ବିଚାର

ପ୍ରତ୍ଯେକଙ୍କ ଜୀବନରେ ଛୋଟ ବଡ ଘଟଣାମାନ ଘଟିଥାଏ । ଚାଣକ୍ୟ ନୀତିର ରଚୟିତା ଆଚାର୍ଯ୍ୟ ଚାଣକ୍ୟ ନିଜ ଜୀବନର ଅନୁଭବ ଦ୍ଵାରା କିଛି ଏପରି କଥା ବର୍ଣ୍ଣନା କରିଛନ୍ତି, ଯାହାର ଅନୁସରଣ କରି ବ୍ୟକ୍ତି ଅନେକ ପ୍ରକାର ସମସ୍ଯାରୁ ଦୂରେଇ ରହି ପାରିବ । ଆଚାର୍ଯ୍ୟ ଚାଣକ୍ୟ କିଛି ଏମିତି ଘଟଣା ବା କଥାର ଉଲ୍ଲେଖ କରିଛନ୍ତି ଯାହା କାହାକୁ ମଧ୍ୟ କହିବ ଉଚିତ ନୁହେଁ, ସର୍ବଦା ଗୋପନୀୟ ରଖିବା ଉଚିତ । ତେବେ ଚାଲନ୍ତୁ ଜାଣିବା ସେଗୁଡିକ କଣ । ୧- ନିଜ ଜୀବନର କୌଣସି ଅପମାନଜନକ କଥା 12 Must-Follow DD+ Bloggers Changing Fashion Herbeauty 11 Ayurveda Health Secrets From Ancient India Herbeauty Struggling With DD+ Fashion? Start Here Herbeauty Formerly Conjoined Twins Now Living Apart? See Their New Lives Buzz Day ଆମ ଜୀବନରେ କେବେ କେବେ ଏମିତି ସମୟ ଆସିଥାଏ ଯେବେ ଆମକୁ ଉପହାସର ପାତ୍ର ହେବାକୁ ପଡି ଥାଏ ବା ଅପମାନିତ ହେବାକୁ ପଡିଥାଏ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଏଭଳି ଅପମାନିତ ବିଷୟ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଆପଣ ପୁନଃ ଉପହାସର ପାତ୍ର ବନି ପାରନ୍ତି । କାରଣ ଲୋକଙ୍କର ଆପଣଙ୍କ ଅପମାନିତ ହେବାରେ କିଛି ବି ଅସୁବିଧା ହୁଏ ନାହିଁ । ସମୟ ଆସିଲେ ସେହି ବ୍ୟକ୍ତି ଅନ୍ୟ ଆଗରେ ଆପଣଙ୍କ ମଜା ଉଡେଇ ପାରେ । अन्य जबरदस्त कंटेंट Can Vaseline Erase Wrinkles? Here’s What You Need To Know! Herbeauty From Then To Now—Britney’s Look Turns Heads Brainberries 12 Sure Signs He’s Super Serious About You Herbeauty Downton Abbey Couples Ranked — Some May Surprise You Herbeauty ୨- ପରିବାରର ବ୍ୟକ୍ତିଗତ ଓ ଗୋପନୀୟ କଥା ନିଜ ପରିବାରର ସଦସ୍ୟଙ୍କ ବ୍ୟକ୍ତିଗତ ତଥା ଗୋପନୀୟ କଥା ଏବଂ ନିଜ ପତ୍ନୀଙ୍କ ଚରିତ୍ର ଓ ସ୍ଵଭାବ ବିଷୟରେ ବାହାର ଲୋକଙ୍କ ଆଗରେ କୌଅଂଶୀ କଥା କହିବା ଉଚିତ ନୁହେଁ । କାରଣ ଘରେ ଅଧିକାଂଶ କ୍ଳେଶର କାରଣ ଝଗଡା ନୁହେଁ, ବରଂ ଅନ୍ୟ ଆଗରେ ଚୁଗୁଲି କରିବା ବା ଛୋଟ କଥାକୁ ବଢେଇକି କହିବା ଯୋଗୁଁ ହିଁ ହୋଇଥାଏ । ବାହାର ଲୋକଙ୍କୁ ଘରଲୋକଙ୍କ କଥା ଜଣାପଡିଲେ ସେମାନେ ଘରେ ଅଧିକ କଳହ ସୃଷ୍ଟି କରିବା କାର୍ଯ୍ୟ କରିପାରନ୍ତି । ଯାହା ଦ୍ଵାରା ବାହାରେ ଆପଣଙ୍କ ପରିବାରର ତମାଶା ହୋଇଥାଏ । ୩- ବ୍ୟକ୍ତିଗତ ଦୁଃଖ ବିଷୟ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ନିଜ ମନର ସମସ୍ତ ଦୁଃଖ ବ୍ୟଥା ପ୍ରତ୍ଯେକ ବନ୍ଧୁ ବା ପରିଜନଙ୍କ ଆଗରେ କହିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଆପଣଙ୍କ ଦୁଃଖ କମ ହେବା ପରିବର୍ତ୍ତେ ଅଧିକ ବଢିଯାଏ । ସେଥିପାଇଁ ନିଜ ଦୁଃଖକୁ ନିଜ ମନରେ ରଖି ସେହି ସମସ୍ଯାର ସମାଧାନ ବାହାର କରିବାକୁ ଚେଷ୍ଟା କରନ୍ତୁ । ଅନେକ ଲୋକ ଆପଣଙ୍କ ସାମନାରେ ଆପଣଙ୍କୁ ସହାନୁଭୁତି ତ ଦେଖାଇବେ କିନ୍ତୁ ଆପଣଙ୍କ ପଛରେ ଆପଣଙ୍କ ଉପହାସ କରିବେ । ସେଥିପାଇଁ କେବଳ ଅତି ଘନିଷ୍ଠ ତଥା ଭରସାଯୋଗ୍ୟ ସାଥିଙ୍କୁ ଛାଡି ଅନ୍ୟ କାହା ଆଗରେ ନିଜ ମନ କଥା କୁହନ୍ତୁ ନାହିଁ । ୪- ଧନ ସମ୍ପତ୍ତି କ୍ଷତି ବିଷୟ ଆମ ଜୀବନରେ ଅନେକ ସମୟରେ ଆମକୁ ଆର୍ଥିକ କ୍ଷତିର ସମୁଖୀନ ହେବାକୁ ପଡିଥାଏ ଓ ଆମର ସମସ୍ତ ଧନ ସମ୍ପତ୍ତି ହାତରୁ ଚାଲିଯାଏ । ଏପରି ସ୍ଥିତିରେ ଆମେ ମାନସିକ ସନ୍ତୁଳନ ହରାଇ ଦେଉ ଓ ସାହାସ ମଧ୍ୟ ଭାଙ୍ଗିଯାଏ । ଏଭଳି ସ୍ଥିତି ବିଷୟରେ ମଧ୍ୟ କାହାକୁ କହିବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ସାମନାରେ ଲୋକ ଆପଣଙ୍କୁ ସାନ୍ତ୍ଵନା ଦେବେ କିନ୍ତୁ ଆପଣଙ୍କ ପଛରେ ମଜା ମଧ୍ୟ ଉଡେଇବେ । ସହାୟତା କରିବା ପରିବର୍ତ୍ତେ ଲୋକ ଆପଣଙ୍କ ଠାରୁ ଦୂରେଇ ଯିବେ ।

ଅନେକ କାରଣ ଯୋଗୁଁ ଆମ ଦାନ୍ତ ହଳଦିଆ ବା ଅପରିଷ୍କାର ହୋଇଯାଏ । ଦାନ୍ତ ଖରାପ ଥିଲେ ବ୍ୟକ୍ତି ମନ ଖୋଲି ହସିବାକୁ ମଧ୍ୟ ସଙ୍କୋଚ କରନ୍ତି । ଦାନ୍ତ ଡାକ୍ତରଙ୍କ ପାଖକୁ ଯାଇ ମଧ୍ୟ ଦାନ୍ତ ସଫା ଆଦି କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କ ଏକ ଘରୋଇ ଉପଚାର କହିବୁ ଯାହା ଦ୍ଵାରା ଆପଣ ଘରେ ନିଜ ଦାନ୍ତକୁ ସଫା କରିପାରିବେ । ବହୁ ପୁରାତନ କାଳରୁ ଏହି ଉପଚାର ପ୍ରୟୋଗ ହୋଇ ଆସୁଛି । ଏହାକୁ ଥରେ ପ୍ରୟୋଗ କରି ଦେଖନ୍ତୁ ନିଶ୍ଚୟ ଉପକୃତ ହେବେ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ଉପଚାର ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ଏକ ବିଲାତି ବା ଟମାଟୋ ରସ । ଏକ ମାଧ୍ୟମ ଆକାରର ଟମାଟୋ ନେଇ ତାକୁ ପ୍ରଥମେ ଛୁରିର ବେଣ୍ଟ ସାହାଯ୍ୟରେ ହାଲୁକା ଭାବେ କିଛି ସମୟ ମାରନ୍ତୁ । ଏହାଦ୍ବାରା ଆପଣଙ୍କୁ ବିଲାତି ରସ କାଢିବାକୁ ସୁବିଧା ହେବ । ଏହାପରେ ଆପଣ ବିଲାତିକୁ ମଝିରୁ ଦୁଇ ଫାଳ କାଟନ୍ତୁ ଓ ଏକ ପାତ୍ରରେ ଛାଣି ରଖି ତା ଉପରେ ବିଲାତିକୁ ଚିପୁଡି ରସ ବାହାର କରି ନିଅନ୍ତୁ । ଏହାଦ୍ବାରା ମଞ୍ଜି ଗୁଡିକ ରସ ଠୁ ଅଲଗା ହୋଇ ଛାଣି ରେ ରହିଯିବ ।

ଏହାପରେ ଆପଣଙ୍କୁ ଦରକାର ହେବ ଏକ ଲେମ୍ବୁର ରସ । ଏଥିପାଇଁ ଏକେ କାଗିଜି ଲେମ୍ବୁକୁ ଦୁଇ ଫାଳ କରି ଟମାଟୋ ରସ ରଖିଥିବା ପତ୍ରରେ ଚିପୁଡି ଦିଅନ୍ତୁ । ଲେମ୍ବୁକୁ ମଧ୍ୟ ଛାଣି ଉପରେ ଚିପୁଡି ରସ କାଢନ୍ତୁ, ଯେପରି ଲେମ୍ବୁ ମଞ୍ଜି ରସ ମଧ୍ୟକୁ ଯିବ ନାହିଁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଯେକୌଣସି ଧଳା ଟୁଥ ପେଷ୍ଟ । ଆପଣ ଥରକେ ଯେତିକି ଟୁଥ ପେଷ୍ଟ ନିଅନ୍ତି ସେତିକି ପେଷ୍ଟ ନେଇ ସେହି ଟମାଟୋ ଓ ଲେମ୍ବୁ ରସରେ ଭଲ ଭାବେ ମିଶାଇ ଦିଅନ୍ତୁ ।

ଭଲ ଭାବେ ମିଶାଇ ସାରିବା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ଦାନ୍ତ ଧଳା କରିବା ପାଇଁ ଘରୋଇ ଉପଚାର । ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ଏହି ମିଶ୍ରଣକୁ ଆପଣ ସକାଳ ଏବଂ ରାତିରେ ଦୁଇ ଥର ଦାନ୍ତ ଯେମିତି ଘଷନ୍ତି ସେମିତି ନେଇ ଘଷିବେ । ଏଥିପାଇଁ ପ୍ରଥମେ ଟୁଥ ବ୍ରଶକୁ ଏହି ମିଶ୍ରଣରେ ଭଲ ଭାବେ ବୁଡାଇବେ ଓ ଏହାକୁ ନେଇ ଦାନ୍ତ ଘଷିବେ । ଏପରି ଘଷିବା ଦ୍ଵାରା ଦେଖିବେ ପ୍ରଥମ ଥରରୁ ହିଁ ଆପଣଙ୍କ ଦାନ୍ତ ଏକଦମ ଚମକିବାକୁ ଲାଗିବ ।

କିନ୍ତୁ ପାନ, ଗୁଟଖା, ତମାଖୁ ଆଦି ସେବନରୁ ନିଜକୁ ଦୂରେଇ ରଖିବା ଆପଣଙ୍କ ପାଇଁ ଠିକ ହେବ । ଏହି ସବୁ ସେବନ ଦ୍ଵାରା ଆପଣଙ୍କ ଦାନ୍ତ ଶୀଘ୍ର ଅପରିଷ୍କାର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button