ମନୋରଞ୍ଜନ

5 ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି ‘ବଜରଙ୍ଗୀ ଭାଇଜାନ’ ର ‘ମୁନ୍ନୀ’, ଏବେ ଦେଖା ଯାଉଛନ୍ତି ବହୁତ ହିଁ ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ । ବଲିଉଡରେ ଏପରି କିଛି ଫିଲ୍ମ ରହିଛି ଯାହା ପ୍ରସିଦ୍ଧି ହାସଲ କରିଥାଏ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଫିଲ୍ମ ରହିଛି ଯାହାକୁ ଲୋକମାନେ ଅଧିକ ପସନ୍ଦ କରିପାରିଲେ ନଥିଲେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ଯାହା ପ୍ରସିଦ୍ଧି ହାସଲ କରିଥିଲେ ଓ ଗୋଟେ ସମୟରେ ବହୁତ ଲୋକପ୍ରିୟତା ହାସିଲ କରିଥିଲା ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ତାର ନାମ ହେଉଛି ‘ବଜରଙ୍ଗୀ ଭାଇଜାନ’ । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଥିଲେ । ଏହି ଫିଲ୍ମଟି ସୁପର ହିଟ ହୋଇଥିଲା ।

ଏହି ଫିଲ୍ମଟି ୯୦୦ କୋଟିରୁ ଅଧିକ ଟଙ୍କା କମାଇ ରେକର୍ଡ କରିଥିଲା । ବନ୍ଧୁଗଣ ସବୁଠାରୁ ଅଧିକ ଦର୍ଶକ ମାନେ ଏହି ଫିଲ୍ମରେ ମୁନିର ଭୂମିକାକୁ ବହୁତ ଅଧିକ ପସନ୍ଦ କରିଥିଲେ । ଆଜିକୁ ଏହି ଫିଲ୍ମ ରିଲିଜ ହେବାର ୫ ବର୍ଷ ହୋଇସାରିଛି ଓ ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ବଦଳି ଯାଇଛନ୍ତି ।

ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଫିଲ୍ମରେ ମୁନିର ଅଭିନୟ କରିଥିବା ଶିଶୁକଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆଜିକୁ ବହୁତ ଅଧିକ ବଦଳି ଯାଇଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁ କଳାକାରଙ୍କ ବିଷୟରେ ଏହି ଫିଲ୍ମରେ ମୁନିର ଭୂମିକା ପଦର୍ଶନ କରିଥିବା ଶିଶୁ କଳାକାରଙ୍କ ନାମ ହେଉଛି ହର୍ଶାଲୀ ମଲ୍ହୋତ୍ରା ।

ତାଙ୍କୁ ବର୍ତ୍ତମାନ ୧୧ ବର୍ଷ ବୟସ ହୋଇସାରିଛି । ଏହି ଫିଲ୍ମ ପାଇଁ ହର୍ଶାଲୀ ବହୁତ ଅଧିକ ଲୋକପ୍ରିୟତା ହାସିଲ କରିଥିଲେ । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଏହି ୪ ବର୍ଷ ପରେ ହର୍ଶାଲୀ କିପରି ଦେଖା ଯାଉଛନ୍ତି । ବନ୍ଧୁଗଣ ଏହି ୪ ବର୍ଷ ପରେ ହର୍ଶାଲୀ ବହୁତ ଅଧିକ ବଦଳି ଯାଇଛନ୍ତି । ହର୍ଶାଲୀଙ୍କୁ ବର୍ତ୍ତମାନ ୧୧ ବର୍ଷ ବୟସ ହୋଇସାରିଛି ହେଲେ ସେ ୧୧ ବର୍ଷର ଝିଅ ପରିକା ଜଣା ପଡୁନାହାନ୍ତି ।

ତାଙ୍କର ଫଟୋ ଦେଖିଲେ ଜଣା ପଡୁଛି ହର୍ଶାଲୀଙ୍କୁ ୧୪ ରୁ ୧୫ ବର୍ଷ ହୋଇଥିବ । ହର୍ଶାଲୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ଏପରି କିଛି ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ବର୍ତ୍ତମାନ ହର୍ଶାଲୀ ବହୁତ ଅଧିକ ସୁନ୍ଦର ଓ କ୍ୟୁଟ ନଜର ଆସୁଛନ୍ତି । ପୂର୍ବ ଅପେକ୍ଷା ସେ ବର୍ତ୍ତମାନ ବଡ ମଧ୍ୟ ହୋଇଛନ୍ତି । ହର୍ଶାଲୀଙ୍କୁ ସଲମାନ ଖାନ ନିଜ ଝିଅ ପରି ସ୍ନେହ କରନ୍ତି । ବର୍ତ୍ତମାନ ହର୍ଶାଲୀ ସୋସିଆଲ ମିଡିଆରେ ନିଜର ଏହି ଫଟୋ ପାଇଁ ବହୁତ ଚର୍ଚାରେ ରହୁଛନ୍ତି । ଫ୍ୟାନ୍ସ ମାନେ ହର୍ଶାଲୀଙ୍କ ଫଟୋକୁ ବହୁତ ଅଧିକ ପସନ୍ଦ କରୁଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ହର୍ଶାଲୀଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ବଢି ଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button