ଜୀବନଶୈଳୀ

ହସ୍ପିଟାଲ ବେଡରେ କିଭଳି ଅକ୍ସିଜେନ ପାଇଁ ରାହୁଲ କରି ଚାଲିଥିଲେ ସଂଘର୍ଷ, ଦେଖି ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଭିଡ଼ିଓ ଛାଡି ନ୍ୟାୟ ମାଗିଲେ ପତ୍ନୀ

ରାହୁଲ ଭୋହାର ଜଣେ ଅଭିନେତା ଓ ଜଣେ ୟୁଟୁବର । ସେ ଆଜି ଆମ ଗହଣରେ ଆଉ ନାହାଁନ୍ତି । କିଛି ଦିନ ତଳେ ଆପଣ ଜାଣିଥିବେ ସେ କରୋନାରେ ପୀଡିତ ଥିଲେ । ଏହା ଜାଣିବା ପରେ ତାଙ୍କୁ “ରାଜୀବ ଗାନ୍ଧୀ ସୁପର ସ୍ପେଶିଆଲିଟି ହସ୍ପିଟାଲ” ଦିଲ୍ଲୀ ରେ ଭର୍ତ୍ତି କରା ଯାଇ ଥିଲା । ମାତ୍ର ସେଠାରେ ସେ ଚିକିସ୍ଛା ସଠିକ ଭାବେ ପାଇ ନଥିଲେ । ଏହା ସେ ନିଜେ ତାଙ୍କ ଭିଡିଓ ମାଧ୍ୟମରେ କହିଛନ୍ତି । ସେ କହିଛନ୍ତି କି ଆଜି କାଲିର ଦୁନିଆରେ ଅମ୍ଳଜାନ କିମ୍ବା ଅକସିଜେନ ର ମୂଲ୍ୟ ବହୁତ ଅଧିକ ।

ଏହା ବିନା ରୋଗୀ ଛଟପଟ ହୋଇ ଯାଉଛି । ଏହିତିରେ ଅମ୍ଳଜାନ ଆସୁନି କୀଛି ବି ଆସୁନି ଏଥିରେ । ସେଠାରେ ସେ କଷ୍ଟ ହେଉଥିବା ସମୟରେ ଅନେକ ଥର ଉପସ୍ଥିତ କର୍ମଚାରୀ ମାନଙ୍କୁ ଡାକିଛନ୍ତି ମାତ୍ର ସେମାନେ ସାଙ୍ଗେ ସାଙ୍ଗେ ଆସୁଛୁ କହି ସେଠାରୁ ଚାଲି ଯାଉଛନ୍ତି ।

ସେ କହିଛନ୍ତି ତାଙ୍କ ଯନ୍ତ୍ରଣା ବଢି ଯିବାରୁ ସେ ପାଣି ଲଗାଇ ଅକସିଜେନ ନେବାକୁ ଚେଷ୍ଟା କରୁଛନ୍ତି ମାତ୍ର ତାହା କିଛି ସମୟ ପାଇଁ ଯେତେ କର୍ମୀ ସେଠାରେ ଉପସ୍ଥିତ ସେମାନେ କେହିବି ରୋଗୀମାନଙ୍କ ପାଇଁ ଚିନ୍ତିତ ନୁହଁନ୍ତି । ସେ କହିଛନ୍ତି କେତେ ସମୟ ଧରି ଏଭଳି କରିବି ଏହା କଷ୍ଟ ବଢାଇ ଦେଉଛି ଏଥିରେ ଅକସିଜେନ କମ ଅଛି ।

ଏହା ଉପରେ ସେ ଏକ ଭିଡିଓ ମଧ୍ୟ କରିଛନ୍ତି । ତାଙ୍କ ସ୍ତ୍ରୀ ମୀରାଙ୍କର ହୃଦୟ ଫ-ଟା କ୍ର-ନ୍ଦ-ନ କରି କହିଛନ୍ତି, ଏହା ହେଉଛି ପ୍ରକୃତ ସତ୍ୟତା କିଭଳି ଭାବେ ହସ୍ପିଟାଲ ରେ ରୋଗୀଙ୍କ ସହ ବ୍ୟବହାର କରାଯାଉଛି । ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା ।

 

ସେ ମଧ୍ୟ ଏହି ଭିଡିଓ କୁ ଛାଡି ନ୍ୟାୟ ଭିକ୍ଷା କରିଛନ୍ତି ଓ କହିଛନ୍ତି, ମୋର ସ୍ଵାମୀ ଚାଲି ଗଲେ ମାତ୍ର କିଭଳି ଗଲେ ତାହା କେହି ଜାଣି ନଥିବେ। ପ୍ରକୃତ ସତ୍ୟ ହେଉଛି “ରାଜୀବ ଗାନ୍ଧୀ ସୁପର ସ୍ପେଶିଆଲିଟି ହସ୍ପିଟାଲ” ରେ ଲୋକଙ୍କ ପାଇଁ ସମୟ ନାଇ ମୋ ସ୍ଵାମୀଙ୍କ ପାଇଁ ନ୍ୟାୟ ପ୍ରାଥନା ସହ ମୁ ଆସା କରିବିକି ଆଉ ଏକ ରାହୁଲଙ୍କ ର ମୃ-ତ୍ୟୁ ନ ହେଉ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button