Jyotish Shastra- ଦୀର୍ଘ ୭୨ ବର୍ଷ ପରେ (୨୮ ଓ ୨୯) ମାର୍ଚ୍ଚ ହୋଲିରେ ବନୁଛି ମହାସଂଯୋଗ, ଏହି ୪ ଟି ରାଶିରେ ୨୦୦ % ଲାଗିବ ଲଟେରୀ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ରାଶିଚକ୍ର ର ବହୁତ ମହତ୍ୱ ରହିଛି।ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ।ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ରେ ମନୁଷ୍ୟ ରାଶିରୁ ତାର ସମସ୍ତ ସ୍ଵଭାଵ ସମ୍ପର୍କରେ ଜାଣିବାକୁ ମିଳିଥାଏ।ବନ୍ଧୁଗଣ ଏପରି କିଛି ସମୟ ଆସିଥାଏ ଯେତେବେଳେ କିଛି ରାଶିର ବ୍ୟକ୍ତି ବିଶେଷ ଙ୍କ ର ଭାଗ୍ୟ ବଦଳି ଯାଇଥାଏ।
ତାଙ୍କର ସମସ୍ତ ଦୁଖଃ କଷ୍ଟ ଦୁର ହୋଇଥାଏ।ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ ବହୁତ କମ ଆସିଥାଏ।ଶାସ୍ତ୍ର ରେ ମଧ୍ୟ ଏହା ଲେଖା ଅଛି।ତେବେ ବନ୍ଧୁ ଗଣ ଠିକ ଏହି ପରି ସମୟ ବର୍ତ୍ତମାନ ସମୟରେ ଆସିବାକୁ ଯାଉଛି ଏହି କେତୋଟି ରାଶିର।ଏହି ବର୍ଷ ହୋଲି ଠାରୁ ଏହି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି।ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

ତୁଳା ରାଶି-ଏହି ବର୍ଷ ହୋଲି ଠାରୁ ତୁଳା ରାଶି ର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଏକ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି।ବର୍ତ୍ତମାନ ସମୟ ରେ ଆପଣ ଯେଉଁ କାମ କୁ ନେଇ ଚିନ୍ତିତ ଅଛନ୍ତି ସେହି କାମ ଟି ଆପଣଙ୍କ ର ବହୁତ ଭଲ ରେ ହୋଇଯିବ।ଆପଣଙ୍କ ର ଯେଉଁ ସରକାରୀ କିମ୍ବା ବେସରକାରୀ କାମ ବାକି ରହିଛି ତାହା ଏହି ଦିନ ପରେ ପୁରା ହୋଇଯିବ।ଆପଣ ଏହି ସମୟ ରେ ନୂତନ ଜମି କିମ୍ବା ଘର କିଣିପାରନ୍ତି।

କନ୍ୟା ରାଶି-ଏହି ବର୍ଷ ହୋଲି ରେ କନ୍ୟା ରାଶି ଙ୍କ ଭାଗ୍ୟ ରେ ଖୁସି ର ରଙ୍ଗ ଖେଳିଯିବ।ଏହି ସମୟ ରେ ଆପଣଂକୁ ପ୍ରତ୍ୟେକ କାମ ପାଇଁ ଆପଣଙ୍କ ବନ୍ଧୁ ମାନଙ୍କ ର ସାହାଯ୍ୟ ମିଳିବ।ଏହା ଫଳରେ ଆପଣଂକୁ ବହୁତ ଲାଭ ମିଳିବ।ଏହି ସମୟ ରେ ଆପଣ ସମସ୍ତ ଚିନ୍ତା ରୁ ମୁକ୍ତି ପାଇବେ।ଆପଣଙ୍କ ପରିବାର ରେ ଏହି ସମୟ ରେ ଖୁସି ର ଲହରୀ ଖେଳିଯିବ।ଯଦି ଆପଣଙ୍କ ର କୌଣସି ଜିନିଷ ଚୋରି ହୋଇଯାଇଛି ତେବେ ଆପଣ ଏହି ସମୟ ରେ ତାହାକୁ ପାଇଯିବେ।ଆପଣଙ୍କ ର ଆର୍ଥିକ ସ୍ତରରେ ଉନ୍ନତି ଘଟିବ।

ବୃଷ ରାଶି-ଏହି ବର୍ଷ ହୋଲି ରେ ବୃଷ ରାଶି ର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଏକ ବହୁତ ବଡ଼ ପରିବର୍ତ୍ତନ ଆସୁବାକୁ ଯାଉଛି।ଏହି ସମୟ ରେ ଆପଣଙ୍କ ର ସମସ୍ତ ପ୍ରକାର ଦ୍ଵନ୍ଦ ର ସମାଧାନ ହୋଇଯିବ।ଏହି ସମୟ ରେ ଆପଣ ଯଦି ଚାହୁଁଛନ୍ତି ତେବେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି।ଏହି ସମୟ ରେ ଆପଣଙ୍କ ର ମାତାପିତା ଙ୍କ ର ସମ୍ପୂର୍ଣ୍ଣ ସହଯୋଗ ଆପଣଂକୁ ମିଳିବ।ଆପଣଂକୁ ଏହି ସମୟ ରେ ଧନ ପ୍ରାପ୍ତି ହେବ।

ସିଂହ ରାଶି-ଏହି ବର୍ଷ ହୋଲି ସିଂହ ରାଶି ପାଇଁ ଅନେକ ଖୁସି ଖବର ଆଣିବାକୁ ଯାଉଛି।ଏହି ସମୟ ରେ ଆପଣଙ୍କ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ।ଏହି ସମୟ ରେ ଆପଣଂକୁ ସମସ୍ତ କାର୍ଯ୍ୟ ରେ ବହୁତ ଲାଭ ମିଳିବାକୁ ଯାଉଛି।ଏହି ସମୟ ରେ ଆପଣ କୌଣସି ଦୁର ସ୍ଥାନ କୁ ଯାତ୍ରା କରିପାରନ୍ତି।ଆପଣଙ୍କ ର ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ।ଏହି ସମୟ ରେ ଆପଣଙ୍କ ର ସମାଜ ରେ ମାନସମ୍ମାନ ବଢିବ।ମାତା ପିତା ଙ୍କ ଆଶୀର୍ବାଦ ସଦା ସର୍ବଦା ଆପଣଙ୍କ ଉପରେ ରହିବ ଯାହା ଦ୍ୱାରା ଆପଣ ଜୀବନ ରେ ବହୁତ ସଫଳ ହୋଇପାରିବେ।



