ଦେଶ ବିଦେଶ

ଫୁଟିଥିବା ଚା’ପତିକୁ ଭୁଲରେ ବି ଫୋପଡନ୍ତୁ ନାହିଁ, ସୁନା ଠାରୁ ବି ଅଧିକ ମହଙ୍ଗା ଅଟେ ଏହାର ଫାଇଦା

ଦୁନିଆରେ ଏମିତି ବହୁତ ଜିନିଷ ଅଛି, ଯାହା ଆମ ପାଇଁ ମହଙ୍ଗା ହୋଇ ପାରିବ କିନ୍ତୁ ତାଙ୍କ ବିଷୟରେ ସଠିକ ଜ୍ଞାନ ନ ହେବା କାରଣରୁ ଆମେ ସେ ଗୁଡିକର ଗୁଣବତାକୁ ବୁଝି ପାରୁ ନାହୁଁ ଏବଂ ସେଗୁଡିକୁ ନଷ୍ଟ କରି ଦେଉ । ଏମାନଙ୍କ ମଧ୍ୟରୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଜିନିଷ ବିଷୟରେ କହିବୁ ଯାହା ଆପଣଙ୍କ ପାଇଁ ଅଳିଆ ସମାନ ଅଟେ କିନ୍ତୁ ତାହାର ଅସଲ ଦାମ ସୁନା ଠାରୁ ମଧ୍ୟ ଅଧିକ ଅଟେ । ଏହା ହେଉଛି ଚା । ଯାହାକୁ ସମସ୍ତେ ପିଅନ୍ତି ।

Image courtesy: Google

ସକାଳୁ ଉଠି ସମସ୍ତେ ଚା ପିଇବାକୁ ପସନ୍ଦ କରନ୍ତି । ଚା ଏକ ଏନର୍ଜୀ ଡ୍ରିଂକ ଭଳି ଯାହା ଆମର ଥକାପଣ କୁ ଦୂର କରିଥାଏ । କିନ୍ତୁ ଆମେ ସମସ୍ତେ ଚା ତିଆରି କରିବା ପରେ ଚାପତିକୁ ଫୋପାଡି ଦେଉ । କିନ୍ତୁ ଆପଣ ଜାଣି ନାହାନ୍ତି କି ଗରମ ଚାପତିର ବହୁତ ପ୍ରକାରର ଲାଭ ଅଛି । ଆଜି ଆମେ ଆପଣଙ୍କୁ ଗରମ ଚାପତି ବିଷୟରେ କିଛି କହିବାକୁ ଯାଉଛୁ ।

ଖଣ୍ଡିଆ ଭରିବାରେ ସାହାର୍ଯ୍ୟ କରେ

Image courtesy: Google

ଗରମ ଚାପତି ଦ୍ଵାରା ବଡ ବଡ ଘାକୁ ଖଣ୍ଡିଆ ଖାବରାକୁ ଜଲ୍ଦି ଭଲ କରାଯାଇ ପାରିବ । ତେବ ଆମେ କାହିଁକି ହସ୍ପିଟାଲ ଯାଇ ଟଙ୍କା ଖର୍ଚ କରିବା । ବୈଜ୍ଞାନିକମାନେ ବର୍ତ୍ତମାନ ଏହା ଉପରେ ରିସର୍ଚ କରୁଛନ୍ତି କି ଏହି ଚାପତିକୁ କେଉଁଭଳି ଭାବରେ ଖଣ୍ଡିଆ ଗୁଡିକରେ ଲଗାଯିବା ଦରକାର ।

କାଚକୁ ଚମକାଇବବା ପାଇଁ

Image courtesy: Google

ଚା କରି ସାରିଲା ପରେ ବଞ୍ଚିଥିବା ଚାପତିକୁ ନ ଫୋପାଡି ସେହି ଚାପତିକୁ ଯଦି ଆପଣ ଅଳ୍ପ ଗରମ ପାଣିରେ ପକାଇ ଗରମ କରନ୍ତୁ ସେହି ଗରମ ପାଣିକୁ ନିଜ ଘରେ ଥିବା କାଚ ଜିନିଷ ଉପରେ ପକାଇ ସଫା କପଡା କିମ୍ବା କାଗଜରେ ସଫା କରି ଚମକାଇ ପାରିବେ ।

ଗଛର ଖାଦ

Image courtesy: Google

ପ୍ରାୟତଃ ସବୁ ଘରେ କୌଣସି ନା କୌଣସି ଗଛ ଥାଏ । ଏବଂ ସବୁ ଗଛକୁ ଖାଦ ନିଶ୍ଚିତ ଦରକାର ହୋଇଥାଏ । ଏହି ସମୟରେ ଆପଣ ସେହି ବଞ୍ଚିଥିବା ଚାପତିକୁ ସବୁ ଗଛର ମୂଳରେ ପକାଇ ଦିଅନ୍ତୁ । ଏହା ଖାଦ ଭଳି କାମ କରିବ ଏବଂ ଆପଣଙ୍କର ଗଛକୁ ବଢିବାରେ ସାହାର୍ଯ୍ୟ କରିବ ।

ଘରର ଆସବାପତ୍ରକୁ କରନ୍ତୁ ସାଫା

ବନ୍ଧୁମାନେ ଆପଣ ଗରମ ଚାପତିକୁ ବ୍ୟବହାର କରି ଘରର ଜିନିଷ ପତ୍ରକୁ ସଫା ମଧ୍ୟ କରି ପାରିବେ । ଏହା କରିବା ପାଇଁ ଚାପତିକୁ ଭଲ ଭାବରେ ଦୁଇଥର ଧୋଇ ଦିଅନ୍ତୁ । ଏହା ପରେ ସେହି ପାଣିରେ ଘରର ଆସବାପତ୍ରକୁ ସଫା କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button