ବିଚାର

କଣ ଆପଣ ଜାଣନ୍ତି ଆଙ୍ଗୁଠିରେ ହେଉଥିବା ଅର୍ଦ୍ଧଚନ୍ଦ୍ର ସମ୍ପର୍କରେ ?

ଆମ ଶରୀରର ଅଙ୍ଗକୁ ନେଇ ଏମିତି ଅନେକ କାରଣ ରହିଛି ଯାହା ଆମର ସ୍ବାସ୍ଥ୍ୟ ଏବଂ ସ୍ବଭାବ ବିଷୟରେ ଜଣାଇଥାଏ। ଯେମିତ ହସ୍ତରେଖାରୁ ଆମର ଭାଗ୍ୟ ଏବଂ ଆଙ୍ଗୁଠିକୁ ଦେଖି ଆମର ସ୍ବଭାବ ଜାଣି ହୁଏ। ଏମିତିରେ ଆମ ଆଙ୍ଗୁଠିରେ ହେଉଥିବା ଅର୍ଦ୍ଧଚନ୍ଦ୍ର ଆମର ସ୍ବାସ୍ଥ୍ୟକୁ ନେଇ ଅନେକ ଇସାରା ଦେଇଥାଏ ଯାହା ଆମକୁ ଅଜଣା ଥାଏ। ଏହି ଚିହ୍ନ ଆମକୁ କଣ ଇସାରା ଦେଇଥାଏ କଣ ତାହା କେବେ ଆପଣ ଦ୍ରୁଷ୍ଟି ରଖିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଚିହ୍ନ ସମ୍ପର୍କରେ। ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ଧଳା ରଙ୍ଗର ଅର୍ଦ୍ଧଚନ୍ଦ୍ର ଆପଣଙ୍କର ସ୍ବାସ୍ଥ୍ୟ ବିଷୟରେ ଜଣାଇଥାଏ।

lunulaଚାଇନିଜ ଅନୁସନ୍ଧାନରୁ ଜଣାଯାଇଛି ଯେ ଏହା ସ୍ବାସ୍ଥ୍ୟକୁ ମାପିବାର ପାରାମିଟର ଅଟେ। ଏହାର ଅବସ୍ଥିତି ଆପଣଙ୍କର ସ୍ବାସ୍ଥ୍ୟର ସୂଚନା ଦେଇଥାଏ। ଯଦି ଆପଣଙ୍କ ସ୍ବାସ୍ଥ୍ୟ ଭଲ ନଥାଏ ତେବେ ଏହି ଚିହ୍ନ ଦୂରେଇ ଯାଇଥାଏ ଏବଂ ଆପଣଙ୍କର ସ୍ବାସ୍ଥ୍ୟ ଭଲ ହେଲେ ଏହା ପୁର୍ନବାର ପୁଣି ଆପଣଙ୍କ ଆଙ୍ଗୁଠିକୁ ଚାଲିଆସେ। ଯଦି ଆପଣଙ୍କର ୧୦ ଆଙ୍ଗୁଠି ମଧ୍ୟରୁ ୮ ଆଙ୍ଗୁଠିରେ ଏହା ଦେଖାଯାଏ ତେବେ ଆପଣଙ୍କ ସ୍ବାସ୍ଥ୍ୟ ଉତ୍ତମ ରହିଛି। ଏହା ସହିତ ଯଦି ଆପଣଙ୍କ ଆଙ୍ଗୁଠିରୁ ଏହା ବାରମ୍ବାର ଗାୟବ ହୋଇଯାଉଛି ତେବେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟକୁ ନେଇ ଭାବିବା ଉଚିତ।

lunalଚାଇନିଜ ବାସ୍ତୁଶାସ୍ତ୍ର ଅନୁସାରେ ଏହା ସେତେବେଳେ ଗାୟବ ହୋଇଯାଏ ଯେତେବେଳେ ଆପଣଙ୍କ ସ୍ବାସ୍ଥ୍ୟ ଭଲ ନଥାଏ। ମେଡିକାଲ ଏକ୍ସପର୍ଟର କହିବାନଯାୟୀ ଏହି ଚିହ୍ନ ଅନେକ ରୋଗର ଖୁଲାସା କରିଥାଏ। ଏହି ଅର୍ଦ୍ଧଚନ୍ଦ୍ରର ଅବସ୍ଥିତି ଆପଣଙ୍କର ସ୍ବାସ୍ଥ୍ୟର ସୂଚନା ଦେବା ସହିତ ଶରୀରର ଆଇରନ ଏବଂ ଥାଇରଏଡର ମଧ୍ୟ ସୂଚନା ଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button