ବିଚାର

ଆପଣଙ୍କ ଘରେ ହେଉଥିବା କଳହର କାରଣ ହେଉଛି ଏହି ୩ ଜିନିଷ

ଘରେ ତିନିଟି ଜିନିଷ ଖୁସି ଦେଇଥାଏ। ଘରେ ଥିବା ରଙ୍ଗ, ଘରର ତରଙ୍ଗ ଏବଂ ଘରେ ରହୁଥିବା ଲୋକ। ଏହି ତିନିଟି ମଧ୍ୟରୁ ଦୁଇଟି ଜିନିଷ ଠିକ ଥିଲେ ମଧ୍ୟ ଘରେ ସୁଖ ଶାନ୍ତି ରହିଥାଏ। ଅନ୍ୟଥା ଘରେ ବାଦବିବାଦ, ରୋଗ ଏବଂ କଳହ ଲାଗି ରହିଥାଏ। କେବେ କେବେ ଆମେ ଘରକୁ କିଛି ଏମିତି ଜିନିଷ ନେଇଆସୁ ଯାହା କଳହ ବଢ଼ାଇଥାଏ। କିଛି ସ୍ବତନ୍ତ୍ର ଲୋକଙ୍କର ଘରକୁ ଆସିବାରେ ମଧ୍ୟ କ୍ଳେଶ ବଢ଼ିଯାଇଥାଏ।

ଘରର ରଙ୍ଗକୁ କେମିତି ରଖିବେ ଠିକ୍ ?

-ଘରେ ସାମାନ୍ୟ ଏବଂ ସୁନ୍ଦର ରଙ୍ଗର ପ୍ରୟୋଗ କରିବା ଉଚିତ।

-ଲିଭିଙ୍ଗ ଏରିଆରେ ସାମାନ୍ୟ ହଳଦିଆ, ଗୋଲାପୀ କିମ୍ବା ସବୁଜ ରଙ୍ଗର ପ୍ରୟୋଗ କରିବା ଆବଶ୍ୟକ।

-ରୋଷେଇ ଘରେ ନାରଙ୍ଗୀ ରଙ୍ଗ ସବୁଠାରୁ ଶୁଭ ହୋଇଥାଏ।

-ବେଡରୁମରେ ଗୋଲାପୀ, ବାଇଗଣୀ କିମ୍ବା ସବୁଜ ରଙ୍ଗ ଲଗାଇବା ଉଚିତ।

-ଛାତର ରଙ୍ଗ ଧଳା ହେବା ଆବଶ୍ୟକ।

-ନୀଳ ରଙ୍ଗ ବ୍ୟବହାର କରିବା ମଧ୍ୟ ଉତ୍ତମ ରହିବ।

ଘରର ତରଙ୍ଗକୁ କେମିତି ଠିକ ରଖିବେ ?

-ଘରେ ଥିବା ଆସବାପତ୍ର ଏବଂ ଲୋକଙ୍କ ଦ୍ବାରା ତରଙ୍ଗର ନିର୍ମାଣ ହୋଇଥାଏ।

-ଘରେ ଅବ୍ୟବହାର ଜିନିଷକୁ ରଖନ୍ତୁ ନାହିଁ।

-ଘରେ ପ୍ରକାଶ ଏବଂ ବାୟୁର ଠିକ ଆଗମନ ରଖନ୍ତୁ।

couple-ଉଚ୍ଚ ଧ୍ବନିର ଗୀତ, ଚିଲାଇବା ଏବଂ ଅସ୍ତ ବ୍ୟସ୍ତତା ଦ୍ବାରା ଘରର ତରଙ୍ଗ ଖରାପ ହୋଇଥାଏ।

-ଘରେ ସକାଳ-ସଞ୍ଜ ପୂଜା ଉପାସନା ଦ୍ବାରା, ସୁଗନ୍ଧ ଦ୍ବାରା ଏବଂ ମନ୍ତ୍ର ଜପ ଆଦି ଦ୍ବାରା ଘରର ତରଙ୍ଗ ଭଲ ହୋଇଯାଇଥାଏ।

-ଘରକୁ ପୂର୍ଣ୍ଣ ରୂପରେ ସଫାସୁତୁରା ରଖିବା ଆବଶ୍ୟକ।

-ସପ୍ତାହରେ ଗୋଟିଏ ଦିନ ଘରେ ପୂଜା ରଖିବା ଆବଶ୍ୟକ।

ଘରର ଲୋକଙ୍କୁ କାହିଁକି ଧ୍ୟାନ ଦେବା ଆବଶ୍ୟକ ?

-ଘରର ଲୋକଙ୍କର ବ୍ୟବହାର ଏବଂ ସ୍ବଭାବ ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ।

-ଘରର ଲୋକଙ୍କ ପାଇଁ ତରଙ୍ଗ ଏବଂ ଭାଗ୍ୟ ମଧ୍ୟ ହୋଇଥାଏ।

-ନିଜ ଭିତରେ ବ୍ୟବହାର ଠିକ ରଖନ୍ତୁ।

-ଅପଶବ୍ଦର ପ୍ରୟୋଗ କରନ୍ତୁ ନାହିଁ, ଅଳସୁଆ ହୁଅନ୍ତୁ ନାହିଁ।

ଘରେ ମଦ୍ୟପାନ କରନ୍ତୁ ନାହିଁ ଏବଂ ଜୁଆ ଆଦି ଖେଳନ୍ତୁ ନାହିଁ।

-ଘରର ଆସବାପତ୍ରକୁ ସଜାଇ କରି ରଖନ୍ତୁ।

couple_fighting_stress_bpଆପଣଙ୍କ ଘରେ ହେଉଥିବା କଳହର କାରଣ ହେଉଛି ଏହି ୩ ଜିନିଷ

ଘରେ ତିନିଟି ଜିନିଷ ଖୁସି ଦେଇଥାଏ। ଘରେ ଥିବା ରଙ୍ଗ, ଘରର ତରଙ୍ଗ ଏବଂ ଘରେ ରହୁଥିବା ଲୋକ। ଏହି ତିନିଟି ମଧ୍ୟରୁ ଦୁଇଟି ଜିନିଷ ଠିକ ଥିଲେ ମଧ୍ୟ ଘରେ ସୁଖ ଶାନ୍ତି ରହିଥାଏ। ଅନ୍ୟଥା ଘରେ ବାଦବିବାଦ, ରୋଗ ଏବଂ କଳହ ଲାଗି ରହିଥାଏ। କେବେ କେବେ ଆମେ ଘରକୁ କିଛି ଏମିତି ଜିନିଷ ନେଇଆସୁ ଯାହା କଳହ ବଢ଼ାଇଥାଏ। କିଛି ସ୍ବତନ୍ତ୍ର ଲୋକଙ୍କର ଘରକୁ ଆସିବାରେ ମଧ୍ୟ କ୍ଳେଶ ବଢ଼ିଯାଇଥାଏ।

ଘରର ରଙ୍ଗକୁ କେମିତି ରଖିବେ ଠିକ୍ ?

-ଘରେ ସାମାନ୍ୟ ଏବଂ ସୁନ୍ଦର ରଙ୍ଗର ପ୍ରୟୋଗ କରିବା ଉଚିତ।

-ଲିଭିଙ୍ଗ ଏରିଆରେ ସାମାନ୍ୟ ହଳଦିଆ, ଗୋଲାପୀ କିମ୍ବା ସବୁଜ ରଙ୍ଗର ପ୍ରୟୋଗ କରିବା ଆବଶ୍ୟକ।

-ରୋଷେଇ ଘରେ ନାରଙ୍ଗୀ ରଙ୍ଗ ସବୁଠାରୁ ଶୁଭ ହୋଇଥାଏ।

-ବେଡରୁମରେ ଗୋଲାପୀ, ବାଇଗଣୀ କିମ୍ବା ସବୁଜ ରଙ୍ଗ ଲଗାଇବା ଉଚିତ।

-ଛାତର ରଙ୍ଗ ଧଳା ହେବା ଆବଶ୍ୟକ।

-ନୀଳ ରଙ୍ଗ ବ୍ୟବହାର କରିବା ମଧ୍ୟ ଉତ୍ତମ ରହିବ।

605167-couple-fightଘରର ତରଙ୍ଗକୁ କେମିତି ଠିକ ରଖିବେ ?

-ଘରେ ଥିବା ଆସବାପତ୍ର ଏବଂ ଲୋକଙ୍କ ଦ୍ବାରା ତରଙ୍ଗର ନିର୍ମାଣ ହୋଇଥାଏ।

-ଘରେ ଅବ୍ୟବହାର ଜିନିଷକୁ ରଖନ୍ତୁ ନାହିଁ।

-ଘରେ ପ୍ରକାଶ ଏବଂ ବାୟୁର ଠିକ ଆଗମନ ରଖନ୍ତୁ।

-ଉଚ୍ଚ ଧ୍ବନିର ଗୀତ, ଚିଲାଇବା ଏବଂ ଅସ୍ତ ବ୍ୟସ୍ତତା ଦ୍ବାରା ଘରର ତରଙ୍ଗ ଖରାପ ହୋଇଥାଏ।

-ଘରେ ସକାଳ-ସଞ୍ଜ ପୂଜା ଉପାସନା ଦ୍ବାରା, ସୁଗନ୍ଧ ଦ୍ବାରା ଏବଂ ମନ୍ତ୍ର ଜପ ଆଦି ଦ୍ବାରା ଘରର ତରଙ୍ଗ ଭଲ ହୋଇଯାଇଥାଏ।

-ଘରକୁ ପୂର୍ଣ୍ଣ ରୂପରେ ସଫାସୁତୁରା ରଖିବା ଆବଶ୍ୟକ।

-ସପ୍ତାହରେ ଗୋଟିଏ ଦିନ ଘରେ ପୂଜା ରଖିବା ଆବଶ୍ୟକ।

ଘରର ଲୋକଙ୍କୁ କାହିଁକି ଧ୍ୟାନ ଦେବା ଆବଶ୍ୟକ ?

-ଘରର ଲୋକଙ୍କର ବ୍ୟବହାର ଏବଂ ସ୍ବଭାବ ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ।

-ଘରର ଲୋକଙ୍କ ପାଇଁ ତରଙ୍ଗ ଏବଂ ଭାଗ୍ୟ ମଧ୍ୟ ହୋଇଥାଏ।

-ନିଜ ଭିତରେ ବ୍ୟବହାର ଠିକ ରଖନ୍ତୁ।

-ଅପଶବ୍ଦର ପ୍ରୟୋଗ କରନ୍ତୁ ନାହିଁ, ଅଳସୁଆ ହୁଅନ୍ତୁ ନାହିଁ।
ଘରେ ମଦ୍ୟପାନ କରନ୍ତୁ ନାହିଁ ଏବଂ ଜୁଆ ଆଦି ଖେଳନ୍ତୁ ନାହିଁ।

-ଘରର ଆସବାପତ୍ରକୁ ସଜାଇ କରି ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button