ରାଶିଫଳ

ବାଛନ୍ତୁ ନିଜ ଗର୍ଲ ଫ୍ରେଣ୍ଡଙ୍କ ରାଶି ଓ ଜାଣନ୍ତୁ ସେ ଜୀବନରେ କିପରି ଜୀବନସାଥୀ ପାଇବାକୁ ଚାହାଁନ୍ତି ? Love Quiz Game

ପ୍ରତେକ ଝିଅର ସ୍ଵପ୍ନ ଥାଏ ସେ ଯାହାକୁ ବି ନିଜର ଜୀବନ ସାଥି କରିବା ସେ ତାର ଯତ୍ନ ନେଉଆ ତାକୁ ସବୁଠୁ ଅଧିକ ଭଲ ପାଉ ଅନ୍ୟ ମାନଙ୍କ ଠାରୁ କିଛି ଅଲଗା କରୁ ତା ପାଇଁ । ପ୍ରତେକ ଝିଅର ସ୍ଵପ୍ନ ପୂରଣ ହୋଇ ନଥାଏ କାରଣ କିଛି ଜଣ ନିଜ ଘର ଲୋକଙ୍କ ଇଚ୍ଛାରେ ବାହା ହୋଇଥାନ୍ତି ଓ କିଛି ଜଣ ନିଜ ପସନ୍ଦର ପୁଅକୁ ବିବାହ କରିଥାନ୍ତି । ତେବେ ଆପଣଙ୍କକୁ ଆମେ କହିବାକୁ ଯାଉଛୁ କେଉଁ ରାଶିର ଝିଅ ମାନେ କିଭଳି ପୁଅ ଚାହାଁନ୍ତି ।

କେମତି ହେବା ଦରକାର ତାଙ୍କ ଲାଇଫ ପାର୍ଟନର । ଏହି ସବୁ ଜିନିଷ ଆମେ ରାଶି ଦ୍ଵାରା ଜାଣିପାରିବା । ତେବେ ଆଜି ଆସନ୍ତୁ ଜାଣିବା କିଭଳି ପୁଅ ଦରକାର କେଉଁ ରାଶିର ଝିଅ ମାନଙ୍କୁ ।

ମେଷ ରାଶି – ଏହି ରାଶିର ଝିଅ ମାନେ ନିଜର ଜୀବନ ସାଥି ଭିଆତରେ ନିଜ ଭଳି ଜୋସ ଖୋଜିଥାନ୍ତି । ଯେଉଁ ମାନେ ଜୀବନରେ କିଛି କରିବା ପାଇଁ ଇଚ୍ଛା ଥିବା ଆଡଭେଞ୍ଚର ପସନ୍ଦ କରୁଥିବା । ଏହି ରାଶିର ଝିଅ ମାନଙ୍କୁ ସାଧାରଣ ଜୀବନ ବିତଉ ଥିବା ଲୋକ ପସନ୍ଦ ନୁହଁନ୍ତି । କାରଣ ଏମାନେ ନିଜର ଓ ନିଜ ଜୀବନ ସାଥିକୁ ଆଗୁଆ ରଖିବାକୁ ଚାହାଁନ୍ତି । ଏହି ରାଶିର ଝିଅ ମାନେ ଖୁସ ମିଜାସ ଭଳି ପୁଅ ପସନ୍ଦ କରନ୍ତି ସାନ୍ତ ଓ କୀଚ କୀଚ କରୁଥିବା ପୁଅ ପସନ୍ଦ ନୁହେଁ ।

ବୃଷବ ରାଶି – ଏହି ରାଶିର ଝିଅ ମାନେ ଦେଖିବାକୁ ଭଲ ଲାଗୁଥିବା ପୁଅଙ୍କ ଅପେକ୍ଷା ବୁଦ୍ଧିମାନ ଓ ସହନସିଲ ପୁଅଙ୍କୁ ପସନ୍ଦ କରନ୍ତି । ଏମାନେ ନିଜ ଖୋଲା ଚିନ୍ତା ଧାରା ପୁଅଙ୍କୁ ଅଧିକ ପସନ୍ଦ କରନ୍ତି ଯିଏ ନିଜର ବୁଢୀ ବଳରେ ନିଜର ଜୀବନରେ ଆସୁଥିବା ଅସସୁବିଧାର ସମାଧାନ କାରୀ ଏଭଳି ପୁଅ ଏମାନଙ୍କୁ ଅଧିକ ପସନ୍ଦ ।

ମିଥୁନ ରାଶି – ଏହି ରାଶିର ଝିଅ ମାନେ ନିଜ ପସନ୍ଦରେ କିଛି ଅଲଗା କରୁଥିବା ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି । ଏମମଙ୍କକୁ ଖରାପ ପିଲା ଭଲ ଲାଗନ୍ତି କାରଣ ଏମାନଙ୍କୁ ଜିଦିଆ ଘମଣ୍ଡି ପୁଅ ଅଧିକ ଆକର୍ଷଣ କରନ୍ତି ।

କର୍କଟ ରାଶି – ଏହି ରାଶିର ଝିଅ ମାନେ ନିଜର ଜୀବନ ସାଥିକୁ ଠାରେ ବାଛି ନେଲେ ଜୀବନ ସାରା ତା ସହ ରହି ପାରନ୍ତି କାରଣ ଏହି ରାଶିର ଝିଅଙ୍କ ମନରେ ଛଳନା ନ ଥାଏ । ଏମାନଙ୍କ ଜୀବନରେ ଏମାନେ ଏମିତି ସାଥି ଚାହାନ୍ତି କି ଯେଉଁ ମାନେ ତାଙ୍କ ଭଲ ପାଇବାର ପରିସ୍ଥିତିକୁ ବୁଝିବେ ତାଙ୍କୁ ଭଲ ପାଇବା ସେଭଳି ଦେବେ ଜେଭଳି ସେମାନେ ଚାହାନ୍ତି । ଯଦି ଜିଦିଆ ପୁଅ ମିଳି ଥାଏ ତେବେ ଏହି ରାଶିର ଝିଅ ମାନେ ନିଜକୁ ସେମାନଙ୍କ ପାଖରୁ ଦୂରେଇ ଦିଅନ୍ତି ।

ସିଂହ ରାହି – ଏହି ରାଶିର ଝିଅ ମାନେ ନିଜାକୁଆ ସାବୁଙ୍କ ଠାରୁ ଅଲଗା ଭାବନ୍ତି ତ ସେମାନେ ନିଜ ଜୀବନ ସାଥି ଭିତରେ ବି ଏହି ଗୁଣ ଦେଖନ୍ତି କି ସେମାନେ ସବୁଠୁ ଅଲଗା ହୋଇଥିବେ ଓ ଏମାନେ ସାଧାରଣ ଜୀବନ ବଞ୍ଚୁ ନଥିବେ ।

କନ୍ୟା ରାଶି – ଏହି ରାଶିର ମହିଳାଙ୍କୁ ହୁସିଆର ଓ ଚାଳକ ପୁଅ ମାନେ ଅଧିକ ଭଲ ଲାଗନ୍ତି । ଏହା ଛଡା ଏମାନଙ୍କୁ ବୁଝି ପାରୁଥିବା ଓ ସମ୍ମାନ ଦେଉଥିବା ଲୋକ ଅଧିକ ଭଲ ଲାଗନ୍ତି ।

ତୁଳା ରାଶି – ଏହି ରାଶିର ଝିଅ ମାନଙ୍କୁ ନିଜ ଭିତରେ ହଜିକି ଥିବା ପୁଅ ପସନ୍ଦ ନୁହେଁ । ବୁଲିବାକୁ ଭଲ ପାଉଥିବା, ନିଜର ଓ ସ୍ତ୍ରୀର ଦରକାରକୁ ବୁଝୁଥିବା ସମାଜରେ ଏକ ଅଲଗା ପରିଚୟ କରିଥିବା ବ୍ୟକ୍ତି ଏମାନଙ୍କୁ ପସନ୍ଦ ।

ବିଛା ରାଶି – ଏହି ରାଶିର ମହିଳା ମାନଙ୍କୁ ଜୀବନରେ ଖୁସି ଓ ଆନନ୍ଦ ଦେଉଥିବା ବ୍ୟକ୍ତି ଅଧିକ ପସନ୍ଦ । ଏମାନେ ନିଜର ପାର୍ଟନର ସହ ରୋମାନ୍ସ କରିବାକୁ ଭଲ ପାଉଥିବା ମଧ୍ୟ ଦରକାର । ଏହା ସହ ଶାରୀରିକ ସମ୍ପର୍କ ରେ ମଧ୍ୟ ଭଲ ହୋଇଥିବା ଦରକାର

ଧନୁ ରାଶି – ଏହି ରାଶିର ଝିଅଙ୍କୁ ବାହାରେ ବୁଲିବା ଟେନସନ ଫ୍ରି ହୋଇ ରହିବା ଅଧିକ ପସନ୍ଦ । ଏମାନେ ନିଜ ଜୀବନ ସାଥିରେ ବି ଏହି ଗୁଣ ଚାହାନ୍ତି ।

ମକର ରାଶି – ଏମାନଙ୍କୁ ଏମିତି ପୁଅ ଭଲ ଲାଗନ୍ତି ଜିଏକି ଏମାନଙ୍କୁ ବୁଝିଅ ପାରନ୍ତି ଓ ଭଲ ପାନ୍ତି ନିଜ ଜୀବନ ଠାରୁ ଅଧିକ । ଏମାନେ ନ୍ୟାୟ ବାନ ଲୋକଙ୍କୁ ଅଧିକ ଭଲ ପାନ୍ତି ।

କୁମ୍ଭ ରାଶି – ଏହି ଝିଅ ମାନେ ଲାଜକୁଳୀ ଝିଅ ଥାନ୍ତି ମାତ୍ର ଏମାନେ ନିଜ ଜୀବନ ସାଥିରେ ସ୍ମାର୍ଟନେସ ଭଲ ପାନ୍ତି ଜିଏକି ଏମାନଙ୍କୁ ନିଜର ମନର କଥା କହିବା ଶିଖେଇବ ।

ମିନ ରାଶି – ଏହି ରାଶିର ଝିଅ ମାନଙ୍କୁ ଏମିତି ପୁଅ ପସନ୍ଦ ଯିଏ ଏମାନଙ୍କକୁ ନିଜର ଜୀବନର ଶିକ୍ରେଟ କହୁଥିବା ଓ ଏମାନଙ୍କୁ ନିଜଠୁ ଅଧିକ ଭଲ ପାଉ ଥିବା । କିଛିବି କରି ପାରୁ ଥିବ ଏମାନଙ୍କ ପାଇଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button