ଧର୍ମ

ମା’ ଲକ୍ଷ୍ମୀ କୁହନ୍ତି ରାତା ରାତି ଚମକି ଉଠିବ ଭାଗ୍ୟ, ବାସ ତକିଆ ତଳେ ରଖନ୍ତୁ ଏହି 1 ଜିନିଷ ଆଉ ଦେଖନ୍ତୁ ଚମତ୍କାର- Vastu Tips

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି, ‘ମୂଳା’। ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ମୂଳା ରଖିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଏହାକୁ ଆପଣ ସକାଳୁ ଉଠିବା ପରେ ଶିବ ମନ୍ଦିର ରେ ଅର୍ପଣ କରନ୍ତୁ।ଏହାଦ୍ବାରା ରାହୁ ଦୋଷ ଦୁର ହୋଇଥାଏ। ଏହା ସହିତ ତକିଆ ତଳେ ‘ରସୁଣ’ ରଖିବା ଦ୍ୱାରା ଏହା ସମସ୍ତ ପ୍ରକାର ନକରାତ୍ମକ ଶକ୍ତିକୁ ନଷ୍ଟ କରି, ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି, ‘ମୟୁର ପର’। ମୟୁର ପର କୁ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ରଖି ଦିଅନ୍ତୁ।ଏହାଦ୍ବାରା ଆପଣଙ୍କ ଜୀବନ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯିବ ଏବଂ ଆପଣଙ୍କୁ ଜୀବନରେ ସଫଳତା ହାସଲ ହେବ। ଆପଣଙ୍କ ଜୀବନ ର ସମସ୍ତ ନକରାତ୍ମକ ଉର୍ଜା ର ନଷ୍ଟ ହେବ। ଆପଣ ସକାଳୁ ଉଠିବା ପରେ ତକିଆ ତଳେ ଥିବା ମୟୁର ପର ର ଦର୍ଶନ ଅବଶ୍ୟ କରନ୍ତୁ। ଏହାର ପରିଣତି ଶୁଭ ଦାୟକ ହୋଇଥାଏ।ଏହାଦ୍ବାରା ଆପଣଙ୍କ କୁଣ୍ଡଳୀ ଦୋଷ ମଧ୍ୟ ଦୁର ହୋଇଥାଏ।

୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି, ‘ଏକ ଟଙ୍କିଆ ମୁଦ୍ରା’। ରାତିରେ ଶୋଇବା ପୂର୍ବରୁ ଏକ ଟଙ୍କିଆ ମୁଦ୍ରା ନିଜ ତକିଆ ତଳେ ରଖି ଦିଅନ୍ତୁ ଏବଂ ଏହାକୁ ସକାଳୁ ଉଠି କୌଣସି ଗରିବ କୁ ଦାନ କରି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ତଥା ଅସୁବିଧା ଦୁର ହେବ ଏବଂ ଏପରି ଏକ ମାସ କରିବା ପର୍ଯ୍ୟନ୍ତ ଧୀରେ ଧୀରେ ଆପଣଙ୍କ ଦୋଷ ଦୂର ହେବ ଏବଂ ଆପଣଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ର ସଞ୍ଚାର ହେବ।

୪. ବନ୍ଧୁଗଣ ଚତୁର୍ଥ ଜିନିଷ ଟି ହେଉଛି, ‘ଜଳ’। ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ତଳେ ଏକ ତମ୍ବା ପାତ୍ର ରେ ଜଳ ଭର୍ତ୍ତି କରି ରଖି ଦିଅନ୍ତୁ ଏବଂ ଏହାକୁ ସକାଳେ ଏକ ଗଛ ମୂଳରେ ଅର୍ପଣ କରନ୍ତୁ। ଏହାଦ୍ବାରା ଆପଣଙ୍କ ଜୀବନ ରେ କେବେବି ବିପଦ ଆସିବ ନାହିଁ। ଆପଣଙ୍କ ଜୀବନ ରେ ସୁଖ ଓ ସମୃଦ୍ଧି ସ୍ଥାପନ ହେବ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button