ନୀତି

ଆଜି ଠାରୁ ଅଢେଇ ବର୍ଷ ପର୍ଯ୍ୟନ୍ତ ଶନିଦେବ ଏହି ତିନୋଟି ରାଶି ଉପରେ କରିବେ ଧନ ବର୍ଷା, ଜାଣନ୍ତୁ କଣ ସେହି ସବୁ ରାଶି

ଯେଉଁଭଳି ଭାବରେ ମାସ ପରିବର୍ତ୍ତନ ହୋଇଥାଏ ସେହିଭଳି ଗ୍ରହ ବି ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି । ଗ୍ରହ ସମୟ ସମୟ ରାଶି ପରିବର୍ତ୍ତନ କରିଥାନ୍ତି । କହିବାକୁ ଗଲେ ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟୟର ଦେବତା ବୋଲି କୁହାଯାଏ । ଶନିର ଦଶା ଯାହା ଉପରେ ବି ପଡିଥାଏ ତାହାର ଭଲ କିମ୍ବା ଖରାପ ଦିନ ଆରମ୍ଭ ହୋଇଯାଏ । ଶନିଦେବ ମନୁଷ୍ୟର ଭଲ କିମ୍ବା ଖରାପ କାର୍ଯ୍ୟର ଫଳ ନିଶ୍ଚିତ ଦେଇଥାନ୍ତି । ଯଦି କୌଣସି ମନୁଷ୍ୟ ଶନିଦେବଙ୍କୁ ଖୁସି କରିଦିଅନ୍ତି ତେବେ ଶନିଦେବ ତାର ସବୁ ଦୁଖ ଓ କଷ୍ଟ ଦୂର କରିଦେଇଥାନ୍ତି ।

ଶନିଦେବ ପୂଜା ଶନିବାରକୁ ହିଁ କରାଯାଏ । ଏମିତିରେ ରାଶି ଏବଂ ଗ୍ରହର କିଛି ବଡ ପରିବର୍ତ୍ତନ ହେବାର ଅଛି । ସେଥିପାଇଁ ବହୁତ ରାଶିର ଲୋକମାନଙ୍କ ଜୀବନରେ କିଛି ନୂଆ ମୋଡ ଆସିପାରେ । ଏହି ତିନୋଟି ରାଶିରେ ଶନି ଦେବତାଙ୍କର ମହାପରିବର୍ତନ ହେବାକୁ ଯାଉଛି । ଏହି ତିନୋଟି ରାଶି ଉପରେ ଅଢେଇ ବର୍ଷ ପର୍ଯ୍ୟନ୍ତ ଶନିଦେବ ଧନର ବର୍ଷା କରିବାକୁ ଯାଉଛନ୍ତି । ଆସନ୍ତୁ ସେହି ତିନୋଟି ରାଶି ବିଷୟରେ ଜାଣିବା ।

ମେଷ ରାଶି

ଏହି ମାସରେ ମେଷ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଶନି ମହାରାଜ ଏହି ବ୍ୟକ୍ତିମାନଙ୍କ ଉପରେ ପ୍ରସନ୍ନ ରହିବେ । ଏହି ରାଶିର ବ୍ୟକ୍ତିମାନଙ୍କୁ ଧନର ଲାଭ ମିଳିବ । ଆର୍ଥିକ ସ୍ଥିତିରେ ବହୁତ ପରିବର୍ତ୍ତନ ଆସିବ । ଆପଣ ନିଜର ବ୍ୟବସୟରେ ଅତଧିକ ପରିଶ୍ରମ କରନ୍ତୁ ।

ସିଂହ ରାଶି

ଏହି ରାଶିର ବ୍ୟକ୍ତିମାନଙ୍କ ମହାପରିବର୍ତନ ଯୋଗୁ ବଡ ଲାଭ ମିଳିବ । ଶନି ମହାରାଜଙ୍କ କୃପାରେ ଏମାନଙ୍କୁ ଅଢେଇ ବର୍ଷ ପର୍ଯ୍ୟନ୍ତ ବହୁତ ଶୁଭ ଫଳ ମିଳିବ । ଶନିବାର ଦିନ ଶନି ଦେବତାଙ୍କ ପୂଜା କରିବା ପାଇଁ ନ ଭୁଲନ୍ତୁ । ଏହି ରାଶିର ମନୁଷ୍ୟମାନେ ନିଜର ଜୀବନସାଥିଙ୍କ ସହ ମଧୁର ସମ୍ପର୍କ ସ୍ଥାପନା କରିବେ ।

କୁମ୍ଭ ରାଶି

ଏହି ରାଶିର ମନୁଷ୍ୟମାନଙ୍କର ଶନି ମହାରାଜଙ୍କର ପରିବର୍ତନ ବହୁତ ଶୁଭ ଫଳ ମିଳିବ । ଧନର ଅପାର ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । ପୁରୁଣା ରୋଗରୁ ଆପଣ ବଞ୍ଚିତ ହେବେ । ଧନର ବର୍ଷା ଲାଗି ରହିବ । ପରିଣାମ ଭଲ ମିଳିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button