଇନ ରିଲେସନସିପରେ ରହିବା ଆରମ୍ଭ କରିଦେଲେ । ଏହା ଛଡା ରଣବିର କଟ୍ରିନା କେଫଙ୍କ ସଂଗେ ମଧ୍ୟ ଆଗରୁ ଏପରି ଲମ୍ବା ସମୟ ଯାଏଁ ରହି ସାରିଛନ୍ତି ହେଲେ ତାଙ୍କ ସହ ବାହା ହେବା ର କିଛି ଖବର ଆଜି ଯାଏ ଶୁଣାଯାଇନାହିଁ।

3. ସୁଶ୍ମିତା ସେନ ଓ ରୋହମାନ ସଲ:

ସୁଶ୍ମିତା ସେନ ଓ ରହମାନ ସଲ ମଧ୍ୟ ଲିଭ ଇନ ରିଲେସନସିପରେ ରହୁଛନ୍ତି । ଏ 2 ଜଣଙ୍କ ବୟସ ରେ 20ବର୍ଷ ର ଅନ୍ତର ମଧ୍ୟ ଅଛି ଯେଉଁଠି ସୁଶ୍ମିତା ରହମାନଙ୍କ ଠାରୁ 20ବର୍ଷ ବଡ ଅଟନ୍ତି । ହେଲେ ଏ ଦୁହେଁ ଏକା ସଂଗେ ଖୁବ ଖୁସିରେ ରହୁଛନ୍ତି । ଏହା ସହିତ ସୁଶ୍ମିତାଙ୍କର 2ଜଣ ପୋଷ୍ୟପୁତ୍ରୀଙ୍କ ସହ ରହମାନଙ୍କ ସମ୍ପର୍କ ମଧ୍ୟ ବହୁତ ଭଲ ରହିଅଛି ।

4. ଶ୍ରୀଦେବୀ ଓ ବୋନି କପୁର:

କୁହାଯାଉଛି କି ଏହି ଲିଭ ଇନ ରିଲେସନସିପର ଟ୍ରେଣ୍ଡ କୁ ବଲିଉଡ କୁ ଶ୍ରୀଦେବୀ ଓ ବୋନି କପୁର ଆଣିଛନ୍ତି ବୋଲି । ସେତେବେଳେ ଏମାନେ ଏକା ସଂଗେ ଲିଭ ଇନ ରେ ରହୁଥିଲେ ଓ ଯେବେ ଶ୍ରୀଦେବୀଙ୍କର ଗର୍ଭବତୀ ହେବାର ଖବର ସାମନା କୁ ଆସିଲା ତେବେ ଏ ଦୁହେଁ ବିବାହ କରି ନେଇଥିଲେ । ଆଉ ଏମାନଙ୍କ ବିବାହ ର କିଛି ମାସ ପରେ ଏମାନନକ ଘରେ ଗୋଟେ ଝିଅର ଜନ୍ମ ହେଲା ଯାହାକୁ ଆମେ ଆଜି ଜାହ୍ନବୀ କପୁର ଙ୍କ ନାମରେ ଜାଣିଛୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button