ବିଚାର

Health Tips- ସକାଳୁ ଖାଲି ପେଟରେ ଧନିଆ ପାଣି ପିଇବା ଦ୍ଵାରା ମିଳିଥାଏ ଏତେ ଫାଇଦା ଯାହା ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ, ଜଲ୍ଦି ଦେଖନ୍ତୁ

ଆଜି କାଲି ଯୁଗରେ ଡାଇବେଟିସ ରୋଗ ଏକ ସାଧାରଣ ରୋଗ ହୋଇଗଲାଣି । ଡାଇବେଟିସ ରୋଗ ପାଇଁ ଧନିଆ ବହୁତ ଫାଇଦା ଦେଇଥାଏ । ଧନିଆରେ ଥିବା ଫ୍ଲୋନାଇଟ , ପଲିଥିଲାନ , ବି କାରେଟିନ ଏବଂ ଏଥିରେ ଥିବା ବିଭିର୍ଣ୍ଣ ପ୍ଲାଜମା ଗ୍ଳୁକୋଜକୁ ସମାନତା ରଖିବରେ ସାହାଯ୍ୟ କରିଥାଏ । ଏହାସହ କୋଲେଷ୍ଟ୍ରଲ ଓ ଫ୍ୟାଟ ସ୍ତରକୁ ବି କମ କରିଥାଏ । ଧନିଆ ପାଣି ସବୁଦିନ ପିଇବାଦ୍ଵାରା ଡାଇବେଟିସ ନିୟନ୍ତ୍ରଣ ହୋଇଥାଏ । ଧନିଆରେ ଥିବା ଏନ୍ଟି ଆର୍ଥାରାଇଟିସ ହାଡ ଗଣ୍ଠିକୁ ଶକ୍ତ ରଖିଥାଏ ।

ଆଣ୍ଠୁ ଗଣ୍ଠି ବିନ୍ଧାରୁ ରକ୍ଷା ପାଇବା ପାଇଁ ଦୁଇ ଚାମଚ ଧନିଆକୁ ରାତିସାରା ବତୁରାଇ ସକାଳେ ଏହି ପାଣିରେ କିଛି କଟା ଅଦା ପକାଇ ପାଣିକୁଆ ଫୁଟାଇ ଛାଣି ସକାଳ ଜଳଖିଆ ପୂର୍ବରୁ ଏକମାସ ପିଇବା ଉଚିତ ଏହା ସହ କ୍ୟାଲସିୟମ ଥିବା ଖାଦ୍ୟ ଓ ଖରାରେ କିଛି ସମୟ ବସିବା ଆବଶ୍ୟକ । ହାଇପୋଥାରାଡାଇଜ ବା ନିଦ ନଆସିବା , ଓଜନ କମିଯିବା , ଶୋଷ ଲାଗିବା ଓ ଝାଳ ବୋହିବା , ହାତ ଗୋଡ ଥରିବା , କମଜୋରି  , ଚିନ୍ତା ଠକାପନା , ଥଣ୍ଡା ଲାଗିବା , ଥକିଯିବା ର ଲକ୍ଷଣ ଦେଖାଯାଏ ।

ଏଥିରୁ ରକ୍ଷା ପାଇଁ ଧନିଆକୁ ରାତିରେ ବତୁରାଇ ସକାଳେ ଏହି ପାଣିକୁ ଫୁଟାଇ ଏହି ପାଣିକୁ ଛାଣି ଏଥିରେ ମଧୁ , କଳା ଲୁଣ , ଟିକେ ଲେମୁ ଚିପୁଡି ତାପରେ ପିଇ ଦିଅନ୍ତୁ । ଏହି ପାଣିକୁ ଦିନରେ ଦୁଇଥର ପିଇବା ଉଚିତ । ଏହାକୁ ସକାଳୁ ଖଳିପେଟରେ ପିଇବେ ଏବଂ ଦ୍ଵିପହରରେ ଖାଦ୍ୟ ଖାଇବାପରେ ଏକ ଘଣ୍ଟା ପରେ ଏହି ପାଣି ପିଇବେ । କିନ୍ତୁ ଏହି ପାଣି ଉଷୁମ ପିଇବେ । ଆପଣ ଏହି ପାଣିକୁ ପନ୍ଦର ଦିନ ଯଦି ପିଇବେ ଏହାର ଫାଇଦା ନିଶ୍ଚିତ ଦେଖିବେ ।

ମୋଟ ପେଟ , ଜଙ୍ଘ ମୋଟା ହୋଇଯାଇଥାଏ ତେବେ ଏହି ଧନିଆ ପାଣିକୁ ପିଇଲେ ତାହା କମ କରିଦେଇଥାଏ । ଗରମ ଦିନରେ ଲୋକମାନଙ୍କର ହାତ ପାଦ ଜଳା ପୋଡା କରିଥାଏ ।ସେଥିପାଇଁ ଆଉ ଗୋଟେ ଉପାୟ ଆପଣଙ୍କୁ କହୁଛୁ ପ୍ରଥମେ ଧନିଆ ମଞ୍ଜି ଓ ମିଶିରି ୫୦ ଗ୍ରାମ ନେବେ । ଦୁଇଟିକୁ ମିଶେଇକି ଗୁଣ୍ଡ କରି ନିଅନ୍ତୁ । ଆପଣ ଏହାକୁ ସକାଳେ ପାଣିର ଗୋଳିକି ଖାଲି ପେଟରେ ଖାଇନିଅନ୍ତୁ । ଏହାକୁ ୩ ଥର ମଧ୍ୟ ପିଇପାରିବେ । ଯଦି ଆପଣ ଶରୀରରେ ଗରମ ବଢିଯାଇଛି ତେବେ ଏହାକୁ ଶାନ୍ତ କରିଦେବ । ବହୁତ ଲୋକଙ୍କର ପରିସ୍ରା ଅଟକିଜାଇଥାଏ ।

ସେଥିପାଇଁ ରାତିରେ ଧନିଆକୁ ଭିଜେଇ ଦେବେ ସକାଳୁ ଏହି ପାଣି ଉଷୁମ କରିକି ପିଇପାରିବେ । ଖାସ କରି ମହିଳାଙ୍କର ଈଊରିନ ଇଫେକସନ ହୋଇଥାଏ । ସେଥିପାଇଁ ଧନିଆ ଓ ଅଁଳା ୫୦ ଗ୍ରାମ ନିଅନ୍ତୁ ଏବଂ ଦୁଇଟିକୁ ଗୁଣ୍ଡା କରି ନିଅନ୍ତୁ । ରାତି ସାରା ଗୋଟେ ଗ୍ଲାସରେ ପାଣି ନେଇକି ସେଥିରେ ଚାରିଚମଚ ପକେଇକି ରଖିଦିଅନ୍ତୁ । ସକାଳୁ ଏହାକୁ ଖାଲି ପେଟରେ ପିଇ ଦିଅନ୍ତୁ ।

ସେହି ପାଣିରେ କିଛି ମହୁ ପକେଇକି ପିଇପାରିବେ । ଏହାକୁ ଆପଣ ସାତ ଦିନ ବ୍ୟବାହାର କରିବା ପରେ ଇଉରିନ ଇନଫେକ୍ଶନ ଆଉ ହେବ ନାହିଁ । ଯେତେବେଲେ ମହିଳାଙ୍କର ପିରିୟଡ୍ସ ହୋଇଥାଏ ସେତେବେଳେ ବହୁତ ପୀଡାଦାୟକ ହୋଇଥାଏ । ପେଟ ଆଉ ଅଣ୍ଟାରେ ବହୁତ ଦରଜ ହୋଇଥାଏ । ସେହି ସମୟରେ ଧନିଆ ମଞ୍ଜିକୁ ଆପଣ ଚାହା କରିକି ପିଇ ପାରିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button