ରାତିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଜିନିଷର ସେବନ, ଶୀଘ୍ର ବଢ଼ିଥାଏ ଓଜନ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଚିନ୍ତା କାରଣରୁ ଲୋକମାନେ ନିଜର ଖାଦ୍ୟପେୟ ଏବଂ ସ୍ବାସ୍ଥ୍ୟ ଉପରେ ଠିକ ଭାବରେ ଧ୍ୟାନ ଦେଇପାରନ୍ତି ନାହିଁ। ଯେଉଁ କାରଣରୁ ଧୀରେ ଧୀରେ ଓଜନ ବଢ଼ିବାକୁ ଲାଗିଥାଏ। କେତେକ ଥର ମୋଟା କାରଣରୁ ଲୋକଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଥାଏ। ଓଜନ ବଢ଼ିବା କାରଣ ହେଉଛି ଭୁଲ ଖାଦ୍ୟପେୟ। ଠିକ ସୂଚନା ହେବା ନଥିବା କାରଣରୁ ବେଳେବେଳେ ଲୋକମାନେ ଅଜାଣତରେ କିଛି ଏମିତି ଜିନିଷକୁ ଖାଇ ଦିଅନ୍ତି ଯେଉଁ କାରଣରୁ ତାଙ୍କ ଓଜନ ବଢ଼ିଯାଇଥାଏ।
ଏହି ଖାଦ୍ୟ ବଢ଼ାଇଥାଏ ଓଜନ
-ଯଦି ଆପଣ ନିଜର ଓଜନକୁ ବ୍ରୁଦ୍ଧିକୁ ରୋକିବାକୁ ଚାହୁଁଛନ୍ତି ତେବେ କେବେବି ରାତିରେ ଶୋଇବା ପୂର୍ବରୁ ଘୀଅ କିମ୍ବା କ୍ରୀମର ସେବନ କରନ୍ତୁ ନାହିଁ। ରାତିରେ ଏହି ଜିନିଷକୁ ଖାଇବା ଦ୍ବାରା ଓଜନ ବଢ଼ିଥାଏ।
-କେବେବି ରାତିରେ ଶୋଇବା ପୂର୍ବରୁ ଧଳା ବ୍ରେଡ ଖାଆନ୍ତୁ ନାହିଁ। ଏହାର ସେବନରେ ଆପଣଙ୍କ ବ୍ଲଡରେ ସୁଗାରର ମାତ୍ରା ବଢ଼ିପାରେ। ଏଥିରେ ଫାଇବରର ମାତ୍ରା ବରାବର ଭାବରେ ରହିଥାଏ। ଯେଉଁ କାରଣରୁ ଏହାର ସେବନ କରିବା ଦ୍ବାରା ଶରୀରରେ ଫ୍ୟାଟ ବଢ଼ିଥାଏ।
-କଦଳୀ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ରାତିରେ ଶୋଇବା ପୂର୍ବରୁ କଦଳୀର ସେବନ କରୁଥିଲେ ଏହା ଆପଣଙ୍କ ଓଜନକୁ ବହୁତ ଜଲଦୀ ବଢ଼ାଇଥାଏ।
-ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ହ୍ବାଇଟ ବଟରର ସେବନ କରନ୍ତି ତେବେ ଏହା ଦ୍ବାରା ମଧ୍ୟ ଆପଣଙ୍କ ଓଜନ ବହୁତ ଜଲଦୀ ବଢ଼ିବାକୁ ଲାଗିଥାଏ। ଏଥିପାଇଁ ଭୂଲରେ ମଧ୍ୟ ରାତିରେ ଶୋଇବା ପୂର୍ବରୁ ଏହାର ସେବନ କରନ୍ତୁ ନାହିଁ।



