ବିଚାର

ଏମିତି ଘରକୁ କେବେ ବି ଆସନ୍ତି ନାହିଁ ମା’ ଲକ୍ଷ୍ମୀ, ସବୁବେଳେ ଲାଗି ରହିଥାଏ ଦୁଃଖ ଦରିଦ୍ରତା (Vastu Tips)

ଆମେ ଆଜି କହିବା କି ଆମେ ରୋଜଗାର କରିବା ପରେ ମଧ୍ୟ ଆମେ କଣ ପାଇଁ ଖୁସିରେ ରହୁନୁ । ଆଜି ଆମେ କହିବ ଆକି ଆମେ ଏହି ଭଳି କିଛି କାମ କରୁ ଯାହା ପାଇଁ ଆମେ ଦୁଃକ୍ଷ କଷ୍ଟ ଭୋଗ କରି ଥାଉ । ଆଜି ଆମେ କହିବା କି ମା ଲକ୍ଷ୍ମୀ କେଁ ମାନଙ୍କ ଘରୁ ସବୁ ଦିନ ପାଇଁ ଛାଡି ଦିଅନ୍ତି । ଆପଣ ମାନେ ଜାଣି ଥିବେ କି ଆଜି କାଲିର ଲୋକମାନେ କାମ ଯୋଗୁ ଘରକୁ ସଫା କରୁ ନାହାଁନ୍ତି ଏହା ସବୁ ଠାରୁ ବଡ ଭୁଲ ଆପଣ ସବୁ ବେଳେ ଘର କୁ ସାଫା କରୀ ରଖନ୍ତୁ ।

କାରଣ ଏହା ନ କାଲେ ଏହା ଖରାପ ଶକ୍ତି କୁ ବଢାଇ ଦେଇ ଥାଏ । ଆପଣଙ୍କ ଘରେ ଯଦି ଅଇଁଠା ବାସନ ପଡିଛି କିମ୍ବା ଆପଣଙ୍କ ର ଏହି ଅଭ୍ୟାଶ ଅଛି ତେବେ ଏହାକୁ ଆଜି ହିଁ ବଦଳାଇ ଦିଅନ୍ତୁ କାରଣ ହେଉଛି କି ଏହା ଖରାପ ଅଟେ । ଆପଣଙ୍କ ଘରେ ଅନେକ ବାର ଖାଲି କଡେଇ କିମ୍ବା ଖାଲି ଚା ଜାଗା ଥୁଆ ହୋଇ ଥାଏ । ଯାହା ଦ୍ଵାରା ମା ଲକ୍ଷ୍ମୀ ଅସାନ୍ତି ହୋଇ ଥାନ୍ତି ।

ଘରେ ମନ୍ଦିର ପରେ ରୋଷେଇ ଘରକୁ ଆଗ ମହତ୍ଵ ଦିଆଯାଇଥାଏ । ଏହାକୁ ପବିତ୍ର ମଧ୍ୟ କୁହାଯାଏ । ଯଦି ଆପଣ ଚାହୁଁ ଛନ୍ତି କି ଆପଣଙ୍କ ଘରେ ସୂର୍ଯ୍ୟାସ୍ତ ପରେ ଆପଣ ଘର ଅଲାନ୍ତୁ ନି ଯଦି ଏହି ବ୍ଭାଳି କରିବା ପାଇଁ ପଡୁଛି ଏହାକୁ ଆପଣ ଏହାକୁ ଏକ କୋଣ ରେ ରଖୀ ଦିଅନ୍ତୁ । ଯେଉଁ ଘରେ କଳି ଝଗଡା କରିବା ଭଳି କାମ ସବୁ ଦିନ ହୁଏ ସେହି ଜାଗାରେ ମା ଲକ୍ଷ୍ମୀ ରୁହନ୍ତି ନି ।

ଯଦି ଆପଣଙ୍କ ଘରେ କିଛି ଅସୁବିଧା ଅଛି ତେବେ ଆପଣ ଝଗଡା ନ କରି ଏହାକୁ ସାନ୍ତ ହୋଇ ସମାଧାନ କରି ନିଅନ୍ତୁ । କାରଣ ସବୁ ଶକ୍ତି କୁ ଆପଣ ଝଗଡା କରିବା ପାଇଁ ଲଗାଇବେ ତ ଆପଣ କିଭଳି ଭାବେ କମ କରି ପାରିବେ । ଘରେ ଥିବା ବହୁ ଓ ସ୍ତ୍ରୀ ଲୋକଙ୍କୁ ଲକ୍ଷ୍ମୀ କୁହାଯାଏ । ଯଦି ଆପଣ ଘରେ ଆପଣ ଏହି ମାନଙ୍କୁ ସମ୍ମାନ ଦେଇ ନଥାନ୍ତି ତେବେ ଆପଣ ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଅସାନ୍ତି ହୋଇ ଥାନ୍ତି ।

ଏହା ପରେ ଆସେ ଅଳଶ । କିଛି ଲୋକମାନେ ଅଳଶ କାରଣରୁ ଡ଼ିହିପାରେ ସୋଇ ପଡି ଥାନ୍ତି କିନ୍ତୁ ଆପଣ କଣ ଜାଣି ଛନ୍ତି କି ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ରାଗି ଥାନ୍ତି ଆଜ୍ଞା ହଁ ସକାଳୁ ଉଠିବା ପରେ ନିଜ କର୍ମ ରେ ଲାଗି ଜୀବ ଅକଥା । ଯେଉଁ ମାନେ ଅଳସୁଆ ଥାନ୍ତି ସେମାନଙ୍କ ଘରକୁ କେବେହେଲେ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇ ନଥାଏ । ଏହା ସନାତନ ଧର୍ମ ରେ ମଧ୍ୟ କୁହାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button