ନୀତି

ସ୍ତ୍ରୀର ଏହି ଅଙ୍ଗ ବଡ଼ ହୋଇଥିଲେ ସ୍ୱାମୀ ହୋଇଯାଏ କୋଟିପତି

ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି ସ୍ତ୍ରୀ ର ଏହି ଜିନିଷ ବଡ଼ ହୋଇଥାଏ। ତେବେ ଏମାନଙ୍କ ସ୍ୱାମୀ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କ ଭାଗ୍ୟ ଖୁବ ଉଜ୍ବଳ ଥାଏ। ଏମାନେ ଜୀବନରେ ବହୁତ କିଛି ପାଇଥାନ୍ତି।ସମୁଦ୍ର ଶାସ୍ତ୍ର ଅନୁସାରେ ସ୍ତ୍ରୀ ଶରୀରରେ ଅନେକ ପ୍ରକାର ରହସ୍ୟମୟ କଥା ରହିଛି। ନାରୀ ଙ୍କ ଶରୀର ର ଏହି ଗୁପ୍ତ ରହସ୍ୟ ବିଷୟରେ ଅନେକ ଜାଣନ୍ତି ନାହିଁ ।ତେବେ ଆଜି ଆମେ ଆପଣଙ୍କୁ କହିବୁ କଣ ଏହି ସବୁ ରହସ୍ୟମୟ ଅଙ୍ଗ ଅଟେ।

ଗଭୀର ନାଭି

ଏହି ପ୍ରକାରର ମହିଳା ନିଜର ସ୍ୱାମୀଙ୍କୁ ବହୁତ ଭଲପାଇବା ଦେବାସହ ନିଜର ସ୍ୱାମୀର ସୁବିଧା ଅସୁବିଧା ରେ ସହାୟକ ହେବାସହ ନିଜର ସ୍ୱାମୀଙ୍କୁ ହୃଦୟରୁ ବୁଝିଥାନ୍ତି ଓ ଏମାନେ ପ୍ରତିଟି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନିଜ ସ୍ୱାମୀଙ୍କର ମନୋବଳକୁ ମଧ୍ୟ ବଢାଇଥାନ୍ତି । ଗଭୀର ନାଭିଥିବା ଝିଅ ନିଜର ସ୍ୱାମୀଙ୍କୁ କୋଟିପତି ମଧ୍ୟ କରାଇଥାନ୍ତି ।

ଯେଉଁ ଝିଅ କିମ୍ବା ଯେଉଁ ସ୍ତ୍ରୀ ଲୋକମାନଙ୍କର ଗଭୀର ନାଭି ଥାଏ, ସେହି ପ୍ରକାରର ଝିଅ ବା ମହିଳା ତାଙ୍କ ଜୀବନସାଥୀ ପାଇଁ ବହୁତ ଭାଗ୍ୟବତୀ ଓ ଲକି ହୋଇଥାନ୍ତି । ସାମୁଦ୍ରିକ ଶାସ୍ତ୍ରନୁସାରେ କୁହାଯାଇଛି ଗଭୀର ନାଭି ଥିବା ଝିଅମାନେ ସର୍ବଗୁଣା ସଂପୂର୍ଣା ହୋଇଥାନ୍ତି ଏମାନେ ନିଜର ଶାଶୁ ଘରେ ପାଦ ଦେବାପରେ, ଶାଶୂଘରର ଧନ ସମ୍ପତ୍ତିରେ ଉନ୍ନତି ଘଟିଥାଏ ।

ଲମ୍ବା କେଶ

ଲମ୍ବା କେଶ ଥିବା ଝିଅ ବହୁତ ଭାଗ୍ୟବତୀ ହୋଇଥିବାରୁ ତାଙ୍କୁ ସ୍ୱାମୀଙ୍କ ପାଇଁ ମଧ୍ୟ ବହୁତ ଜିନିଷ ନେଇ ଆସିଥାନ୍ତି । ଏହିପ୍ରକାରର ଝିଅ ନିଜ ସ୍ୱାମୀଙ୍କୁ ଧଂଧାନ୍ୟରେ ପରିଣତ କରିଥାନ୍ତି । ଓ ଏମାନଙ୍କର ସ୍ୱାମୀ ଯେକୌଣସି କ୍ଷେତ୍ରରେ ହାତ ଦେଲେ ସେହି କାର୍ଯ୍ୟଟିକୁ ସଫଳତାର ସହ ସଂସ୍ଥାପନ କରିଥାନ୍ତି । ସବୁ ସ୍ଥାନରେ ମଧ୍ୟ ଏମାନଙ୍କର ପତି ମାନ ସମ୍ମାନ ପାଇବା ସହ, ଉଚ ସ୍ଥରୀୟ କାର୍ଯ୍ୟଗୁଡିକ ନିଜ ହାତକୁ ନେଇଥାନ୍ତି ଏବଂ ସଫଳତା ର ସହକାରେ ମଧ୍ୟ ଏହାକୁ ସମ୍ପାଦନ କରିଥାନ୍ତି ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏହା ମଧ୍ୟ ମାନାଯାଇଛି, ଯେଉଁ ଝିଅ କିମ୍ବା ମହିଳା ମାନଙ୍କର ଲମ୍ବା କେଶ ଥାଏ ସେମାନଙ୍କୁ ମାତା ଲକ୍ଷ୍ମୀ ଓ ମାତା ସୀତାଙ୍କର ଆଖ୍ୟା ଦିଆଯାଇଥାଏ । ଲମ୍ବା କେଶ ଥିବା ଝିଅମାନେ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଲମ୍ବା ଝିଅ ଥିବା ଝିଅମାନେ ଯାହାକୁ ବିବାହ କରିଥାନ୍ତି ସେ ପୁଅ ବହୁତ ଭାଗ୍ୟବାନ ହୋଇଥାନ୍ତି ।ଏହି ଝିଆମାନଙ୍କର ବୈବାହିକ ଜୀବନ ନିଜ ପାର୍ଟନର ଙ୍କ ସହ ବହୁତ ଭଲ ହୋଇଥାଏ । ଓ ଏହି ଭଳି ଝିଅ ନିଜ ପରିବାରରେ ସମସ୍ତଙ୍କୁ ଆଦର ଓ ସମ୍ମାନ କରିଥାନ୍ତି । ଯାହାଫଳରେ ଏମାନଙ୍କୁ ପରିବାରରେ ସମସ୍ତେ ଭଲ ପାଇଥାନ୍ତି ।

ଏହାଥିଲା ସୂଚନା କି ଝିଆ ମାନଙ୍କର କେଉଁ ଦୁଇଟି ଅଙ୍ଗ ବଡ଼ ହେଲେ ସେମାନଙ୍କର ବୈବାହିକ ଜୀବନ ସୁଖ ପୂର୍ଣ୍ଣ ହେବାସହ, ତାଙ୍କର ପରିବାରକୁ ଧନଧାନ୍ୟରେ ପରିଣତ କରିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button