ସ୍ୱାସ୍ଥ୍ୟ

ଚମତ୍କାରୀ ଔଷଧ ଅଟେ ଏହି ମେଥି ପାଣି, ମୂଳରୁ ଶେଷ କରେ ଏହି 7 ଟି ବଡ ରୋଗ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ମେଥି ପାଣିର ଉପକାରୀତା ସମ୍ବନ୍ଧରେ କହିବୁ। ବନ୍ଧୁଗଣ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମେଥି କେବଳ ଏକ ମସଲା ନୁହେଁ,ଏହା ହେଉଛି ଏଭଳି ଏକ ଜିନିଷ ଯାହାର ବ୍ୟବହାର କରିବା ଦ୍ୱାରା ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ମେଥି ଖାଇବା ଦ୍ୱାରା ଆମକୁ କଣ ସବୁ ଲାଭ ପ୍ରାପ୍ତ ହୋଇଥାଏ।

୧. ବନ୍ଧୁଗଣ ମେଥି ପାଣି ପିଇବା ଦ୍ୱାରା ଏହା ଓଜନ ହ୍ରାସ କରିଥାଏ।କାରଣ ମେଥି ର ପାଣି ପିଇବା ଦ୍ୱାରା ଭୋକ ଲାଗି ନଥାଏ ଏବଂ ଏହା ଖାଦ୍ୟପେୟ ରେ ନିୟନ୍ତ୍ରଣ ମଧ୍ୟ ରଖିଥାଏ।ବନ୍ଧୁଗଣ ମେଥି ପାଣି କୁ ଯଦି ଆପଣ ଏକ ମାସ ପର୍ଯ୍ୟନ୍ତ ସେବନ କରିବେ ତେବେ ତାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏହା ସହିତ ମେଥି ଦାନା ର ସେବନ କରିବା ଦ୍ୱାରା ଶରୀରର ଚର୍ବି କମିଥାଏ। ତେଣୁ ଓଜନ ହ୍ରାସ କରିବା ନିମନ୍ତେ ମେଥି ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ।

୨. ବନ୍ଧୁଗଣ ମେଥି ର ସେବନ କରିବା ଦ୍ୱାରା ଗଣ୍ଠି ବିନ୍ଧା ସମସ୍ୟା ରୁ ମଧ୍ୟ ମୁକ୍ତି ମିଳିଥାଏ।ମେଥି ରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ ଏବଂ ଏହାର ପ୍ରୟୋଗ କରିବା ଦ୍ୱାରା ତାହା ଗଣ୍ଠି ବିନ୍ଧା ରେ ଲାଭ ଦାୟକ ହୋଇଥାଏ।

୩. ବନ୍ଧୁଗଣ ମେଥିର ସେବନ ଦ୍ଵାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ରେ ରହିଥାଏ। ଏହା ଖରାପ କୋଲେଷ୍ଟ୍ଲଲ କୁ ଶରୀର ରୁ ବାହାର କରିଥାଏ ଏବଂ କୋଲେଷ୍ଟ୍ରଲ ର ମାତ୍ରା ନିୟନ୍ତ୍ରଣ ରେ ରହିଥାଏ ଯାହା ଡା ହୃଦ୍ଘାତ ର ଭୟ ରହି ନଥାଏ। ତେଣୁ ଏହାର ସେବନ ନିତ୍ୟାନ୍ତ ଆବଶ୍ୟକ।

୪. ବନ୍ଧୁଗଣ ମେଥିରେ ଥିବା ଉପାଦାନ ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ ରେ ରଖିଥାଏ। ଏହାର ବ୍ୟବହାର କରିବା ଦ୍ୱାରା ରକ୍ତଚାପ ସମସ୍ୟା ର ସାମାଧନ ହୋଇଥାଏ ଏବଂ ରକ୍ତଚାପ ନିୟନ୍ତ୍ରିତ ରହିଥାଏ।

୫. ବନ୍ଧୁଗଣ ମେଥିର ସେବନ କ୍ୟାନ୍ସର ଭଳି ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ମେଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ। ତେଣୁ ଏହାର ସେବନ ଦ୍ଵାରା ଏହା ଶରୀର ରେ ଥିବା ବିଷାକ୍ତ ପଦାର୍ଥ କୁ ନିଷ୍କାସିତ କରିଥାଏ। ଯାହାଫଳରେ କ୍ୟାନ୍ସର ହେବାର ସମ୍ଭାବନା ବହୁତ କମ ରହିଥାଏ।

୬. ବନ୍ଧୁଗଣ ମେଥିର ସେବନ ଦ୍ଵାରା ତାହା ହଜମ କ୍ରିୟାରେ ସହାୟକ ହୋଇଥାଏ। ବନ୍ଧୁଗଣ ଯଦି ଆପଣ ଖାଦ୍ୟ ଖାଇବାର ବହୁତ ସମୟ ପରେ ମଧ୍ୟ ଖାଦ୍ୟ ହଜମ ହେଉ ନାହିଁ ତେବେ ଆପଣ ଗରମ ପାଣିରେ ଏକ ଚାମଚ ମେଥି ମିଶାଇ ସେବନ କରନ୍ତୁ। ଏହାଦ୍ବାରା ଖାଦ୍ୟ ହଜମ ହୋଇଥାଏ ଏବଂ ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।

 

୭. ମେଥିର ବ୍ୟବହାର ବିଭିନ୍ନ ପ୍ରକାର ତ୍ୱଚା ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।ବଥ, ପୋଡ଼ା ଦାଗ, ଘା ଆଦି ସମସ୍ୟା ରୁ ମୁକ୍ତି ଦେଇଥାଏ ଏବଂ ଏହା ସହିତ ମେଥିର ବ୍ୟବହାର କରିବା ଦ୍ୱାରା ଏହା କେଶ ଜନିତ ବିଭିନ୍ନ ପ୍ରକାର ସମସ୍ୟା ଯଥା ଶୁଷ୍କ କେଶ, ରୂପୀ,କେଶ ଝଡ଼ିବା ଆଦି ସମସ୍ୟା ରୁ ମୁକ୍ତି ଦେଇଥାଏ। ନଡ଼ିଆ ତେଲ ରେ ଏକ ଚାମଚ ମେଥି ମିଶାଇ ତାକୁ ଗରମ କରନ୍ତୁ ଏବଂ ଏହାକୁ ଥଣ୍ଡା କରି ଏକ ପାତ୍ରରେ ରଖି ବ୍ୟବହାର କରିବା ଦ୍ୱାରା ଆପଣ ଏହି ସମସ୍ୟା ରୁ ମୁକ୍ତି ପାଇ ପାରିବେ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button