ବିଚାର

ଯିଏ ଆପଣଙ୍କୁ ଧୋକା ଦେଇଛି, କଣ ତା’ ପାଇଁ ଆଜି ବି କଷ୍ଟ ପାଉଛନ୍ତି, ତ ନିଶ୍ଚୟ ଜାଣି ରଖନ୍ତୁ ମୋର ଏହି କଥା- Krishna Vani

ଭଲ ପାଇବା ବିଷୟରେ ଭାଗବାନ କୃଷ୍ଣଙ୍କର ଥିବା ମତ ବିଷୟରେ ଆସନ୍ତୁ ଜାଣିବା । ଆମେ ଯାହାକୁ ଅଧିକ ଭଲ ପାଉ ସେ ହିଁ ଆମକୁ ଅଧିକ କଷ୍ଟ ଦେଇ ଥାଏ । ଯଦି କେହି ଜଣେ ଅନ୍ୟ ଜଣକୁ ଅଧିକ ଭଲ ପାଉଛି ମାତ୍ର ଜଣେ ତାର ଭଲ ପାଇବାକୁ ବୁଝି ପାରୁନି । ଏଭଳି ଭଲ ପାଇବା କୁ ଭଲ ପାଇବା କୁହା ଯାଏ ନାହିଁ । ଯେତେବେଳେ ଗୋଟେ ମଣିଷ ସହ ଏଭଳି ଘଟେ ଏହା ତାହାକୁ ଅଧିକ ସମୟରେ ଆଶ୍ଚର୍ଯ୍ୟ କରାଇ ଥାଏ । ଯାହାକୁ ସେ ଏତେ ଭଲ ପାଇବା ଦଉଛି ସେ କିଭଳି ତାକୁ କଷ୍ଟ ଦେଇ ପାରୁଛି । ଯଦି ଚେହେରା ଅଜଣା ହୋଇ ଥାଏ ତାହା ଫରକ ପଡେନି ମାତ୍ର ଆମେ ଯାହାକୁ ସବୁ ଠାରୁ ଅଧିକ ନିଜର ଭାବୁ ତାର ବ୍ୟବହାର ବଦଳି ଯାଏ ତେବେ ଏହା ଅଧିକ କଷ୍ଟ ଦେଇ ଥାଏ ।

ନିଜର ହୋଇବି ଯିଏ ଅଜଣା ଭଳି ଆମ ସହ ବ୍ୟବହାର କରେ ସେ ଭଳି ଲୋକ ଜୀବନରେ ଥିଲେ ଅନେକ ଦୁଃଖ ଆସିଥାଏ । ଆପଣ ଯଦି କବାଟରେ ଲେଖିକି ରଖିବେ ମୁ ଅଧିକ ଦୁଃଖୀ ଅଛି ତେବେ ସବୁ ଲୋକ ପଢିବେ ଓ ଚାଲି ଯିବେ ମାତ୍ର ସେ ହିଁ କେବେଳ ଭିୟାରକୁ ଜୀବ ଓ ତମକୁ ପଚାରିବ କଣ ହୋଇଛି ଯାହା ମନରେ ଆପଣଙ୍କର ପାଇଁ ଭଲ ପାଇବା ଥିବ କେବଳ ସେ ହିଁ ଭିତରକୁ ଜୀବ ଓ ତମକୁ ପଚାରିବ କଣ ପାଇଁ ତମର ମନରେ କଷ୍ଟ ଅଛି ।

ବହୁତ ଦୁଃଖର କଥା କି ଆପଣ ଯାହା ପଛରେ ପାଗଳ ସେ ହିଁ ଆପଣଙ୍କୁ ପଚାରୁ ନାହାନ୍ତି ଏଭଳି ଭଲ ପାଇବା ପାଇଁ ଆପଣ ମନ କଷ୍ଟ କରନ୍ତୁନି । ଜିଆନରେ ଆଗକୁ ବଢନ୍ତୁ । ପ୍ରତେକ ସମ୍ପର୍କ କୁ ଆପଣ ସନ୍ତୁଷ୍ଟ କରିପାରିବେ ନି ତେବେ ଏହା ଆପଣ ଙ୍କ ପାଇଁ ଭଲ ହେବ ଆପଣ ଯାହା ଇଚ୍ଛା କରୁଛନ୍ତି ସେ କାମ କରନ୍ତୁ। ଯାହା ସତ୍ୟ ତା ପ୍ରତି ନିଜର କର୍ମ କରି ଚାଲନ୍ତୁ ।

ଦୀପ ଲଗାଇବା ଦ୍ଵାରା ଅନ୍ଧାର ଦୂରେଇ ଜୀବ ଆପଣଙ୍କ ଠାରୁ ନିଜ ଠାରୁ ଦୁରେଇ ଦେବା ପରେ ହୁଏତ ସେ ଆପଣଙ୍କର ଉପରେ ରାଗି ପାରେ । ଏହି ବିଚ୍ଛେଦ ଅଧିକ କଷ୍ଟ ଦାୟକ ଅଟେ । ଆପଣଙ୍କୁ ଏହି ସମୟରେ ନିଜର ଅଧିକ ଧର୍ଯ୍ୟ ଧରିବାକୁ ପଡିବ । କାରଣ ଆପଣଙ୍କୁ କେହି ଛାଡିକି ଗଲେ କି ଆପଣଙ୍କ ପାଖରୁ ସବୁ ବେଳ ପାଇଁ ଦୂରେଇ ଗଲେବି ସେ ସର୍ବଦା ଆପଣଙ୍କର ମନରେ ରହିବ ।

କୁହାଯାଏ କି ଯଦି ଆପଣ ଅଧିକ କଷ୍ଟ ରୁ ବାହାରିକି ଆସିଛନ୍ତି ତେବେ ଏହା ଆପଣଙ୍କୁ ଭବିଷ୍ୟତ ପାଇଁ ଏତେ  ଅଧିକ ସାହାଶ ଓ ଧର୍ଯ୍ୟ ଦେବ କି ଆପଣ ଆଗରେ ଥିବା ଦୁଃଖ କୁ ହସି ହସି ସ୍ଵୀକାର କରିନେବେ । ଯେତେବେଳେ ମଣିଷ ନିଜର ଆସା କରି ନଥିବା ବ୍ୟକ୍ତି ମାନଙ୍କ ପାଖରୁ ଧୋକା ପାଇ ଥାଏ ସେତେବେଳେ ସେ ସବୁଠାରୁ ଅଧିକ ଭାଙ୍ଗି ପଡି ଥାଏ।

ଏହା ପରେ ସେ ଯାହାବି ଯେତେ ଧୋକା ଖାଇଲେ ବି ଆଉ କଷ୍ଟ ହୋଇ ନଥାଏ । କେହି କାହାର ନୁହେଁ ଏଠି ଯିଏ ଜେଭଳି କରେ ସେ ସେଭଳି ପାଇ ଥାଏ । ଜୀବନରେ ଆପଣ ଯାହାକୁ ଯେତେ ଅଧିକ ଭଲ ପାଇବେ ସେ ଆପଣଙ୍କୁ ସେତେ ଅଧିକ କନ୍ଦେଇବ ।   ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୂଚନା କିଭଳି ଲାଗିଲା ନିଶ୍ଚୟ କହିବେ ଓ ପେଜକୁ ଏକ ଲାଇକ ମଧ୍ୟ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button