ବିଚାର

ନିର୍ବନ୍ଧ ପରେ ପୁଅ ମାନେ ଏହି ଖରାପ କାମ ଠାରୁ ଦୂରେଇ ରୁହନ୍ତୁ – ନହେଲେ ଭାଙ୍ଗିଯିବ ସମ୍ପର୍କ

ନିର୍ବନ୍ଧ ପରେ ପୁଅ ମାନକୁ ଏହି କମ ଠାରୁ ଦୂରେଇ ରୁହନ୍ତୁ

ଏମତି ଜଣା ଯାଏ କି ଗୋଟେ ପୁଅ ଓ ଗୋଟେ ଝିଅ ର ନିର୍ବନ୍ଧ ପରଠୁ ବାହାଘର ଭିତର ସମୟ ତାଙ୍କର ଖୁସି ର ସମୟ । ଯେବେ ଉଭୟ ଉଭଯଙ୍କୁ ବୁଝିବାକୁ ଓ ଜାଣିବାକୁ ସୁଯଗ ମିଳିଥାଏ ଏମତି ସମୟରେ କିଛି ପିଲା ଶୀଘ୍ର ବୁଝି ଯାନ୍ତି ତ କିଛି ପିଲା ବୁଝି ପାରନ୍ତିନୀ ଯେମତୁ କି ଆପଣ ମାନେ ବି ଜାଣିଥିବେ କି ଯେବେ ପିଲା ବଡ ହଈ ଚାକିରି କରିବାକୁ ଦ୍ଵାରା ମା ବାପା ଙ୍କୁ ତାଙ୍କ ଛୁଆ ମାନକ ବାହାଘର ଚିନ୍ତା ଲାଗେ ଯେ କି ପୁଅ ବାହା ହବା କି ନାହି ।

ଆଜିର ପିଢୀର ଝିଅ କି ପୁଅ ବାହାଘର ପାଇଁ ଭାବୁନାହନ୍ତି ବି । ଏମତି ରେ ଯଦି ଆପଣ ଆପଣା ପୁଅ ର ବାହାଘର ଯଦି କରି ଦେଇ ଛନ୍ତି କିମ୍ବା ଅପେଖ୍ୟା କରି ଛନ୍ତି ତଳେ ସତର୍କ ହୋଇ ରୁହନ୍ତୁ କହିକି ନା ଅପନକ ପୁଅ ର ଗୋଟେ ଭୁଲ ରେ ସମ୍ପର୍କ ଭାଙ୍ଗି ବି ପାରେ । ନିର୍ବନ୍ଧ ପରେ ପୁଅ ଏହି ଭୁଲ କରିବା ଆଗରୁ ସାବଧାନ ହଏ ଜୀବ ଦରକାର । ଯଦି ଆପଣ ସମ୍ବନ୍ଧ କୁ ନଈ ମନସ୍ଥ କରିଛନ୍ତି ତେବେ ଏହି କଥା କୁ ଧ୍ୟାନ ରେ ପଢନ୍ତୁ ଏବଂ ବୁଝିବାକୁ ଚେଷ୍ଟା କରନ୍ତୁ ।

ନିର୍ବନ୍ଧ ପରେ ପୁଅ ମାନେ କରନ୍ତୁ ନାହି ଏହି ଭୁଲ

ଆଜିକାଲି ଏହା ଏକ ସାଧାରଣ କଥା ହୋଇଗଲାଣି, ଯେ ନିର୍ବନ୍ଧ ପରେ ପୁଅ ଓ ଝିଅ ଦେଖା ହେବା ଓ ଫୋନ ରେ ଘଣ୍ଟା ଘଣ୍ଟା କଥା ହେବା । ଏହି ସମୟ ମଧ୍ୟରେ ଯଦି ପୁଅ ମାନେ ଏହି ଭୁଲ ମଧ୍ୟରୁ କୌଣସି ଗୋଟେ ବି ଭୁଲ କରନ୍ତି ତେବେ ଝିଅ ମାନେ ଏହି ନିରବନଧକୁ ଭାଙ୍ଗିବା ପାଇଁ ବାଧ୍ୟ ହୋଇଯାନ୍ତି । କାହିଁକି ନା ଝିଅମାନେ ଏମିତି ଏକ ଜୀବନସାଥିର ସ୍ଵପ୍ନ ଦେଖନ୍ତି ଯିଏ ତାଙ୍କୁ ବୁଝିବ ଓ ତାଙ୍କ ସମ୍ମାନରେ ସର୍ବଦା ଠିଆ ହେବ । ସେଥିପାଇଁ ନିର୍ବନ୍ଧ ପରେ ପୁଅ ମାନଙ୍କୁ କେଉଁ କେଉଁ ଭୁଲ କରିବାରୁ ବଞ୍ଚିବା ଦରକାର ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

1- ପ୍ରାୟତଃ ଦେଖାଯାଏ ନିର୍ବନ୍ଧ ସାରିବା ପରେ ପୁଅମାନେ ଝିଅ ମାନଙ୍କ ଉପରେ ଏତେ ହୁକୁମ ଚଳାନ୍ତି ଯେମିତି ସେମାନଙ୍କ ବିବାହ ହୋଇସାରିଛି । ଆଜିକାଲିର ଝିଅମାନେ କେବେବି ଚାହିଁବେନି ଯେ ତାଙ୍କ ସ୍ଵାମୀ ତାଙ୍କୁ ଏକ ଚାକରାଣୀ ବୋଲି ଭାବୁ । ସେଥିପାଇଁ ଏମିତି କାମ କେବେବି କରନ୍ତୁ ନାହିଁ ।

 

2- ନିର୍ବନ୍ଧ ପରେ ଆଜିକାଲି ଏହା ଏକ ସାଧାରଣ କଥା ହୋଇଗଲାଣି ଯେ ପୁଅ ଝିଅ ପ୍ରାୟ ଏକାଠି ବୁଲାବୁଲି ବା ଦେଖା କରନ୍ତି । ଏହା କରିବା ମଧ୍ୟ ଠିକ, କାହିଁକି ନା ଯଦି ଏହା ଏରେଞ୍ଜ ବିବାହ ହେଉଛି ତେବେ ଏହା ଦ୍ଵାରା ସେମାନେ ଦୁହେଁ ଦୁଇଜଣଙ୍କୁ ଭଲ ଭାବରେ ଜାଣିପାରିବେ । କିନ୍ତୁ ବିଶେଷ ଦେଖା ହେବା ଏହି ସମ୍ପର୍କ ପାଇଁ ଭଲ ନୁହେଁ ।

 

3- ସବୁ ଝିଅମାନେ ଚାହାନ୍ତି ତାଙ୍କ ସ୍ଵାମୀ ତାଙ୍କୁ ବହୁତ ମାନ-ସମ୍ମାନ ଦିଅନ୍ତୁ, ତାଙ୍କର ଇଜ୍ଜତ କରନ୍ତୁ, ଯାହା ସେ ବିବାହ ପରେ ଦେବେ । କିନ୍ତୁ ଯଦି ଆପଣ ଏମିତି କିଛି ବି କାମ କରିଦିଅନ୍ତି ଯାହା ତାଙ୍କୁ ଭଲ ଲାଗିବ ନାହିଁ ତେବେ ଆପଣଙ୍କ ଏହି ସମ୍ପର୍କ ଭାଙ୍ଗି ଯାଇ ପାରେ ।

 

4-ବିବାହ ଠିକ ହେବା ପୂର୍ବରୁ ବହୁତ ପୁଅ ଅଛନ୍ତି ଯିଏ ନ୍ଯାଚୁରାଲ ରୁହନ୍ତି କିନ୍ତୁ କିଛି ଏମିତି ପିଲା ଅଛନ୍ତି ଯେଉଁମାନେ ବହୁତ ଭଲେଇ ହୁଅନ୍ତି । କିନ୍ତୁ ନିର୍ବନ୍ଧ ହେବା ପରେ ସେ ତାଙ୍କର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରନ୍ତି । ଏବଂ ସେଇ କଥା ଝିଅମାନଙ୍କୁ ଖରାପ ଲାଗିପାରେ ଓ ସେ ଏହି ସମ୍ପର୍କ ଭାଙ୍ଗି ପାରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button