ମନୋରଞ୍ଜନ

ଯଦି ଝିଅମାନେ ଦେଖିଥାନ୍ତି ଗୋଟେ Handsome ପୁଅକୁ ତେବେ ଭବିପାରନ୍ତି ଏହି ପାଞ୍ଚଟି କଥା!

ଯଦି ଝିଅମାନେ ଦେଖିଥାନ୍ତି ଗୋଟେ Handsome ପୁଅକୁ ତେବେ ଭବିପାରନ୍ତି ଏହି ପାଞ୍ଚଟି କଥା!

ଝିଅ ମାନଙ୍କୁ ଏମିତି ପୁଅ ପସନ୍ଦ ଯିଏ  Handsome ହେବା ସହ ଭଲ ଭଲ କଥା ମଧ୍ୟ କହି ପାରନ୍ତି. ଖାସ କରିକି ଯେଉଁ ପୁଅ ମାନେ ସବୁବେଳେ ଖୁସି ରୁହନ୍ତି ସେମାନଙ୍କ ଉପରେ ତା ବହୁତ ଶୀଘ୍ର ଫିଦା ହେଇଯାଇନ୍ତି .ଯେତେବେଳେ ବି ତାଙ୍କ ସାମ୍ନାକୁ କୌଣସି Handsome ପୁଅ ଆସନ୍ତି ସେମାନେ କଣ ଭାବନ୍ତି ଆସନ୍ତୁ ଜାଣିବା .

 

ତେବେ ଭବିପାରନ୍ତି ଏହି ପାଞ୍ଚଟି କଥା!

1.କଥା ହବାକୁ ଚାହାନ୍ତି- ଯେ କୌଣସି Handsome ପୁଅ କୁ ଦେଖିକି ଝିଅ ମାନେ କିଛି ରିଆକ୍ସନ ଦିୟନ୍ତି ନାହିଁ କିନ୍ତୁ ତାଙ୍କ ସହ କଥା ହବାକୁ ଛାହିଁ ଥାନ୍ତି ତେବେ ଯଦି ସେ ପୁଅ ତ୍ବକୁ ଅଟେସନ ଦିୟନ୍ତି ତ ତାଙ୍କୁ ଭଲ ଲାଗେ .

2.ସବୁବେଳେ ଦେଖିବା- ଯଦି କୌଣସି Handsome ପୁଅ ଅଫିସ ରେ ତାଙ୍କ ସାମ୍ନାରେ ପଡି ଯାଏ ତା ସେ ସବୁବେଳେ ସାମ୍ନାରେ ଦେଖିବାକୁ ଚାହାନ୍ତି .

3.ବିବାହିତ ନ ହୋଇଥାଉ- ହେଣ୍ଡସମ ପୁଅ ଦେଖିଲା ପରେ ଝିଅ ମାନେ ଭାବି ଥାନ୍ତି କି କାଶ ପୁଅ ବିବାହିତ ନ ହେଇ ଥାଉ .

4.କେମିତି ସାଙ୍ଗ ହେବେ- ହେଣ୍ଡସମ ପୁଅ ଦେଖିଲା ପରେ ଝିଅ ମାନେ ଭାବି ଥାନ୍ତି କି ତାଙ୍କ ସାଙ୍ଗରେ କେମିତି ବନ୍ଧୁତା କରିବେ . ସେ କିଛି ନା କିଛି ବାହାନାରେ ବନ୍ଧୁତା କରିବାକୁ ଚାହିଁଥାନ୍ତି  .

5.ରୋମାନ୍ସ କେମିତି କରୁଥିବା- ହେଣ୍ଡସମ ପୁଅ ଦେଖିଲା ପରେ ଝିଅ ମାନେ ଭାବି ଥାନ୍ତି କି ପୁଅ ରୋମାନ୍ସ କେମିତି କରୁଥିବା ଏବଂ ତାଙ୍କ ସହ ନିଜର ଯୋଡି କେମିତି ରହିବ ..

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button