ଦେଶ ବିଦେଶ

୨୩, ୨୪ ଓ ୨୫ ତାରିଖ ଦିନ ଏହି ୫ଟି ରାଶିଙ୍କୁ ମିଳିପାରେ ବଡ ଖୁସି ଖବର, କଣ ଆପଣଙ୍କ ରାଶିତ ନାହିଁ

ଆଜି ଆମେ ଆପଣଙ୍କୁ ଯେଉଁ ରାଶିମାନଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ଉପରେ ଶନିର ସାଢ଼େସାତୀ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସମାପ୍ତ ହେବାକୁ ଯାଉଛି । ଏହି ରାଶିମାନଙ୍କ ଜୀବନରେ ବର୍ତ୍ତମାନ ଖୁସିର ଆଗମନ ହେବ । ଏହି ରାଶିର ଲୋକମାନଙ୍କୁ ଲଟେରୀ ଲାଗିବାର ଅଛି କାରଣ ତାଙ୍କର ସମସ୍ତ କଷ୍ଟର ନିବାରଣ ହେବାକୁ ଯାଉଛି । ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

ଭାଇ ଭଉଣୀଙ୍କ ପୁରା ସହଯୋଗ ମିଳିବ । ନିଜର ଶତ୍ରୁକୁ ପରାସ୍ତ କରିବେ । କୌଣସି ପ୍ରିୟ ବ୍ୟକ୍ତିଙ୍କ ସହିତ ଆପଣ ବହୁତ ସମୟ ବ୍ୟତିତ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କାର୍ଯ୍ୟସ୍ଥଳରେ ଆପଣଙ୍କୁ କୌଣସି ନୂଆ କାର୍ଯ୍ୟ ମିଳିପାରେ କିମ୍ବା ଉନ୍ନତି ହୋଇପାରେ । ଯାହା ଆପଣଙ୍କ ପାଇଁ ଖୁସି ନେଇ ଆସିବ । ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ । ଆପଣଙ୍କୁ ନିଜର କ୍ୟାରିୟରରେ ଭଲ ମାର୍ଗ ହାସଲ ହେବ ।

ଜୀବନସାଥିଙ୍କ ଉପଦେଶ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ଧର୍ମ, କର୍ମ କାର୍ଯ୍ୟରେ ଆପଣଙ୍କ ଅଧିକ ରୁଚି ବଢିବ । ଆର୍ଥିକ ସମସ୍ୟା ଦୂର ହୋଇପାରେ । ଆୟର ସ୍ତର ଭଲ ରହିବ । ବ୍ୟାପାରରେ କିଛି ନୂତନତା ଆସିବ । ଆଜି ଆପଣଙ୍କୁ କିଛି ନୂତନ ଚାନ୍ସ ମିଳିପାରେ । ଖାଦ୍ୟ ପେୟରେ ସଂଯମତା ରଖନ୍ତୁ । ନିଜର ସ୍ୱାସ୍ଥ୍ୟକୁ ଭଲ ରଖନ୍ତୁ । କୌଣସି ପାର୍ଟନରଶୀପ ବ୍ୟବସାୟରେ ନିବେଶ କରି ପାରନ୍ତି ।

ଆପଣଙ୍କ କାମରେ ଆପଣଙ୍କ ଆଲୋଚକମାନେ ବି ପ୍ରଶଂସା କରିବେ । ଧଳା ଚନ୍ଦନର ତିଳକ ଲଗାନ୍ତୁ । ମସ୍ତିଷ୍କ ଶାନ୍ତ ରହିବ । ଆପଣ ସମସ୍ତ କଷ୍ଟର ସାମ୍ନା କରି ପାରିବେ । ଗୃହସ୍ତ ଜୀବନକୁ ନେଇ ସବୁ ଚିନ୍ତା ଦୂର ହୋଇଯିବ । ଆଇନ ମାମଲାରୁ ବି ଦୂରେଇଯିବେ । ଆମେ ଯେଉଁ ରାଶି ବିଷୟରେ ଆପଣଙ୍କୁ କହୁଛୁ ସେମାନେ ହେଉଛନ୍ତି କର୍କଟ, କୁମ୍ଭ, ସିଂହ, ମକର ଓ ତୁଳା ରାଶି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button