ଦେଶ ବିଦେଶ

“ସ୍ଵସ୍ତିକ ଚିହ୍ନ” ଉପରେ କରାଯାଇଥିବା କେଜରିବାଲଙ୍କ ଟ୍ଵିଟ ରେ ରାଗିଗଲେ ଲୋକେ, କହିଲେ “ଏବେତ ଇଏ ସବୁ ସୀମା ପାର କରି ଦେଲା” କଣ ଥିଲା ତାଙ୍କୁ ଚାପୁଡା ମାରିବାର କାରଣ ଦେଖନ୍ତୁ ଭିଡିଓ…

ଆମ ଆଦମି ପାର୍ଟିର ସଂଯୋଜକ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଥାଆନ୍ତି । ଦିଲ୍ଲୀର ସିଏମ କେଜରିବାଲଙ୍କ ଛବି ଏମିତି ଅଟେ କି ଯିଏ କେବେ ବି କିଛି ବି କହି ଦିଅନ୍ତି । ସେ କେବଳ ବଡ ବଡ ବୟାନ ଦେଇଥାନ୍ତି ଓ କିଛି ଥର ନୂଆ ବିବାଦ ମଧ୍ୟ ସୃଷ୍ଟି କରି ଦିଅନ୍ତି । ଆଜ୍ଞା ହଁ, ବୁଧବାର ରାତିରେ ଦିଲ୍ଲୀର ସିଏମ କେଜରିବାଲ ଏକ ଟ୍ଵିଟ କରିଥିଲେ, ଯାହାକୁ ଦେଖି ଲୋକମାନେ ରାଗି ଯାଇଛନ୍ତି ।

ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

ସବୁବେଳେ ରାଜନୀତି ଉପରେ ବୟାନ ଦେଉଥିବା ଦିଲ୍ଲୀ ର ସିଏମ କେଜରିବାଲ ଏଥରକ ଧର୍ମକୁ ନେଇ ଏକ ବଡ ଟ୍ଵିଟ କରିଛନ୍ତି, ଯାହା ପାଇଁ ଲୋକ ବହୁତ ରାଗି ଯାଇଛନ୍ତି ।

ମାମଲା ଏତିକି ନଥିଲା ବରଂ ଦିଲ୍ଲୀ ର ସିଏମ କେଜରିବାଲଙ୍କୁ ଲୋକ ଟ୍ଵିଟରରେ ଗାଳି ମଧ୍ୟ କରିଛନ୍ତି । ପ୍ରକୃତରେ ଏଥରକ ମାମଲା ରାଜନୀତି ଉପରେ ନୁହେଁ, ବରଂ ହିନ୍ଦୁ ଧର୍ମ ଉପରେ ଅଟେ, ଯାହା ଉପରେ କେଜରିବାଲ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି ଓ ସବୁଆଡେ ଏହି କଥାର ଚର୍ଚ୍ଚା ।

ବୁଧବାର ରାତିରେ କେଜରିବାଲ ସ୍ଵସ୍ତିକ ଚିହ୍ନକୁ ନେଇ ଟ୍ଵିଟ କରିଛନ୍ତି, ଯାହା ପରେ ବିବାଦ ସୃଷ୍ଟି ହୋଇଛି । ପ୍ରକୃତରେ ଦିଲ୍ଲୀର ସିଏମ କେଜରିବାଲଙ୍କ ଟ୍ଵିଟରେ ସ୍ଵସ୍ତିକ ଚିହ୍ନ ଅଛି ଓ ତା ପଛରେ ଗୋଟିଏ ବ୍ୟକ୍ତି ଝାଡୁ ନେଇ ଦୌଡୁଛି । ଯାହା ପାଇଁ ହିନ୍ଦୁ ସମୁଦାୟ ରାଗିଯାଇଛି ଓ କେଜରିବାଲଙ୍କୁ ଯମେଇ କି ଟ୍ରୋଲ କରାଯାଉଛି । ଦିଲ୍ଲୀର ସିଏମ କେଜରିବାଲ ଏହି ଟ୍ଵିଟ ର କ୍ୟାପ୍ସନରେ ଲେଖିଥିଲେ କି ଏହା ତାଙ୍କୁ କେହି ପଠାଇଥିଲେ । କିନ୍ତୁ ଟ୍ଵିଟ ତ ତାଙ୍କ ଆକାଉଣ୍ଟ ରୁ କରାଯାଇଛି, ତେବେ ବିବାଦ ହେବା ସ୍ଵାଭାବିକ ଅଟେ ।

 

କେଜରିବାଲଙ୍କ ଏହି ଟ୍ଵିଟ ପରେ ଆମ ଆଦମି ପାର୍ଟିକୁ ନେତାମାନେ ଜବରଦସ୍ତ ନିସାନା ଲଗାଇଛନ୍ତି । କପିଲ ମିଶ୍ରା କହିଛନ୍ତି କି ହିନ୍ଦୁଙ୍କୁ ଘୃଣା କରୁଥିବା ଏହି ବ୍ୟକ୍ତି ପାଗଳ ହେଇଯାଇଛି । ସେଇଠି ବିଜେପି ନେତାମାଙ୍କର କହିବା କଥା ତୁମେ ମୋଦୀଙ୍କୁ ଘୃଣା କର ଠିକ ଅଛି କିନ୍ତୁ ସ୍ଵସ୍ତିକ ଚିହ୍ନର ଅପମାନ କରୁଛ ଏହା ତ ଭୁଲ ଅଟେ ।

ଏବେ କେଜରିବାଲ ଙ୍କ ଏହି ଟ୍ଵିଟ ରେ ବଡ ବିବାଦ ଆରମ୍ଭ ହୋଇ ସାରିଛି ଓ ତା ସହିତ ଲାଗୁଛି କି ସ୍ଵସ୍ତିକ ଚିହ୍ନକୁ ନେଇ ବଡ ରାଜନୀତି ହୋଇପାରେ । କେଜରିବାଲଙ୍କ ଏହି ଟ୍ଵିଟ କୁ ନେଇ ଲୋକ ମଧ୍ୟ ଯମେଇ କି କ୍ଳାସ ନେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button