ବିଚାର

ଅଜଣାତରେ ହୋଇଯାଇଛି କି ପାପ, ତେବେ କରନ୍ତୁ ଏହି ଉପାୟ

କଥାରେ ଅଛି ମଣିଷ ମାତ୍ରକେ ଭୁଲ୍। ମଣି. ତାହାର ସଂପୂର୍ଣ୍ଣ ଜୀବନରେ ଅନେକ ଚେଷ୍ଠା ପରେ ମଧ୍ୟ କୌଣସି ନା କୌଣସି ଭୁଲ ବା ପାପ କରିଦେଇଥାଏ। ଯାହାର ପଶ୍ଚତାପ କରିବାର ବହୁତ କଷ୍ଠକର ହୋଇଯାଇଥାଏ। ଏହି ସମ୍ବନ୍ଧରେ ଶ୍ରୀମଦ ଭାଗବତ ଗୀତାରେ ବର୍ଣ୍ଣନା କରାଯାଇଛି।

Bharatayudha_Battle

ଗୀତାରେ ଅଜାଣତରେ ହୋଇଥିବା ପାପର କିପରି ପ୍ରାୟଶ୍ଚିତ କରାଯିବ ତାହା ବିଷୟରେ ଉଲ୍ଲେଖ କରାଯାଇଛି। ଯାହା ବିଷୟରେ ଆଜି ଆମେ କହିବାକୁ ଯାଉଛି। ଏପରି କିଛି ଉପାୟ ରହିଛି ଯାହାକୁ ପାଳନ କରି ଜଣେ ବ୍ୟକ୍ତି ତାଙ୍କର ପାପାକୁ ନାଶ କରିପାରିବେ।

cow-roti

-ପ୍ରତ୍ୟେକ ଦିନ ଗାଇ ବା ଗୋମାତାଙ୍କୁ ରୁଟି ଦାନ କରବା ଦ୍ବାରା ମନୁଷ୍ୟର ପାପନାଶ ହୋଇଥାଏ। ଏଣ ଯେତେବେଳେ ଘରେ ରୁଟି ପ୍ରସ୍ତୁତ ହୋଇଥାଏ ସେତେବେଳେ ପ୍ରଥମ ରୁଟି ଗାଇ ନାମରେ ବାହାର କରିବା ଉଚିତ୍।

-ପ୍ରତ୍ୟେକ ଦିନ ଘରେ ବା ଘର ପାଖରେ ଥିବା ଗଛର ମୂଳରେ ରହୁଥିବା ପିମ୍ବୁଡ଼ିଙ୍କୁ ଅଟା ଖାଇବାକୁ ଦିଅନ୍ତୁ। ଏଥିସହ ଚଢ଼େଇଙ୍କୁ ଦାନା ଖାଇବାକୁ ଦିଅନ୍ତୁ।

-ପ୍ରତି ଦିନ ଅଟାର ଗୁଳି ପ୍ରସ୍ତୁତ କରି ପୋଖରୀରେ ମାଛଙ୍କୁ ଖାଇବାକୁ ଦିଅନ୍ତୁ। ଏଥିସହ ଘର ଦୂଆରକୁ ଆସିଥିବା ଭିକାରୀକୁ ଖାଇବାକୁ ଦେଇ ମଧ୍ୟ ଆପଣ ନିଜର ପାପର ଅଂଶକୁ କମ କରିପାରିବେ।

-ଦୈନିକ ଖାଦ୍ୟ ପ୍ରସ୍ତୁତି ସମୟରେ ଅଗ୍ନି ଦେବଙ୍କୁ ପ୍ରଥମେ ଦାନ କରନ୍ତୁ। ଉଦାହରଣ ସ୍ବରୁପ, ରୁଟି ପ୍ରସ୍ତୁତ କରି ତାହା ସହ ଘିଅ-ଚିନି ମିଶାଇ ଅଗ୍ନିକୁ ଭୋଗ ଲଗାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button