ଶିକ୍ଷା

ଆଇଏଏସ ଇଣ୍ଟେରଭିୟୁ ପଚରାଗଲା, ଏମିତି କେଉଁ ପକ୍ଷୀ ଅଛି ଯିଏ କେବଳ ବର୍ଷା ପାଣି ହିଁ ପିଇଥାଏ, ଝିଅଟି ଦେଲା ଏହି ଉତ୍ତର

ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟେରଭିୟୁରେ ପଚରା ଯାଇଥିବା କିଛି ନୂଆ ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ । କାରଣ ଆଇଏଏସ ଇଣ୍ଟେରଭିୟୁ ଏକ ଏମିତି ପରୀକ୍ଷା ହୋଇଥାଏ ଯେଉଁଥିରେ ପାସ କରିବା ବହୁତ କଷ୍ଟ ହୋଇ ଥାଏ। ଆମେ ସମସ୍ତେ ବିଭିନ୍ନ ପକ୍ଷୀ ମାନଙ୍କ ବିଷୟରେ ଆଜିଛେ, କଣ ଆପଣ ମାନେ ଜାଣିଛନ୍ତି କି ଦୁନିଆରେ ଏକ ଏମିତି ପକ୍ଷୀ ଯିଏ କି କେବଳ ବର୍ଷା ପାଣି ହିଁ ପିଇଥାଏ ଆଉ କୌଣସି ଅଲଗା ପାଣି ପିଇନଥାଏ । ତାହେଲେ ଆସନ୍ତୁ ଜାଣିବା ଏହାର ଉତ୍ତର ବିଷୟରେ ।

Image courtesy: Google

୧ – କେଉଁ ଦେଶ ୯୧୮କିଲୋର ଖିଚଡ଼ି ସହିତ ବିଶ୍ଵ ରେକର୍ଡ କରିଛି ?

ଉତ୍ତର – ଭାରତ ଏହି ରେକର୍ଡ କରିଛି ।

୨- ସବୁଠାରୁ ବଡ ଆଖି କେଉଁ ସ୍ଥନ୍ୟପାୟୀ ପ୍ରାଣିର ଥାଏ ?

ଉତ୍ତର – ହରିଣର ସବୁଠାରୁ ବଡ ଆଖି ଥାଏ ।

୩ – ଆମେରିକା ଦ୍ଵାରା ପ୍ରଥମ ପରମାଣୁ ବମ କେବେ ପକାଯାଇ ଥିଲା ?

ଉତ୍ତର- ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ପକାଯାଇ ଥିଲା ।

୪ – ବିଦ୍ୟୁତ ପ୍ରେସ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର – କ୍ରୋମ୍ପଟନ ବିଦ୍ୟୁତ ପ୍ରେସର ଆବିଷ୍କାର କରିଥିଲେ ।

୫ – ବିଜୟ ସ୍ତମ୍ଭ କେଉଁଠାରେ ଅଛି ?

ଉତ୍ତର – ଚିତୌଡଗଡ ରେ ବିଜୟ ସ୍ତମ୍ଭ ଅଛି ।

୬ – କେଉଁ ସହର ଚୋଳ ରାଜାଙ୍କର ରାଜଧାନୀ ଥିଲା ?

ଉତ୍ତର – ତଞ୍ଜୋର ସହର ଚୋଳ ରାଜାଙ୍କର ରାଜଧାନୀ ଥିଲା ।

୭ – ରାଣୀ ପଦ୍ମିନୀଙ୍କ ନାମ ଖିଲଜିର ଚିତୌଡ ବିଜୟରେ ଯୋଡା ଯାଇଥାଏ । ରାଣୀ ପଦ୍ମିନୀ କାହାର ପତ୍ନୀ ଥିଲେ ?

ଉତ୍ତର – ରାଣା ରତନ ସିଂହଙ୍କ ପତ୍ନୀ ଥିଲେ ମହାରାଣୀ ପଦ୍ମାବତୀ ।

୮ – ଏକ ଟଙ୍କିଆ ନୋଟ କିଏ ଜାରି କରିଥାନ୍ତି ?

ଉତ୍ତର – ଅର୍ଥ ମନ୍ତ୍ରାଳୟ ଜାରି କରିଥାନ୍ତି ।

୯ – ଏମିତି କେଉଁ ପକ୍ଷୀ ଅଛି ଯିଏ କେବଳ ବର୍ଷା ପାଣି ହିଁ ପିଇଥାଏ ?

ଉତ୍ତର – ଚାତକ ଏକ ଏମିତି ପକ୍ଷୀ ଅଟେ ଯିଏ କେବଳ ବର୍ଷା ପାଣି ପିଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button