ମନୋରଞ୍ଜନ

ସୁଶାନ୍ତ ସିଂହ ମୃତ୍ୟୁ ଖବର ଶୁଣି ତାଙ୍କ ଭାଉଜଙ୍କର ମଧ୍ୟ ହେଲା ମୃତ୍ୟୁ

ଶୁଶାନ୍ତସିଙ୍ଗ ରାଜପୁତଙ୍କ ବିଷୟରେ ଆପଣ ଜାଣିବା ପାଇଁ ପାଇଥିବେ, ତେବେ ବର୍ତମାନ ତାଙ୍କ ମୃତ୍ୟୁ ଦ୍ଵାରା ସମସ୍ତଙ୍କୁ ବହୁତ ବଡ ଝଟକା ଲାଗିଛି ଓ କେତେକ ଫ୍ୟାନ୍ସ ଏହି କଥା ମାନିବାକୁ ନାରାଜ ଅଛନ୍ତି ଯେ ତାଙ୍କ ହିରୋ ବା ତାଙ୍କ ଆଇଡଲ ଆଉ ଏହି ଦୁନିଆରେ ନାହାନ୍ତି, ତେବେ ସୁଶାନ୍ତ ସିଙ୍ଗ ସମସ୍ତଙ୍କ ସହ ବହୁତ ଭଲ ବ୍ୟବହାର କରୁଥିଲେ ଓ ସବୁଠାରୁ ଦୁଃଖର କଥା ଏହା ଯେ ଏହି ହସୁଥିବା ଚେହେରା ପଛରେ ଗୋଟେ ଭାଙ୍ଗିଥିବା ମଣିଷ ଥିଲା ଯାହାକୁ କେହି ଦେଖି ପାରି ନଥିଲେ । ତେବେ ସୁଶାନ୍ତ ନିଜ ଫିଲ୍ମ ଛିଛୋରେ ରେ ଲୋକଙ୍କୁ ଏହା ବୁଝେଇବା ପାଇଁ ଚେଷ୍ଟା କରିଥିଲେ ଯେ ଆତ୍ମହତ୍ୟା କୌଣସି ସମସ୍ଯା ସମାଧାନ ନୁହ କିନ୍ତୁ ସେ ନିଜେ ନିଜ ସମସ୍ଯା ଉପରେ ଜିତ ହାସିଲ କରି ପାରିଲେ ନାହିଁ ଓ ସମସ୍ତଙ୍କୁ ଛାଡି ଚାଲି ଗଲେ ।

Image Courtesy: Google

ସୁଶାନ୍ତ ସିଙ୍ଗ କ ଆତ୍ମହତ୍ୟା ଖବର ଶୁଣି ତାଙ୍କ ଭାଉଜ ସୁଧା ଦେବୀ ଖାଇବା ପିବା ଛାଡି ଦେଇଥିଲେ ଓ ତାଙ୍କ ଦେହ ଏତେ ଖରାପ ହୋଇଗଲା ଯେ ତାଙ୍କୁ ହସ୍ପିଟଲରେ ଏଡମିଟ କରା ଯାଇଥିଲା, ତେବେ ହସ୍ପିଟଲରେ ଡକ୍ଟର ଚିକିତ୍ସା କଲା ପରେ କହିଥିଲେ ଯେ ସେ ବହୁତ ଡିପ୍ରେସନ ରେ ଅଛନ୍ତି ଓ ଏହି ଡିପ୍ରେସନ ସମ୍ଭାଳି ନ ପାରି ସୁଶାନ୍ତ ସିଙ୍ଗ କ ଭାଉଜ ମଧ୍ୟ ମୃତ୍ୟୁ ବରଣ କରିଥିଲେ ।

Image Courtesy: Google

ସୁଶାନ୍ତ ସିଙ୍ଗ ରାଜପୁତଙ୍କର ଅନ୍ତିମ ସଂସ୍କାର ମୁମ୍ବାଇ ର ଭିଲେ ପାଲେ ରେ କରା ଯାଇଥିଲା, ତେବେ ସନ୍ଧ୍ୟା ୫ଟାରେ ଏହି ଖବର ଶୁଣି ତାଙ୍କ ଭାଉଜଙ୍କର ଦେହ ଖରାପ ହବାକୁ ଲାଗିଲା ଯାହା ପରେ ତାଙ୍କୁ ମଧ୍ୟ ହସ୍ପିଟଲରେ ଏଡମିତ କରା ଗଲା କିନ୍ତୁ ଏହି କଥା ତାଙ୍କ ମନ ଉପରେ ଏତେ ବଡ ଆଘାତ କରିଥିଲା ଯେ ସେ ଏହି ଦୁଃଖ ସମ୍ଭାଳି ପାରିଲେ ନାହିଁ ଓ ମୃତ୍ୟୁକୁ ପ୍ରାପ୍ତ ହେଲେ ।

Image Courtesy: Google

ତେବେ ଆପଣ ସୁଶାନ୍ତ ସିଂହକ ବାପାଙ୍କ ବିଷୟରେ ଶୁଣିବାକୁ ପାଇଥିବେ ଯେତେବେଳେ ସେ ସୁଶାନ୍ତଙ୍କ ଏହି ଖବର ଶୁଣିବାକୁ ପାଇଥିଲେ ସେତେବେଳେ ସେ ବେହୋସ ହୋଇଯାଇଥିଲେ ଓ ହୋସରେ ଆସିବା ପରେ ନିଜକୁ ସେ ବହୁତ କଷ୍ଟରେ ସମ୍ଭାଳିଲେ ଓ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ମୁମ୍ବାଇ ଆସିଥିଲେ, ଏହା ଛଡା ସୁଶାନ୍ତଙ୍କ ଭାଇ ଯିଏ ଗୋଟେ ବିଜେପି ସାଂସଦ ଅଛନ୍ତି ସିଏ ମଧ୍ୟ ନିଜ ଭାଇ ଅନ୍ତିମ ସଂସ୍କାର ପାଇଁ ମୁମ୍ବାଇ ଆସି ପହଞ୍ଚି ଥିଲେ । ସୁଶାନ୍ତଙ୍କ ପରିବାରରେ ଏହି ଦୁଇ ଦୁଇଟି ମୃତ୍ୟୁ ପାଇଁ ତାଙ୍କ ପରିବାର ସମ୍ପୂର୍ଣ ଭାବରେ ଭାଙ୍ଗି ପଡିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button