ବିଚାର

ରାଶି ଅନୁସାରେ ଜାଣନ୍ତୁ କଣ ଆପଣଙ୍କ ଲକି ନମ୍ବର !

ସାଧାରଣତଃ ସମସ୍ତଙ୍କର ଧାରଣା ଥାଏ ଯେ ସମସ୍ତଙ୍କର ନିଜ ନିଜର ଲକି ନମ୍ବର ରହିଥାଏ। ଲୋକମାନେ ନିଜର ଲକି ନମ୍ବରକୁ ବହୁତ ଗୁରୁତ୍ବ ଦେଇଥାନ୍ତି। କୌଣସି ନୂଆ କାମର ଆରମ୍ଭ କରିବା ପୂର୍ବରୁ କିମ୍ବା କୌଣସି ଯାତ୍ରାକୁ ଯିବା ପୂର୍ବରୁ ଲୋକମାନେ ନିଜର ଲକି ନମ୍ବରର ମିଳନ ନିଶ୍ଚୟ କରିଥାନ୍ତି। କୁହାଯାଏ ଯେ ଲକି ନମ୍ବର ହିସାବରେ ସବୁ କାମ କଲେ ସେହି କାମ ସଫଳ ହେବାର ସମ୍ଭାବନା ବହୁତ ବଢ଼ି ଯାଇଥାଏ। ରାଶି ହିସାବରେ ସମସ୍ତଙ୍କର ନିଜର ଲକି ନମ୍ବର ରହିଥାଏ। କଣ ଆପଣଙ୍କୁ ଆପଣଙ୍କର ଲକି ନମ୍ବର ଜଣାଅଛି ? ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ।

ମେଷ : ୧

ବ୍ରୁଷ : ୨,୯ ଏବଂ ୧୧

ମିଥୁନ : ୧୩

କର୍କଟ : ୭ ଏବଂ ୧୦

ସିଂହ : ୦ ଏବଂ ୮

କନ୍ୟା : ୩ ଏବଂ ୫

ତୁଳା : ୪ ଏବଂ ୬

ବିଛା : ୧୧ ଏବଂ ୯

ଧନୁ : ୫ ଏବଂ ୧୫

ମକର : ୨

କୁମ୍ଭ : ୧୭

ମୀନ : ୭ ଏବଂ ୨୧

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button