ସ୍ୱାସ୍ଥ୍ୟ

କେବଳ ଏହି 3 ଟି ଜିନିଷ କ୍ଷୀରରେ ମିଶାଇ ଖାଇ ନିଅନ୍ତୁ, ଆଣ୍ଠୁ ଗଣ୍ଠି ଦରଜ, Back Pain, କମଜୋରି, Calcium ର ଅଭାବ ସବୁ ଗାୟବ ହେଇଯିବ- Health Tips

ମନୁଷ୍ୟ କୁ ସମୟ ବା ବୟସ ଅନୁସାରେ ବିଭିର୍ଣ୍ଣ ପ୍ରକାରର ରୋଗ ସମସ୍ୟା ହୋଇଥାଏ । ବୟସ ବୃଦ୍ଧି ହେବା ସହ ରୋଗ ର କଷ୍ଟ ଅଧିକ ହୋଇଥାଏ । ସାଧାରଣ ଭାବରେ ବୟବୃଦ୍ଧ ଙ୍କୁ ଦୁର୍ବଳତା ସମସ୍ଯା ,ହାଡ ସମସ୍ୟା , ନିଦ୍ରା ହୀନତା , ଥକା ପଣ ଆଦି ରୋଗ ବହୁଳ ମାତ୍ରା ରେ ହୋଇଥାଏ । ଆଜିକାଲି ଏହା ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଏହି ପରି ରୋଗରୁ ଅତିସହଜରେ ରକ୍ଷା ପାଇହେବ ।

ଆଜି ଆମେ ଆପଣନମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ ଯାହା ଦ୍ଵାରା କି ଏହି ସବୁ ରୋଗରୁ ଅତି ସହଜରେ ମୁକ୍ତି ପାଇ ହେବ । ପ୍ରଥମେ ଏହି ଉପାୟ କରିବାକୁ ହେଲେ ପ୍ରଥମେ ଆପଣ ନେବେ ମଖାନା , ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ , ଜିଙ୍କ , କପର ଓ ମ୍ୟାଗ୍ନେସିୟମ ଓ ଫାଇବାର ମିଳିଥାଏ ।
ଏହା ଆମ ଶରୀରର ମାଂସପେଶୀକୁ ସୁସ୍ଥ ରଖିଥାଏ , ହାଡକୁ ଶକ୍ତ ରଖିଥାଏ ଓ ହୃଦୟ ଜନିତ ରୋଗ ତଥା ହୃଦ ଘାତ ଓ ହୃଦୟ ପୀଡା ପ୍ରଭୁତି ରୋଗରୁ ରକ୍ଷା କରିଥାଏ । ଡାଇବେଟିସ ଓ କଲେଷ୍ଟରାଲଓ ମୋଟା ପଣକୁ ନିୟନ୍ତ୍ରଣ କରିଥାଏ । ଏହାପରେ ଆମେ ନେବା ବାଦାମ । ଏଥିରେ ବହୁତ ପ୍ରକାରର ଏଣ୍ଟି ଅକ୍ସିଡେଣ୍ଟ , ମିନେରାଲ ଓ ଭିଟାମିନ ମିଳିଥାଏ ।
ଏଥିରେ ମିଳୁଥିବା ପ୍ରୋଟିନ ଆମ ଶରୀରର ମାଂସ ପେଶୀକୁ ନିର୍ମାଣ କରିଥାଏ । ଏଥିରୁ ଆମ ମାଂସପେଶୀ ଓ ମଶଲସ ର ଦୁର୍ବଳତା ଦୂର ହୋଇଥାଏ ଏହାଛଡା ଆମ ଆଖି ଓ ମସ୍ତିସ୍କ ପାଇଁ ଭଉ ଫାଇଦା ଦେଇଥାଏ । ଆମେ ଏଠାରେ ବତୁରା ଯାଇଥିବା ଚୋପଛଡା ବାଦାମ ନେବା ଉଚିତ । ଏହାପରେ ନେବା ପୋସ୍ତ । ଏହାଦ୍ଵାରା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।

 

ଏହା ଆମ ବୁଦ୍ଧି ବୃଦ୍ଧି ହେବାରେ ସହାୟକ ହୋଇଥାଏ । ଏଥିରେ ଭିଟାମିନ ବି ଓ ଅମେଗା ୬ , ଫେଟିକ ଏସିଡ ମିଳିଥାଏ । ଯେଉଁ ମାନଙ୍କର ହାତ ଗୋଡ ବିନ୍ଧା ହେଉଥାଏ ସେମାନେ ଏହାକୁ ବ୍ୟବହାର କରିବା ଉଚିତ ଓ ଅନିଦ୍ରା ଜନିତ ରୋଗରୁ ରକ୍ଷା କରିଥାଏ । ଏହାପରେ ନେବା ମିଶ୍ରି ।ଏହା ଆମ ଶରୀରର ହିମଗ୍ଲୋବିନ କୁ ବୃଦ୍ଧି କରିଥାଏ ।

 

ଏଥିରେ ବହୁତ ମିନେରାଲ ମିଳିଥାଏ ଯାହାକି ଆମ ମାଂସପେଶୀକୁ ସୁଶଠୋ ମଜବୁତ ରଖିଥାଏ । ଏବେ ଏହି ଉପାୟକୁ ପ୍ରସ୍ତୁତ କରିବା । ପ୍ରଥମେ ଗୋଟିଏ ପାତ୍ର ଗରମ କରି ସେଥିରେ ଗୋଟିଏ ଚାମଚ ଦେଶୀ ଘିଅ ନେବା । ଏହା ଆମ ଶ୍ଵାସ ପାଇଁ ବହୁତ ଫାଇଦା ହୋଇଥାଏ ଓ ଏହା ମୋଟାପଣକୁ ନିୟନ୍ତ୍ରଣ କରିଥାଏ । ପେଟ ରୋଗରୁ ରକ୍ଷା କରିଥାଏ ।

 

ଏହାପରେ ଏଥିରେ ପୋସ୍ତା ପକାଇ ଭଲ ଭାବରେ ଭାଜିବା ପରେ ଦେଢ ଗ୍ଳାସ କ୍ଷୀର ମିଶାଇବା ଏହାପରେ ଦୁଇଟି ବାଦାମକୁ ଛେଚି ଏଥିରେ ମିଶାଇବା ପରେ ଏଥିରେ ମଖାନାକୁ ପକାଇ ଏହି ମିଶ୍ରଣଙ୍କୁ ଭଲ ଭାବରେ ଫୁଟାଇବା ପରେ ଏଥିରେ ମିଶ୍ରି ମିଶାଇବା । ଏବେ ପ୍ରସ୍ତୁତ ହୋଇଗଲା ଆମର ଏହି ମିଶ୍ରଣଟି ଏହା କୁ ବ୍ୟବହାର କରିବା ଦ୍ଵାରା ଆମ ଶରୀରର କ୍ୟାଲସିୟମ ବୃଦ୍ଧି ହୋଇଥାଏ ଓ ଆମ ଶରିରର କମଜୋରି ଦୂର ହୋଇଥାଏ । ଏହାକୁ ରାତିରେ ଶୋଇବା ପୂର୍ବରୁ ବ୍ୟବହାର କାଲେ ନିଦ୍ରାହୀନତାରୁ ରକ୍ଷା ମିଳିଥାଏ । ଆମ ମାଂସପେଶୀ ମଜବୁତ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button